ସୁପ୍ରିମକୋର୍ଟଙ୍କ ଅନୁମୋଦନ କ୍ରମେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ କେଏସ୍ ଜାଭେରୀ. ପୂର୍ବରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ଭିନିତ୍ ସରନ୍ ସୁପ୍ରିମକୋର୍ମରେ ଯୋଗ ଦେବେ. ଜଷ୍ଟିସ୍ ଜାଭେରୀ ରାଜସ୍ଥାନ ହାଇକୋର୍ଟରେ କାର୍ଯ୍ୟରତ ଥିଲେ.

LEAVE A REPLY

Please enter your comment!
Please enter your name here