କରୋନା ପାଇଁ କଡା ପଦକ୍ଷେପ ନେଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ସରକାରୀ , ବେସରକାରୀ ସ୍କୁଲ ବନ୍ଦ ନିର୍ଦ୍ଦେଶ । ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପରୀକ୍ଷା ମଧ୍ୟ ଘୁଞ୍ଚିଲା । ସ୍କୁଲ ବନ୍ଦ ରହିବ , ଶିକ୍ଷକ ମାନେ ସ୍କୁଲ ନଆସିବାକୁ ନିର୍ଦ୍ଦେଶ ।

LEAVE A REPLY

Please enter your comment!
Please enter your name here