କରୋନା ପାଇଁ କମଲ ନାଥ ସରକାର ସଙ୍କଟରୁ ବର୍ତ୍ତିଲା । କରୋନା ପାଇଁ ନୋହିଲା କମଲ ନାଥ ସରକାରଙ୍କ ଶକ୍ତି ପରୀକ୍ଷା । ଶକ୍ତି ପରୀକ୍ଷା ପୂର୍ବରୁ ବିଧାନସଭା ମୁଲତବି କରିଦେଲେ ବାଚସ୍ପତି । ବିଧାନସଭାକୁ ମାର୍ଚ୍ଚ ୨୬ ଯାଏ ମୁଲତବି କଲେ ବାଚସ୍ପତି । ସୁପ୍ରିମକୋର୍ଟ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

LEAVE A REPLY

Please enter your comment!
Please enter your name here