ଛାତ୍ରଛାତ୍ରୀ ସଂଖ୍ୟା କମ ଥିବା ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି. ୧୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତି.ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି.ବନ୍ଦ ହେଉଥିବା ସ୍କୁଲର ପିଲା ନିକଟ ସ୍କୁଲରେ ପାଠ ପଢିବେ. ୧ କିମିରୁ ଅଧିକ ଦୂର ହେଲେ ଯାତାୟତ ଖର୍ଚ୍ଚ ଦେବେ ସରକାର.୭୫%ରୁ ଅଧିକ ଉପସ୍ଥାନ ଥିଲେ ମାସକୁ ୬ଶହ, ବାର୍ଷିକ ୬ହଜାର ମିଳିବ.୫୦ରୁ ୭୫% ଉପସ୍ଥାନ ପାଇଁ ମାସକୁ ୪ଶହ, ବାର୍ଷିିକ ୪ ହଜାର.୩୦ରୁ ୫୦% ଉପସ୍ଥାନ ପାଇଁ ମାସିକ ୩ଶହ, ବାର୍ଷିକ ୩ ହଜାର.୩୦%ରୁ କମ ଉପସ୍ଥାନ ଥିଲେ ଯାତାୟତ ଖର୍ଚ୍ଚ ମିଳିବ ନାହିଁ.
ଯାତାୟତ ଖର୍ଚ୍ଚ ଅଭିଭାବକ ଅକାଉଣ୍ଟକୁ ଯିବ-ଗଣଶିକ୍ଷା ମନ୍ତ୍ରୀ.

LEAVE A REPLY

Please enter your comment!
Please enter your name here