ରାଜ୍ୟରେ ଶୀତ ଲହରି ଆହୁରି ବଢିବ । ଶୀତ ଲହରି ବଢିବା ନେଇ ସତର୍କ କଲା ପାଣିପାଗ ବିଭାଗ । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁଥିବାରୁ ବଢିବ ଶୀତ । ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୪ରୁ ୬ଡିଗ୍ରୀ ତାପମାତ୍ରା କମିବ । ଶୀତ ଲହରି ନେଇ ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡିକ ହେଲା, ସୁନ୍ଦରଗଡ,ଝାରସୁଗୁଡା, ବରଗଡ, କେନ୍ଦୁଝର, ମୟୂରଭଞ୍ଜ , ବାଲେଶ୍ୱର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ,ଢେଙ୍କାନାଳ, ଦେବଗଡ ଓ ସମ୍ବଲପୁରକୁ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here