ଦେଶରେ କାୟା ମେଲାଉଛି କରୋନା । ୩ ହଜାର ଟପିଛି ଦୈନିକ ସଙ୍କ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୦୧୬ ନୂଆ ଆକ୍ରାନ୍ତ । ଗତ ୬ ମାସରେ ଏହା ସର୍ବାଧିକ । ଗତକାଲି ଏହି ସଂଖ୍ୟା ଥିଲା ୨୧୫୧ । ଗତକାଲି ଅପେକ୍ଷା ଆଜି ସଙ୍କ୍ରମିତଙ୍କ ସଂଖ୍ୟାରେ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଏବେ ଦୈନିକ ସଙ୍କ୍ରମଣ ହାର ରହିଛି ୨ ଦଶମିକ ୭ % । ସଙ୍କ୍ରମଣ ବଢିବା ସହ ବଢୁଛି କରୋନା ଆକ୍ଟିଭ୍ କେସ୍ । ସଙ୍କ୍ରମଣ ବଢୁଥିବାରୁ ଆଜି ଦିଲ୍ଲୀ ସରକାର ଜରୁରୀ ବୈଠକ ଡାକିଛନ୍ତି ।

LEAVE A REPLY

Please enter your comment!
Please enter your name here