2022-23 ଆର୍ଥିକ ବର୍ଷ ପାଇଁ ଦୁଇ ଲକ୍ଷ କୋଟି ଟଙ୍କାର ବଜେଟକୁ ଅନୁମୋଦନ ଦେଇଛି ମନ୍ତ୍ରୀ ପରିଷଦ । ଆସନ୍ତା 30 ତାରିଖରେ ଗୃହରେ ଆଗତ କରାଯିବ କାମଚଳା ବଜେଟ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ।

LEAVE A REPLY

Please enter your comment!
Please enter your name here