କିଛିବର୍ଷ ପରେ ଘରୋଇ ବଜାରରେ ପ୍ରବେଶ କରଛି Tata Tigor Facelift. ପେଟ୍ରୋଲ ବେସ୍ ରେ ଏହାର ମୂଲ୍ୟ 5.20 ଲକ୍ଷ ଥିବା ବେଳେ ଡିଜେଲ ବେସ୍ ରେ ଏହାର ମୂଲ୍ୟ 7.38 ଲକ୍ଷ ଟଙ୍କା ରହିଛି.  ବର୍ତ୍ତମାନ ଏହା କସମେଟିକ୍ ଓ ଫିଚର ଅପଗ୍ରେଡ ସହ ବଜାରରେ ପ୍ରବେଶ କରିଛି. 2018 ରେ ପ୍ରବେଶ କରିଥିବା Tata Tigor Facelift କୁ ଏକ ନୂଆ ରୂପ ମିଳିଛି. ତେବେ ଏହାର ଫ୍ରଣ୍ଟ ଗ୍ରିଲ୍ ରେ ଡାଇମଣ୍ଡ ସେପ୍ ର ଆକାର କରାଯାଇଛି. ଏହା ସହ ଏଥିରେ chrome-accented front fog lamps, piano black shark fin antenna, ଏବଂ  36-LED high-mounted stop light ମଧ୍ୟ ଦିଆଯାଇଛି. ଏହାକୁ ବାଦ୍ ଦେଲେ ଏଥିରେ ଭଏସ୍ କମାଣ୍ଡ ବେସ ନାଭିଗେସନ,ମ୍ୟୁଜିକ୍ ଷ୍ଟ୍ରିମିଂ, ମିରର୍ ଲିଙ୍କ୍, ବ୍ଲୁ ଟୁଥ୍ କନେକ୍ଟିଭିଟି, ଷ୍ଟିୟରିଂ ମାଉଣ୍ଟେଡ୍ କଣ୍ଟ୍ରୋଲସ୍ ଓ ଫାର୍ଷ୍ଟ ଚାର୍ଜିଂ ପୋର୍ଟ ମଧ୍ୟ ରହିଛି.

 

LEAVE A REPLY

Please enter your comment!
Please enter your name here