କରୋନା ମହାମାରୀ ପାଇଁ ସାରା ଦେଶରେ ଏକ ପ୍ରକାର ଜନଜୀବନ ବ୍ୟତିବ୍ୟସ୍ତ ହେବାରେ ଲାଗିଛି ।ଠିକ୍ ଏହି ସମୟରେ କେନ୍ଦ୍ରସରକାରଙ୍କ ପେଟ୍ରୋଲ ଏବଂ ଡିଜେଲ୍ ଦର ବୃଦ୍ଧି କୁୂ ନେଇ ସାଧାରଣ ଲୋକ ଙ୍କ ମନରେ ଏକପ୍ରକାର ଅସନ୍ତୋଷ ଦେଖିବାକୁ ମିଳିଛି । ଗତ ଜୁନ ୯ ତାରିଖରୁ ଏହି ଦର ୭୨.୯ ଟଙ୍କାରୁ ବୃଦ୍ଧିପାଇ ଏହି ଦର ୭୮.୩୪ ଟଙ୍କାରେ ପହଞ୍ଚିଛି । ତେବେ ପୂର୍ବ ମାସରେ ଏହ ଦର କ୍ରମାନ୍ୱୟ ଭାବେ ୧୦/୧୩ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଚଳିତ ମାସରେ ମଧ୍ୟ ବହିଶୁଳ୍କ ବୃଦ୍ଧି ନେଇ ଏହି ଦର ବୃଦ୍ଧି ହେବା ଜଣାଜାଇଛି । ଯାହା ଆଗାମୀ ଦିନରେ ମଧ୍ୟ ଯୋଗାଣ ଏବଂ ପରିବହନ ସଂପର୍କିତ ଦ୍ରବ୍ୟୃ ଶୁଳ୍କ ବୃଦ୍ଧି ନେଇ ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here