36.1 C
Bhubaneswar
Sunday, April 20, 2025
-Advertisement-

କ୍ଷମା ମାଗିଲେ, ସକ୍ରୀୟ ରାଜନୀତିରୁ ଓହରିଲେ ପାଣ୍ଡିୟାନ

ବିବାଦୀୟ ନେତା ଭିକେ ପାଣ୍ଡିୟାନ ସକ୍ରୀୟ ରାଜନୀତିରୁ ଓହରିଯାଇଛନ୍ତି । ଏଥିସହିତ ବିଜୁ ଜନତା ଦଳର କର୍ମୀ ଓ ନେତାଙ୍କ ନିକଟରେ କ୍ଷମା ମାଗିଛନ୍ତି । ଏଥର ନିର୍ବାଚନରେ ବିଜେଡିର ପରାଜୟ ପଛରେ ସମସ୍ତେ ପାଣ୍ଡିୟାନଙ୍କୁ ଦାୟୀ କରିବା ପରେ...

ପାଣ୍ଡିୟାନଙ୍କୁ ପ୍ରଶଂସାରେ ପୋତିଲେ ନବୀନ

ଦିନକୁ ଦିନ ପାଣ୍ଡିୟାନଙ୍କୁ ବିରୋଧ କରିବା ବୃଦ୍ଧି ପାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଦେଇଥିବା ବୟାନରେ ପାଣ୍ଡିୟାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । କୋଭିଡ ସମୟରେ ପାଣ୍ଡିୟାନ କଠିନ ପରିଶ୍ରମ କରିଥିଲେ ବୋଲି କହିଛନ୍ତି ।...

ରଣନୀତି ବଦଳାଇବ ବିଜେଡି, ନବୀନ ନିବାସରେ ପହଞ୍ଚିଲେ ପାଣ୍ଡିୟାନ

ନିର୍ବାଚନରେ ହାରିବା ପରେ ଦଳୀୟ ନେତାମାନେ ଏବେ ନବୀନ ନିବାସ ମୁହାଁ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଜୟୀ ବିଧାୟକଙ୍କ ସହ ଦଳର ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିବା ପରେ ପରାଜିତ ପ୍ରାର୍ଥୀଙ୍କ ସହ ମଧ୍ୟ ଆଲୋଚନା କରିସାରିଛନ୍ତି...

କାହିଁକି ଛୁଟି ନେଲେ ସୁଜାତା କାର୍ତ୍ତିକେୟନ

ଛ ମାସ ଛୁଟିରେ ପଳେଇଲେ ଆଇଏଏସ ସୁଜାତା କାର୍ତ୍ତିକେୟନ । ନଭେମ୍ବର 26 ତାରିଖ ପର୍ଯ୍ୟନ୍ତ ସେ ଛୁଟି ନେଇଛନ୍ତି । ପିଲାର ଯତ୍ନ ପାଇଁ ସେ ଛୁଟି ନେଉଥିବା ଦର୍ଶାଇଥିବା ବେଳେ ଜୁନ 5 ତାରିଖରେ ସାଧାରଣ ପ୍ରଶାସନ...

ମୁଖ୍ୟମନ୍ତ୍ରୀ ହେବାକୁ ବାହାରୁ ଆସିବେ ଓଡିଆ ପୁଅ

ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ? ଯିଏ ବି ହେବେ ସିଏ ଦକ୍ଷ ହୋଇଥିବେ ଏବଂ ଓଡିଶାକୁ ଭଲ ଭାବେ ଜାଣିଥିବେ । ମୁଖ୍ୟମନ୍ତ୍ରୀ ଭାବେ ଲୋକେ ତାଙ୍କୁ ଗ୍ରହଣ କରିପାରୁଥିବେ । ସେଭଳି ବ୍ୟକ୍ତିତ୍ବ ପାଖରେ ଓଡିଆ ଅସ୍ମିତାର...

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଚେହେରା : ସାଂସଦ ନା ବିଧାୟକ କାହାକୁ ବାଛିବେ ନେତୃତ୍ବ

ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ନିର୍ବାଚିତ ସାଂସଦ ନା ନିର୍ବାଚିତ ବିଧାୟକଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ...

ନବୀନ ଯୁଗର ଅନ୍ତ ପଛର ଖଳନାୟକ

ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ଭାରତବର୍ଷରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କରିଥାନ୍ତେ । ରାଜ୍ୟ ରାଜନୀତିରେ ଲୋକପ୍ରିୟତାର ଶୀର୍ଷରେ ଥିବା ରାଜନେତା ନବୀନ ପଟ୍ଟନାୟକଙ୍କ ଶାସନର ଏମିତି ଅନ୍ତ ଘଟିବ, କେହି କେବେ କଳ୍ପନା...

ପ୍ରଥମଥର ପାଇଁ ନବୀନ ପଛରେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଇଲେକ୍ସନ ଟ୍ରେଣ୍ଡରେ ପଛରେ ପଡିଯାଇଛନ୍ତି । ବଲାଙ୍ଗୀର କଣ୍ଟାବାଞ୍ଝି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ପଛରେ ପଡିଯାଇଛନ୍ତି । ତେବେ ନବୀନଙ୍କୁ ଟକ୍କର ଦେଇଛନ୍ତି ବିଜେପି ପ୍ରାର୍ଥୀ...

ବିଜେଡିକୁ ବଡ ଝଟକା, ମ୍ୟାଜିକ ନମ୍ବରଠୁ ଅଧିକ ଆସନରେ ବିଜେପି ଆଗୁଆ

ଚବିଶ ବର୍ଷର ବିଜେଡି ସରକାରକୁ ବଡ ଝଟକା । ରାଜ୍ୟ ରାଜନୀତିରେ ଭୂକମ୍ପ । ଦିନ ସାଢେ ଏଗାରଟା ସୁଦ୍ଧା ଭୋଟ ଗଣତି ଅନୁଯାୟୀ 75ଟି ବିଧାନସଭା ଆସନରେ ବିଜେପି ଆଗରେ ରହିଥିବା ବେଳେ ବିଜେଡି 48ଟି ଆସନରେ ଆଗୁଆ...

ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ..’ 2024

ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆୟୋଜନ କରୁଛନ୍ତି ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ । 2019ରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ଏହି ପ୍ରତିଯୋଗିତା ହୋଇଆସୁଛି । ଚଳିତବର୍ଷ ଏହି...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...