ଆଇପିଏସ ସ୍ତରରେ ଅଦଳବଦଳ
ଆଇପିଏସସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର. ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନିଲ ରଏଙ୍କୁ ସ୍ୱତନ୍ତ୍ର ଡିଜି ପଦକୁ ପଦୋନ୍ନତି ମିଳିଥିବା ବେଳେ ବିନୟାନନ୍ଦ ଝାଙ୍କୁ ଓଏଚଆରସିର ଏଡିଜିପି, ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି. ସିଦ୍ଧାର୍ଥ ମହାଡୁଙ୍କୁ ଏଚଆରପିସିର...
ଲକ୍ଷେ ଗଣିବେ, ସାରା ଦିନ କୋର୍ଟରେ ବସିବେ
ଅଦାଲତ ଅବମାନନା ମାମଲାରେ ସିବିଆଇ ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ କରାଯାଇଛି। ଏହା ସହିତ ସେ ଦିନସାରା କୋର୍ଟର ଗୋଟିଏ କୋଣରେ ବସି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ସୁପ୍ରିମ୍କୋର୍ଟ...
ପରକୀୟା ପ୍ରୀତିର କରୁଣ ପରିଣତି
ବାଲେଶ୍ୱରରେ ଡବଲ ମର୍ଡର । ପରକୀୟା ପ୍ରୀତିକୁ ନେଇ ହୋଇଛି ଡବଲ ମର୍ଡର । ବାଲେଶ୍ୱର ଟାଉନ୍ ଥାନା ଅନ୍ତର୍ଗତ ରାଣୀପାଟଣା ବ୍ୟାଙ୍କ କଲୋନିରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି ।...
ଏପ୍ରିଲ 8ରୁ ଲୋକାୟୁକ୍ତ
ଆସନ୍ତା ମାର୍ଚ୍ଚ 31 ତାରିଖ ସୁଦ୍ଧା ଲୋକାୟୁକ୍ତ ପାଇଁ ଚୟନ ପ୍ରକ୍ରିୟା ସରିବ ଏବଂ ଏପ୍ରିଲ 8 ତାରିଖରୁ ଏହା କାର୍ଯ୍ୟକାରୀ ହେବ . ସୋମବାର ଓଡିଶା ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହା ଦର୍ଶାଇଛନ୍ତି. ମୁଖ୍ୟ ଶାସନ...
ASIଙ୍କ ଘରେ ଦୁଷ୍କର୍ମ, ନିଲମ୍ବିତ ହେଲେ ASI
ହଁ ଖାକିରେ ଦାଗ. ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ବରଗଡ ଜିଲ୍ଲା ସୋହେଲା ଥାନା ଏଏସଆଇ ବନମାଳୀ କୁଅଁରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି. ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ମେଲଛାମୁଣ୍ଡାରେ ଏହି ଘଟଣା ଘଟିଛି. ଏହି ଘଟଣା...
ଧାନବସ୍ତା ରଖି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା
ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା. ଧାନର ଅଭାବୀ ବିକ୍ରି ନେଇ ପୂର୍ବତନ ସାଂସଦ ସଦ ପ୍ରଦୀପ ମାଝିଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କଂଗ୍ରେସ ଧାରଣା ଦେଇଛି. ଚାଷୀଙ୍କୁ ଅଣଦେଖା କରି ମଣ୍ଡିରୁ...
୨୦୧୪ର ପ୍ରତିଶ୍ରୁତି କୁଆଡେ ଗଲା ?
ବିଜେପିର ପ୍ରତିଶ୍ରୁତି ସମାବେଶକୁ ବିଜେଡି ପ୍ରତାରଣା ସମାବେଶର ଆଖ୍ୟା ଦେଇଛି. ଶନିବାର ଦିନ ବିଜେପି ପ୍ରତିଶ୍ରୁତି ସମାବେଶ କରି କ୍ଷମତାକୁ ଆସିଲେ ବେକାରଙ୍କୁ ନିଯୁକ୍ତି, ଭୂମିହୀନ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର, ସମସ୍ତଙ୍କୁ ପାନୀୟ ଜଳ,...
କୁମ୍ଭମେଳାରେ ଶ୍ରୀପଞ୍ଚମୀ ବୁଡ
ରବିବାର ବସନ୍ତ ପଞ୍ଚମୀରେ ପ୍ରୟାଗରାଜରେ ଆରମ୍ଭ ହୋଇଛି ତୃତୀୟ ସାହି ସ୍ନାନ. ପ୍ରୟାଗରାଜ ଦିବ୍ୟ କୁମ୍ଭମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତୃତୀୟ ସାହି ସ୍ନାନ କରିଛନ୍ତି. ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ପବିତ୍ର ସଙ୍ଗମ ସ୍ଥଳରେ ବସନ୍ତ ପଞ୍ଚମୀରେ...
ତେଲେଙ୍ଗାନାରୁ ଉଦ୍ଧାର ହେଲେ ଓଡିଆ ଶ୍ରମିକ
ରବିବାର ତେଲେଙ୍ଗାନାରୁ 15 ଜଣ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି. ସୂଚନା ଅନୁସାରେ, ତେଲଙ୍ଗାନା ରାଜ୍ୟର ପେଡାପଲ୍ଲୀ ଜିଲ୍ଲା କାର୍ଲାଚିଲା ଇଟାଭାଟିରୁ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି. ତେଲେଙ୍ଗାନାରେ ଏହି ଓଡିଆ ଶ୍ରମିକମାନେ ଦାଦନ ଖଟୁଥିବା ଖବର ମିଳିଥିଲା...
କନ୍ଧମାଳ ଯୁବ ସମାବେଶରେ ନବୀନ
ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବିଜୁ ଯୁବ ବାହିନୀ ସମାବେଶରେ ଯୋଗ ଦେଇଛନ୍ତି. ସମାବେଶକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ସବୁବେଳେ ଯୁବବର୍ଗଙ୍କ ବିକାଶ ଉପରେ ଅଗ୍ରାଧିକାର ଦେଇଆସୁଛି. ଲୋକଙ୍କ ସେବା...



















