31.1 C
Bhubaneswar
Sunday, April 20, 2025
-Advertisement-

ପରିବର୍ତ୍ତନ ସପକ୍ଷରେ ଭୋଟରଙ୍କ ମୁଡ୍

ଓଡିଶାରେ ଭୋଟରଙ୍କ ମୁଡ୍ ବଦଳିଛି । ପୂର୍ବଭଳି ଏଥର ବିଜେଡିକୁ ନିର୍ବାଚନରେ ଜିତିବା ସହଜ ନୁହେଁ । ଅଧାରୁ ଅଧିକ ଆସନରେ ବିଜେଡିକୁ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ବିଜେପିଠୁ କଡ୍ଡା ଟକ୍କରର ସମ୍ମୁଖୀନ ହେବାକୁ ପଡିବ ବୋଲି ଏକଜିଟ୍ ପୋଲ୍...

ବିଜେଡିକୁ ମିଳିବ ବଡ ଝଟକା : ହାତରୁ ଖସିଯିବ ବହୁ ଲୋକସଭା ଆସନ

ଆଜି ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଛି । ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବା ଅପେକ୍ଷାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

କନ୍ୟାକୁମାରୀରେ ଧ୍ୟାନ ମୂଦ୍ରାରେ ମୋଦୀ

ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କନ୍ୟାକୁମାରୀ ବିବେକାନନ୍ଦ ରକ୍ ମେମୋରିଆଲରେ ପହଞ୍ଚିଛନ୍ତି । ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ସେ ରକ୍ ମେମୋରିଆଲରେ ଧ୍ୟାନ କରିବେ । ମୋଦୀଙ୍କ ଧ୍ୟାନ...

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ, ଶନିବାର ଭୋଟ୍

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ଆସନ୍ତା ଶନିବାର ଦିନ ଦିନ ଭୋଟ ଗ୍ରହଣ କରାଯିବ । ରାଜ୍ୟର 6ଟି ଲୋକସଭା ନିର୍ବାଚନମଣ୍ଡଳୀ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଏବଂ...

ପାଣ୍ଡିୟାନ ମୋ ଉତ୍ତରାଧିକାରୀ ନୁହଁନ୍ତି : ନବୀନ

ଭି.କେ. ପାଣ୍ଡିୟାନ ମୋ ଉତ୍ତରାଧିକାରୀ ନୁହଁନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ଏହା ସ୍ପଷ୍ଟ କରିଛନ୍ତି । ମୋର କେହି ଉତ୍ତରାଧିକାରୀ ନାହାଁନ୍ତି ଏବଂ ଓଡିଶାବାସୀ ମୋ ଉତ୍ତରାଧିକାରୀ ବାଛିବେ ବୋଲି କହିଛନ୍ତି ନବୀନ ।...

ଇସିଙ୍କ ବଡ କାର୍ଯ୍ୟାନୁଷ୍ଠାନ

ସରକାରୀ ଚାକିରୀରେ ରହି କ୍ଷମତାସୀନ ବିଜେଡି ପାଇଁ କାମ କରୁଥିଲେ । ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲେ । ବାରମ୍ବାର ନିର୍ବାଚନ କମିଶନଙ୍କ ନିକଟରେ ବିରୋଧୀ ଏହି ଆଇପିଏସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଆସୁଥିଲେ ହେଁ ନିର୍ବାଚନ ଆୟୋଗ ସଂପୃକ୍ତ...
video

ଇଲେକ୍ସନ ବୁଥ୍ ନା ପାର୍ଟି ଅଫିସ୍ ?

ଗତ 25 ତାରିଖରେ ମତଦାନ ଚାଲିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗାଯିବା ଘଟଣାରେ ଗିରଫ ହୋଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ତେବେ ଇଭିଏମ କିଏ ଭାଙ୍ଗିଲା, ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ...

ଯୁକ୍ତଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ : ସଫଳତାରେ ଝିଅ ଆଗରେ

ଆଜି ଏକାସାଙ୍ଗରେ ପ୍ରକାଶ ପାଇଛି ଯୁକ୍ତଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତଦୁଇ କଳାରେ 80.95 ପ୍ରତିଶତ ପାଶ୍ ହାର ଥିବା ବେଳେ ବିଜ୍ଞାନରେ 86.93 ଓ ବାଣିଜ୍ୟରେ...

ସହରୀ ବାବୁମାନେ କାହିଁକି ଦେଉନାହାନ୍ତି ଭୋଟ୍

ଓଡିଶାରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ଶେଷ ପର୍ଯ୍ୟାୟ ନିର୍ବାଚନ ଜୁନ୍ ପହିଲାରେ ହେବ । ତେବେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ମତଦାନ 70ରୁ...

ପ୍ରକାଶ ପାଇଲା ମାଟ୍ରିକ ରେଜାଲ୍ଟ, 96.7 ପ୍ରତିଶତ ପାଶ୍

ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଉତ୍ତୀର୍ଣ୍ଣ ହାର 96.7 ପ୍ରତିଶତ ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ଚଳିତବର୍ଷ ପରୀକ୍ଷା ଦେଇଥିବା ମୋଟ 5...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...