25.1 C
Bhubaneswar
Wednesday, October 28, 2026
-Advertisement-

ପ୍ରଧାନମନ୍ତ୍ରୀଙ୍କ ୨୦୨୫ ‘ମନ୍ କୀ ବାତ୍’: ୨୦୨୬ରେ ନୂଆ ଆଶା-ନୂଆ ସଂକଳ୍ପ

ଚଳିତ ବର୍ଷର ଶେଷ ‘ମନ୍ କୀ ବାତ୍’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କ୍ରୀଡ଼ାଠୁ ଆରମ୍ଭ କରି ମହାକାଶ ଯାତ୍ରା ପର୍ଯ୍ୟନ୍ତ ୨୦୨୫ ଅନେକ ସଫଳତା ଦେଇଥିବାବେଳେ ୨୦୨୬ରେ ଦେଶ ନୂଆ ଆଶା ଏବଂ ନୂଆ...

ଡେରାଡୁନରେ ତ୍ରିପୁରାର ଆଦିବାସୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା

ଉତ୍ତରାଖଣ୍ଡ ଡେରାଡୁନରେ ଜାତିଆଣ ଆକ୍ଷେପକୁ ନେଇ ଜଣେ ପଢ଼ୁଥିବା ଆଦିବାସୀ ଡାକ୍ତର ଛାତ୍ରଙ୍କୁ ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଛି । ମୃତ ଛାତ୍ର ହେଲେ ତ୍ରିପୁରାର ଆଞ୍ଜେଲ୍ ଚକମା । ଆଞ୍ଜେଲ୍ ଡେରାଡୁନରେ ଜିଜ୍ଞାସା ବିଶ୍ୱବିଦ୍ୟାଳୟ...

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୧୨ଟି ବଗି, ନଦୀରେ ପଡ଼ିଲା ୩ ବଗି

ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ-ହାୱଡ଼ା ମୁଖ୍ୟ ରେଳ ପଥରେ ଆସନସୋଲ ରେଳ ଡିଭିଜନର ଜମୁଈ ଜିଲ୍ଲା ଅନ୍ତର୍ଗତ ଟେଲବା ବଜାର ନିକଟରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ।...

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ପରେ ଲଣ୍ଡନରେ ବିକ୍ଷୋଭ: ହିନ୍ଦୁ ଖାଲିସ୍ତାନୀ ମୁହାଁମୁହିଁ

ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ରଙ୍କ ହତ୍ୟା ପରେ ଏବେ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ପ୍ରସଙ୍ଗ ହୋଇ ସାରିଛି । ଯାହାର ପ୍ରତିବାଦରେ ବିକ୍ଷୋଭ କରୁଥିବାବେଳେ ଲଣ୍ଡନରେ ହିନ୍ଦୁ ଏବଂ ଖାଲିସ୍ତାନୀ ସମ୍ପ୍ରଦାୟ ମୁହାଁମୁହିଁ ହୋଇଛନ୍ତି...

ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଗିରଫ ହେଲେ ବନ ଅଧିକାରୀ

ବନ ଅଧିକାରୀ ନିହାରରଞ୍ଜନ ଶତପ‌ଥୀଙ୍କୁ ଧରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ କୋର୍ଟରେ ହାଜର କରାଯାଇଛି।...

ଛତିଶଗଡ଼ ମଦ ଦୁର୍ନୀତି ରେ ଚାର୍ଜସିଟ୍ ଦାଖଲ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡ଼ ଅବକାରୀ ବିଭାଗ ଦୁର୍ନୀତି ଓ ମଦ ଘୋଟାଲାରେ ତଦନ୍ତ ରିପୋର୍ଟ ଦାଖଲ କରିଛି । ଚାର୍ଜସିଟରେ ଅଧିକ ୫୯ ଜଣ ଅଭିଯୁକ୍ତ ସହିତ ୮୧ ଜଣ ଅଭିଯୁକ୍ତ ସାମିଲ ଅଛନ୍ତି । ଇଡି...

ଜି-ରାମ-ଜି ବିରୋଧରେ ଦେଶ ବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

କେନ୍ଦ୍ର ସରକାରଙ୍କ ଭିବି ଜି-ରାମ-ଜି ଯୋଜନା ବିରୋଧରେ ଏବେ ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ । ଶନିବାର ବସିଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୫ ଜାନୁୟାରୀରୁ "ମନରେଗା ବଞ୍ଚାଅ ଅଭିଯାନ"...

ଆଖି ବୁଜିଲେ ପୂର୍ବନତ ବିଧାୟିକା ସଞ୍ଚିତା ମହାନ୍ତି

ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି। ଆଜି ସକାଳେ ସେ ଅସୁସ୍ଥତା ଅନୁଭବ କରିବାପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଅନେକ ଦିନ...

ନୂଆବର୍ଷରୁ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ଭାରତୀୟ ସେନା

ଭାରତୀୟ ସେନାଙ୍କ ପାଇଁ ଏଥର ନୂଆବର୍ଷ ଆଣିଛି ଖୁସି ଖବର। ସୁରକ୍ଷା କାରଣରୁ ସୋସିଆଲ ମିଡିଆରୁ ବିଚ୍ଛିନ୍ନ ରହି ଦେଶସେବା କରୁଥିବା ସୈନିକମାନେ ଏବେ ସୋସିଆଲ ମିଡ଼ିଆ ବ୍ୟବହାର କରିପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ...

ରେଡ୍‌ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ମାମଲା

ରେଡ୍‌ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା। ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ୱାଇ.ବି.ଖୁରାନିଆ। ଡିଜିପି କହିଛନ୍ତି ମୂଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି। ମାମଲାର ତ୍ୱରିତ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...