ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ନର୍ମାଲ ଡେଲିଭରୀ ଚାହୁଁଥିଲେ ଯାଆନ୍ତୁ ସରକାରୀ ହସ୍ପିଟାଲ୍
ଦିନକୁ ଦିନ ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ,ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍କୁ ଯାଆନ୍ତୁ ।ସେ ଆହୁରି ମଧ୍ୟ କହିଛନ୍ତି,...
ସରିଲା ବିଧାନସଭାର ଶୀତ ଅଧିବେଶନ
ଆଜି ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ ଶେଷ ହୋଇଛି। ବିଧାନସଭାର ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି। ଚଳିତଥର ନଭେମ୍ବର ୨୭ରୁ ଅଧିବେଶନ ଆରମ୍ଭ...
ଇଣ୍ଡିଗୋ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ
ଇଣ୍ଡିଗୋ ଏୟାରଲାଇନ୍ସର ଚାଲିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆଇନ ଏବଂ ଆଇନ ପ୍ରଣୟନର ଉଦ୍ଦେଶ୍ୟ କେବଳ ବ୍ୟବସ୍ଥାକୁ ଉନ୍ନତ କରିବା ହେବା ଉଚିତ, ସାଧାରଣ ଭାରତୀୟ ନାଗରିକଙ୍କୁ ହଇରାଣ...
ବାରବାଟୀ ଟିକେଟ କଳାବଜାରୀ ମାମଲାରେ ୪ ଗିରଫ
ଆସନ୍ତାକାଲି ବାରବାଟୀରେ ହେବାକୁ ଯାଉଛି ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ । ଟିକେଟ କଳାବଜାରୀକୁ ନେଇ ଖବର ସାମ୍ନାକୁ ଆସିବା ପରେ, ଏହି ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ବିଡାନାସୀ ଓ ଦରଘା...
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୧୩,୩୫୮ଟି ଅଭିଯୋଗ ଆସିଛି ଏବଂ ସେଥିମଧ୍ୟରୁ ୧୨, ୪୩୨ ଅଭିଯୋଗର ସମାଧାନ ହୋଇ ସାରିଛି ବୋଲି ବିଧାନସଭାରେ ଉତ୍ତର ରଖି ତଥ୍ୟ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ବିଧାନସଭାର ଶୀତ...
ଓଡ଼ିଶାରେ ଡାକ୍ତରଙ୍କ ଘୋର ଅଭାବ
ଓଡ଼ିଶାରେ ଡାକ୍ତରଙ୍କ ଅଭାବ। ଠିକାରେ ଚାଲୁଛି ଡାକ୍ତରୀ ସେବା। ୬୦ ପ୍ରତିଶତ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଆଜି ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ କରିଥିଲେ କେଉଁ ଜିଲାରେ କେତେ ସଂଖ୍ୟାରେ ଡାକ୍ତର...
ନକଲି ସୁନା ଇଟା କାରବାର,୬ ଦଲାଲ ଗିରଫ
ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ସୁନା ବିସ୍କୁଟ ଲୋଭ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଅଭିଯୋଗରେ ଏବେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୀଳଗିରି ପୋଲିସ।...
ବାରବାଟୀରେ ପହଞ୍ଚିଲେ ଟିମ୍ ଇଣ୍ଡିଆର ଖେଳାଳି
ବାରବାଟୀ ଟି-୨୦ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଖେଳାଯିବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ । ଷ୍ଟାଡିୟମ ପରିସର...
କ୍ୟାନସଲ୍ ହେଲା ସ୍ମୃତି ମନ୍ଧାନା ଓ ପଲାଶ ମୁଚଲଙ୍କ ବିବାହ
ଶେଷରେ କ୍ୟାନସଲ୍ ହେଲା ସ୍ମୃତି ମନ୍ଧାନା ଓ ପଲାଶ ମୁଚଲଙ୍କ ବିବାହ । ଭାରତୀୟ ମହିଳା କ୍ରିକେଟ୍ ଦଳର ଚର୍ଚ୍ଚିତ ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ । ...
ଏସ୍ଆଇ ପରୀକ୍ଷା ଘୋଟାଲା:୩ ଜଣଙ୍କୁ ଜେରା
ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏବେ ଆଉ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ। ଏସଏସବି ଯବାନ ଅର୍ଜୁନ ନାୟକ ଓ ବିରଞ୍ଚିର ସହଯୋଗୀ ନିମାଇଁ...

















