ରାଉରକେଲାରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା
ରାଉରକେଲାରେ ଛାତ୍ରୀଙ୍କୁ ଦୁଷ୍କର୍ମ । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ଛାତ୍ରୀଙ୍କୁ ବିଷ ଦେଇ ହତ୍ୟା କରାଯାଇଛି । ମୃତକ ଛାତ୍ରୀ ବିଶ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଗ୍ରାମର ଅଟନ୍ତି। ଏହି...
କୋର୍ଟକୁ ମିଳିଲା ବୋମା ଧମକ
ଶୁକ୍ରବାର ରାଜ୍ୟର ତିନୋଟି ଜିଲ୍ଲା ଅଦାଲତ "କଟକ ଜିଲ୍ଲା ଓ ଦୌର ଜର୍ଜ କୋର୍ଟ, ପୁରୀ ଜିଲ୍ଲା କୋର୍ଟ ଏବଂ ଫୁଲବାଣୀ ଜିଲ୍ଲା ଅଦାଲତକୁ" ବୋମାରେ ଉଡ଼ାଇ ଦେବାକୁ ଧମପପୂର୍ଣ୍ଣ ଇମେଲ୍ ଆସିଛି । ଏହା ପରେ କୋର୍ଟ ପରିସରକୁ...
ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା
ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢିବାରେ ଲାଗିଛି । ଆମେରିକା ଦୂତାବାସ ଶୁକ୍ରବାର ଇରାନରେ ରହୁଥିବା ନିଜର ନାଗରିକଙ୍କୁ ତୁରନ୍ତ ଇରାନ ଛାଡି ଦେବାକୁ ପରାମର୍ଶ ଦେଇଛି । ଇରାନ ସରକାର ନିଜର ସୁରକ୍ଷା...
ମର୍ଚ୍ଚାଣ୍ଟ ନେଭି ସାର୍ଥକ ମହାପାତ୍ର ମଝି ସମୁଦ୍ରରୁ ନିଖୋଜ;କେନ୍ଦ୍ରକୁ ଚିଠି ଲେଖିଲେ ନବୀନ
ଗତ ଫେବୃଆରୀ ୩ ତାରିଖରୁ ମଝି ସମୁଦ୍ରରୁ ସେ ନିଖୋଜ ହୋଇଯାଇଛନ୍ତି ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର। ଏବେ ତାଙ୍କର କିଛି ପତ୍ତା ମିଳୁନାହିଁ, ଯାହାକୁ ନେଇ ପରିବାର ଲୋକେ ବହୁତ ଚିନ୍ତିତ ଅଛନ୍ତି। ଘଟଣାକୁ...
ମେଘାଳୟ କୋଇଲା ଖଣିରେ ଘଟିଲା ଭୟାବହ ବିସ୍ଫୋରଣ, ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ
ମେଘାଳୟ ତାଶଖାଇ ଅଞ୍ଚଳର ଏକ କୋଇଲା ଖଣିରେ ହୋଇଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିସ୍ଫୋରଣ ପରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି ।ଆଗକୁ...
ଟ୍ରାକରୁ ଖସିଲା ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍
ଯାଜପୁର ରୋଡ୍ ଜଖପୁରା ଷ୍ଟେସନ ନିକଟରେ ଟ୍ରାକରୁ ଖସିଯାଇଛି ଟ୍ରେନ। ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି ଏହା ଫଳରେ ଟ୍ରାକ୍ରୁ ୩ଟି ବଗି ଖସିପଡିଛି। ଭଦ୍ରକ ରେସକ୍ୟୁ ଟିମ୍ ସ୍ପଟକୁ ଯାଇ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଏହି...
ମାଓ ମୁକ୍ତ ଅଞ୍ଚଳ ହେଲା କୋରାପୁଟ
ଆଜିଠାରୁ ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା । ଆଜି ସିପିଆଇ ମାଓବାଦୀ ମମତା ପୋଡ଼ିଆମୀର ଆତ୍ମସମର୍ପଣ ପରେ କୋରାପୁଟ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ । ମମତା...
ବଲାଙ୍ଗୀରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ବଲାଙ୍ଗୀର ତୁରେଇକେଲା ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାର ସହପାଠୀମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟରେ ଟ୍ୟୁସନ ସରିବା ପରେ ସହପାଠୀମାନେ ଗଣଦୁଷ୍କର୍ମ କରିଥିଲେ ଏବଂ ଦୁଷ୍କର୍ମ ସମୟର ଭିଡ଼ିଓ ଉତ୍ତୋଳନ କରି...
ଟାରିଫ୍ ହ୍ରାସ ପରେ ମୋଦୀଙ୍କୁ ସମ୍ବର୍ଦ୍ଧିତ କଲା ଏନଡିଏ
ଭାରତ ଉପରେ ଆମେରିକାର ଟାରିଫ୍ ହ୍ରାସ ପରେ ପୁରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ପରେ ଏନଡିଏ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଂସଦ ପରିସରରେ ସମ୍ମାନୀତ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ JE
ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JEଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ, ମାଲକାନଗିରି TPSODLର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଏବଂ ତାଙ୍କ...



















