27.2 C
Bhubaneswar
Saturday, August 1, 2026
-Advertisement-

ତାମିଲନାଡ଼ୁ ଦଳାଚକଟା : ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିଜୟ

ତାମିଲନାଡୁର କରୁରରେ ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟା ଘଟଣାକୁ ନେଇ ରାଜନୀତି ତିବ୍ର ହୋଇଛି। ଘଟଣା ପରେ ପ୍ରଥମେ ମୁହଁ ଖୋଲି ବିଜୟ କହିଛନ୍ତି ଯେ, ସେଥିରେ ତାଙ୍କ କୌଣସି ଭୁଲ ନାହିଁ। ସେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ସିଧାସଳଖ ଚ୍ୟାଲେଞ୍ଜ...

ଓଡ଼ିଶାରେ ହେବ ହୋମଷ୍ଟେ ପ୍ରତିଷ୍ଠା ଯୋଜନା ; ପ୍ରଭାତୀ ପରିଡ଼ା

ଏବେ ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ। ଏହା ଫଳରେ ଗ୍ରାମାଞ୍ଚଳରେ ବଢ଼ିବ ଲୋକଙ୍କ ରୋଜଗାର। ଏଥିଲାଗି କାର୍ଯ୍ୟକାରୀ ହେବ ଓଡ଼ିଶା ହୋମଷ୍ଟେ ପ୍ରତିଷ୍ଠା ଯୋଜନା-୨୦୨୫। ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଯୋଜନା।...

ଓଡ଼ିଶାକୁ ୧୭ ଶହ କୋଟି ଟଙ୍କାର ଭେଟି ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଅମଲାପାଲିରେ ଆୟୋଜିତ ‘ସେବା ପକ୍ଷ’ ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିକାଶ ପ୍ରକଳ୍ପ ଭେଟି ଦେଇଛନ୍ତି । ସାରା ଭାରତରେ...

ଟ୍ରମ୍ପଙ୍କ ଟାରିଫ୍ ବୋମା: ଷ୍ଟକ୍ ବଜାର କ୍ରାସ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୫ ଅକ୍ଟୋବର ୧ରୁ ସମସ୍ତ ବ୍ରାଣ୍ଡେଡ୍ ଏବଂ ପେଟେଣ୍ଟ ଔଷଧ ଆମଦାନୀ ଉପରେ ୧୦୦% ଟାରିଫ୍ ଲାଗୁ କରିଛନ୍ତି। ଏହାର ପ୍ରଭାବ ଆଜି ଭାରତୀୟ ଷ୍ଟକ୍ ବଜାରରେ ଦେଖାଯାଉଛି। ସପ୍ତାହର ଶେଷ ବାଣିଜ୍ୟ ଦିନରେ...

ଲାଞ୍ଚ ନେବାବେଳେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର ଟିପିସିଓଡିଏଲ୍ ସର୍କଲ୍-୧ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ନିର୍ବାହୀଯନ୍ତ୍ରୀଙ୍କର ବହୁତ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସଞ୍ଚୟ ଆକାଉଣ୍ଟ ଥିବା ଜଣାପଡ଼ିଛି । ସମସ୍ତ ଜମାରାଶିକୁ ମିଶାଇ ମୋଟ...

ଲଦାଖରେ ବଢ଼ି ଚାଲିଛି ହିଂସା ,୪ ମୃତ

ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ତାଲିକାରେ ଅନ୍ତର୍ଭୁକ୍ତିକରଣ ଦାବିରେ ଚାଲିଥିବା ଆନ୍ଦୋଳନରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଜଣେ କଂଗ୍ରେସ କାଉନସିଲରଙ୍କ ସମେତ ୫୦ ଜଣଙ୍କୁ ଅଟକ ଗିରଫ କରିଛି । ମାମଲାରେ...

ଟ୍ରେନରୁ ଲଞ୍ଚ ହେଲା ମିଜାଇଲ

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହାସଲ କରିଛି ଐତିହାସିକ ସଫଳତା । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲ୍ ଅଗ୍ନି-ପ୍ରାଇମର ସଫଳ ପରୀକ୍ଷଣ କରିଛି । ତେବେ ସବୁଠୁ ବଡ଼ କଥା ହେଉଛି ଏହି...

ବାୟୁସେନାକୁ ମିଳିବ ୯୭ଟି ତେଜସ୍ ବିମାନ

ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍ )ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ଅନୁସାରେ, ଭାରତୀୟ ବାୟୁସେନା ପାଇଁ ହାଲ୍ ୯୭ଟି ‘ତେଜସ୍’ ଯୁଦ୍ଧ ବିମାନ ପ୍ରଦାନ କରିବ । ଏହାର...

ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା : ମୁଖ୍ୟମନ୍ତ୍ରୀ

ଅଳିଆରୁ ଏବେ ଏନର୍ଜି ଓ କୋଇଲା ପ୍ରସ୍ତୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ପୁରୁଣା ଭୁବନେଶ୍ୱରରେ ବିଏମସି ଆୟୋଜିତ "ସ୍ୱଚ୍ଛତା ହିଁ ସେବା" କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ଗୃହ ଓ ନଗର...

ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ବିସିସିଆଇର ଅଭିଯୋଗ

୨ ପାକିସ୍ତାନୀ କ୍ରିକେଟରଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ କରିଛି ବିସିସିଆଇ । ଏସିଆ କପ୍-୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଭାରତ ବିପକ୍ଷ ସୁପର ଫୋର୍ ମ୍ୟାଚ୍ ସମୟରେ ଅର୍ଦ୍ଧଶତକ ହାସଲ...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...