ଟ୍ରମ୍ପ ଚୀନ୍ ଉପରେ ଲଗାଇଲେ ୧୫୫% ଟାରିଫ୍
ପୁଣିଥରେ ଟ୍ରମ୍ପଙ୍କ ଚୀନ୍ ଉପରେ ଟାରିଫ୍ ଧମକ। ନଭେମ୍ବର ୧ରୁ ଚୀନ୍ ଉପରେ ୧୫୫% ଶୁକ୍ଳ ଲାଗୁ କରାଯିବ। ଟ୍ରମ୍ପ କହିଛନ୍ତି, ଗତ କିଛି ବର୍ଷ ଧରି ଚୀନ୍ ଆମେରିକା ପ୍ରତି...
ଏସ.ଆଇ ପରୀକ୍ଷା ଦୁର୍ନୀତି ଏବେ ସିବିଆଇ କରିବ ତଦନ୍ତ
ଏସ.ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ ଏବେ ସିବିଆଇ ହାତରେ। ଏହି ମାମଲାର ତଦନ୍ତ ଦାୟିତ୍ଵ କ୍ରାଇମ ବ୍ରାଞ୍ଚରୁ ହଟି ସିବିଆଇକୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।ସୂଚନାଯୋଗ୍ୟ ଯେ ଓଡିଶା...
ଏବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ହେବ ମୂଲ୍ୟାୟନ
ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଗୁରୁତ୍ବପୂର୍ଣ୍ଣ ଖବର। ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷାର ଏବେ ମୂଲ୍ୟାୟନ କରାଯିବ। ପ୍ରଶ୍ନପତ୍ର ଜିଲ୍ଲାସ୍ତରରେ ଛପାଯିବ ଏବଂ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେଗୁଡ଼ିକୁ ରଖାଯିବ। ପରୀକ୍ଷା ଦିନ ସକାଳେ...
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ୮ ଜଣ ମନ୍ତ୍ରୀଙ୍କୁ ୮ଟି ଜୋନର ଦାୟିତ୍ବ ଦେଇଛି
ନୂଆପଡ଼ା ଉପନିର୍ବାଚନ ଜିତିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରୟାସ ଆରମ୍ଭ କରିସାରିଲେଣି । ସମସ୍ତ ଦଳ ମଧ୍ୟ ନିଜ ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ୮ ଜଣ...
ରାଜଧାନୀରେ ସବଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗ
୨୦୧୩ ବ୍ୟାଚର ଅଫିସର ଯଶୋବନ୍ତ ଆଚାର୍ୟ ଜଣେ ମହିଳା ସବ-ଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଏହି ଘଟଣା ରାଜଧାନୀରେ ହଇଚଇ ସୃଷ୍ଟି କରିଛି । ନ୍ୟାୟ ଦେବାକୁ ଶପଥ ନେଇଥିବା ଏକ...
ପୀତବାସଙ୍କ ହତ୍ୟା ପାଇଁ ସେପ୍ଟେମ୍ବରରୁ ହୋଇଥିଲା ଷଡ଼ଯନ୍ତ୍ର
ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ତାଙ୍କ ବାସଭବନ ନିକଟରେ ଦୁଇ ଜଣ ଗୁଳି କରି ହତ୍ୟା କରିଥିଲେ । ଏଥିପାଇଁ ବୈଦ୍ୟନାଥପୁର ଥାନା ପୋଲିସ କେସ୍ ନଂ ୫୦୮ରେ ମାମଲା ରୁଜୁ କରି ତଦନ୍ତ କରିଥିଲା ।...
ପୋଲିସ ସବ୍ଇନ୍ସପେକ୍ଟର ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ ଏବେ କରିବ CBI
ପୋଲିସ SI ନିଯୁକ୍ତି ଦୁର୍ନୀତି ଘଟଣାକୁ CBI କୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ପାଇଁ CBIକୁ ହସ୍ତାନ୍ତର କରିବାକୁ...
ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ଜାଭେଲିନ ଖେଳାଳି ନୀରଜ ଚୋପ୍ରା
ଜାଭେଲିନ ଥ୍ରୋ ତାରକା ଓ ଅଲିମ୍ପିକ୍ ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଏବେ ହେଲେ ଭାରତୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ଉପସ୍ଥିତିରେ ତାଙ୍କୁ...
୧ ନମ୍ୱର ହାଟରେ ଅଗ୍ନିକାଣ୍ଡ ,ଜଳିଗଲା ୨୦ଟି ଦୋକାନ
ଭୁବନେଶ୍ୱରର ୟୁନିଟ ୧ ପରିବା ମାର୍କେଟରେ ଅଜି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗି ଜଳିଯାଇଛି ୧୫ରୁ ୨୦ଟି ଦୋକାନ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ...
ପାରିବାରିକ ଝଗଡ଼ାକୁ ରାଜନୈତିକ ରୂପ ଦେଉଛି ବିଜେଡ଼ି
ବିଜୁ ଜନତା ଦଳ ଏକ ପାରିବାରିକ କଳହକୁ ଦେଇଛି ରାଜନୈତିକ ରୂପ । ମିଥ୍ୟା ଅଭିଯୋଗ ଆଣି ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରିଛି ବିଜେଡି।। ଦୀପାବଳୀ ଦିନ ଜଗତସିଂହପୁର ଥାନା ଆଳିପିଙ୍ଗଳ ପଟସରା ଅଞ୍ଚଳର...

















