27.4 C
Bhubaneswar
Sunday, August 2, 2026
-Advertisement-

ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରି ପାକିସ୍ତାନ ସହୁଚି ବଡ କ୍ଷତି

ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କରିବାର ସିଦ୍ଧାନ୍ତ ମହଙ୍ଗା ପଡ଼ିଛି। ମାତ୍ର ଦୁଇ ମାସରେ ଦେଶଟି ୧୨୪୦ କୋଟି ଟଙ୍କାର କ୍ଷତି ସହିଛି। ୨୩ ଏପ୍ରିଲରେ ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିବା ପରେ ପାକିସ୍ତାନ ଭାରତୀୟ ବିମାନ...

ଆୟର୍ଲାଣ୍ଡରେ ପୁଣି ଭାରତୀୟ ଙ୍କୁ ଆକ୍ରମଣ

ଆୟର୍ଲାଣ୍ଡରେ ଭାରତୀୟଙ୍କୁ ଲକ୍ଷ କରି ଆକ୍ରମଣର ଘଟଣା ବୃଦ୍ଧି ପାଇଛି। ମାତ୍ର ୭ ଦିନରେ ୩ଟି ବଡ଼ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ସେଥିରୁ ଗୋଟିଏ ଘଟଣା ଡବଲିନରେ ଘଟିଛି, ଯେଉଁଠାରେ ଜଣେ ଭାରତୀୟ ଯୁବକଙ୍କୁ ଅଜଣା ଦୁର୍ବୃତ୍ତମାନେ ନିର୍ମମ...

ଆମେରିକୀୟମାନଙ୍କୁ ଟାରିଫର ଆଘାତ, ଗ୍ରୋସରୀ ରେ ମାରି ହେଉନି ହାତ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦେଶକୁ ବିଶ୍ୱର ଶୀର୍ଷସ୍ଥାନରେ ନେବାକୁ ପ୍ରୟାସ କରୁଛନ୍ତି। ଏଥି ପାଇଁ ସେ ସାରା ବିଶ୍ୱରେ ଶୁକ୍ଲ ବଢ଼ାଇବାରେ ଲାଗିଛନ୍ତି । ଭାରତ ଓ ବ୍ରାଜିଲ ଉପରେ ସର୍ବାଧିକ 50% ଶୁଳ୍କ ଲାଗିଛି। କେବଳ...

ଅପରେସନ୍ ‘ଗରୁଡ଼’ର ପ୍ରଥମ ସପ୍ତାହରେ ୧୨୯ ଗିରଫ

ରାଜ୍ୟ ପୋଲିସର ‘ଅପରେସନ୍ ଗରୁଡ଼’ ଆରମ୍ଭ ହେବା ପରେ ସଫଳତାର ସହିତ ଆଗକୁ ବଢ଼ୁଛି। ପ୍ରଥମ ସପ୍ତାହରେ ବନ୍ଧୁକ ଚାଲାଣ, ଗଞ୍ଜେଇ ଚାଲାଣ ଓ ନିଶା କାରବାର ମାମଲାରେ ସାରା ରାଜ୍ୟରୁ ୧୨୯ ଜଣକୁ ଗିରଫ କରାଯାଇଛି ବୋଲି ଆଇନ-ଶୃଙ୍ଖଳା...

ଭାରତୀୟ ବାୟୁସେନା ମୁଖ୍ୟଙ୍କ ବୟାନ; ପାକିସ୍ତାନ କହିଲା ମିଛ କହୁଛି ଭାରତ

ଗତ ମେ'ରେ ହୋଇଥିବା ‘ଅପରେସନ ସିନ୍ଦୂର’ ସମୟରେ ଭାରତୀୟ ବାୟୁସେନା, ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଓ ଗୋଟିଏ ପ୍ରାକ୍-ସତର୍କତା ବିମାନକୁ ଧ୍ବଂସ କରିଥିବା ଦାବି କରିଛନ୍ତି ବାୟୁସେନା ର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ। କିନ୍ତୁ...

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରୁ ହଟୁନି ପରଦା

ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡିବା ଘଟଣାକୁ ୪ ଦିନ ହୋଇସାରିଲା, କିନ୍ତୁ ପୁଲିସ ଏପର୍ଯ୍ୟନ୍ତ ସତ୍ୟ କଣ ଖୋଜିପାରିନାହାନ୍ତି । ଆତ୍ମହତ୍ୟା ଉପରେ ସନ୍ଦେହ ରହିଥିବାବେଳେ, ଚାରିପାଖର ପରିସ୍ଥିତି ରହସ୍ୟକୁ ଆହୁରି ଗମ୍ଭୀର କରୁଛି । ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଘଟଣା...

ପୁଣି ଜଣେ ଛାତ୍ରୀ ନିର୍ଯାତନା ସହି ନପାରି ହାରିଲେ ଜୀବନ

ନବରଙ୍ଗପୁରରେ ନର୍ସିଂ ଛାତ୍ରୀ ବିଷ ପିଇବା ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହାରିଲେ । ଏମ୍ସରେ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ନେଲେ ଛାତ୍ରୀ । ଶାରୀରିକ ଓ ମାନସିକ ନିର୍ଯାତନାରେ ସହି ନପାରି ବିଷ ପାନ କରିଥିବା...

ଗଙ୍ଗା ଯମୁନା ନଦୀ ର ପ୍ରଳୟ ରୂପ;୭୦ ହଜାର ଲୋକ ବାସହୀନ

ନଦୀ ଯେବେ ରୂଷେ, ତା’ର ପ୍ରକୋପରେ ମାନବ ଜୀବନ ଦୁର୍ବିଷହ ହୋଇପଡ଼େ । ସେହି ଦୃଶ୍ୟ ଏବେ ପ୍ରୟାଗରାଜରେ ଦେଖାଯାଉଛି । ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଜଳର ସମାଧି, ବୁଡ଼ିଛି ରାସ୍ତା, ବଜାର, ସ୍କୁଲ-କଲେଜ, ମନ୍ଦିର-ମସଜିଦ୍ । ବଡ଼...

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ଝିଅକୁ ଦିଆଯାଉଥିଲା ଚେଙ୍କ

ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ମୃତ୍ୟୁ କାଣ୍ଡରେ ପୋଲିସ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଗିରଫ କରିଛି । ପ୍ରମୋଦଙ୍କ ମାଆ ଶାନ୍ତିଲତା ବେହେରା ଅଭିଯୋଗ କରିଛନ୍ତି ଯେ ପୁଅକୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି ଏବଂ ଘଟଣାରେ ସେ...

ପଟ୍ଟାମୁଣ୍ଡାଇ ଯୁବତୀ ପୋଡ଼ି ଘଟଣା; ପୁରୁଷ ବନ୍ଧୁଙ୍କୁ ଧରିଲା ପୋଲିସ

କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁକାଣ୍ଡରେ ନୂଆ ଅପଡେଟ୍‌ — ଆତ୍ମହୁତି ଦେଇଥିବା ଛାତ୍ରୀ ଙ୍କ ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ଧରି ଆଣିଛି ପୋଲିସ। ଆଶା କରାଯାଉଛି, ଶୀଘ୍ର ହିଁ ମୃତ୍ୟୁର ରହସ୍ୟ ଖୋଲିପଡ଼ିବ। ଗତକାଲି ପଟ୍ଟାମୁଣ୍ଡାଇରେ ଛାତ୍ରୀଙ୍କ ଶେଷକୃତ୍ୟ ହୋଇଥିଲା। ପୋଷ୍ଟମର୍ଟମ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...