ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ
ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଉଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହିତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ବାରାମତୀରେ ଅବତରଣ କରିବା ସମୟରେ ବିମାନଟି ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ...
ପ୍ଲେ ବ୍ୟାକ ସିଙ୍ଗିଙ୍ଗରୁ ଅବସର ନେଲେ ଅରିଜିତ ସିଂହ
ପ୍ରସିଦ୍ଧ ଗାୟକ ଅରିଜିତ ସିଂହ ପ୍ଲେ ବ୍ୟାକ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ମଙ୍ଗଳବାର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସେ ଆଉ କୌଣସି ପ୍ଲେ ବ୍ୟାକ ସିଙ୍ଗର ଭାବେ କୌଣସି ପ୍ରୋଜେକ୍ଟ ନେବେ ନାହିଁ।...
ଭାରତ-ଇୟୁ ମଧ୍ୟରେ ହେଲା ବଡ ଚୁକ୍ତିନାମା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଏନର୍ଜି ୱିକ ୨୦୨୬କୁ ସମ୍ବୋଧିତ କରି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଘୋଷଣା କରିଛନ୍ତି । ଏହାର ଫାଇଦା ଭାରତର ଉଦ୍ୟୋଗ, ଉର୍ଜା କ୍ଷେତ୍ର ଓ ସାଧାରଣ ଜନତାଙ୍କୁ...
ଗଠନ ହେଲା ମୋକିମଙ୍କ ନୂତନ ଦଳ
ରାଜ୍ୟରେ ମହମ୍ମଦ ମୋକିମ ନିଜ ନୂଆ ଦଳର ନାମ ମଧ୍ୟ ସ୍ଥିର କରିସାରିଛନ୍ତି,ଖାଲି ଘୋଷଣାକୁ ବାକି ରହିଛି । ଯୁବ ସମାବେଶ ପରେ ଏବେ ମହିଳା ଓ କୃଷକଙ୍କୁ ଏକାଠି କରିବେ ମହମ୍ମଦ ମୋକିମ । ଆସନ୍ତା ଜାନୁଆରୀ ୩୦...
ଆସନ୍ତାକାଲି ଓଡିଶା ବନ୍ଦ୍
ଆସନ୍ତାକାଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶାରେ ବନ୍ଦ ପାଳନ କରାଯିବ । ଚାଷୀ ସମସ୍ୟା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ପରିବହନ ବିଭାଗର ମନାମନିକୁ ନେଇ, ନବ ନିର୍ମାଣ କୃଷକ ସଂଗଠନର ଏହି ବନ୍ଦ ଡାକରା...
୩ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ବାଂଲାଦେଶ କୋର୍ଟ
୩ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛି ବାଂଲାଦେଶ କୋର୍ଟ । ଶେଖ ହସିନା ସରକାର ବିରୁଦ୍ଧରେ ୨୦୨୪ରେ ହୋଇଥିବା ବିକ୍ଷୋଭରେ ୬ ଜଣ ବିକ୍ଷୋଭକାରୀଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ କୋର୍ଟ ପୂର୍ବତନ ପୋଲିସ...
ଆମେରିକାକୁ ତଥ୍ୟ ପ୍ରଦାନ କରୁଥିଲେ ଚୀନର ବରିଷ୍ଠ ଜେନେରାଲ
ଆମେରିକାକୁ ଚୀନର ପରମାଣୁ ଅସ୍ତ୍ର ବିଷୟରେ ସୂଚନା ପ୍ରଦାନ କରିବାର ଅଭିଯୋଗ ଆସିଛି ଚୀନର ବରିଷ୍ଠ ଜେନେରାଲ ଝାଙ୍ଗ ୟୁକ୍ସିଆଙ୍କ ବିରୁଦ୍ଧରେ। ଏକ ରିପୋର୍ଟ ଅନୁଯାୟୀ ବରିଷ୍ଠ ଜେନେରାଲ ଟଙ୍କା ଏବଂ ପଦୋନ୍ନତି ପାଇଁ ଆମେରିକାକୁ ଗୁପ୍ତ ସୂଚନା ପ୍ରଦାନ...
୫ ବର୍ଷର ନାବାଳିକାକୁ ଦୁଷ୍କର୍ମ
ଦେବଗଡ଼ ଜିଲ୍ଲାର ବାରକୋଟ ଥାନା ଅଂଚଳରେ ନାବାଳିକାକୁ ଦୁଷ୍କର୍ମ । ନାମଯଜ୍ଞ ଦେଖିବାକୁ ଯାଇଥିବାବେଳେ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୋଲିସ ଉଦିତ ପାତ୍ର ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।...
କଟକରେ ପତାକା ଉତ୍ତୋଳନ ସହ ରାଜ୍ୟବାସୀଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ
ଆଜି କଟକ ବାରବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ବଖାଣିବା ସହ ପୂର୍ବ...
ବିଜେଡ଼ିକୁ ଜୟନାରାୟଣଙ୍କ ଟାର୍ଗେଟ:କହିଲେ ଦଳ ନ ମରି ବଞ୍ଚିକି ଥାଉ
କିଛି ଦିନରୁ ବିଜେଡିରୁ ଅନେକ ନେତା ନିଲମ୍ବନକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବିଜେଡ଼ିର ଏହି ନିଲମ୍ବନକୁ ନେଇ, ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ ତାଚ୍ଛଲ୍ୟ କରିଛନ୍ତି ଯେ, "ଭଗବାନ...


















