30.8 C
Bhubaneswar
Sunday, August 2, 2026
-Advertisement-

ଜୀବନ ହାରିଲେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ

ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ହୋଇଛି । ସୋମବାର ରାତି ୧୧.୪୬ ରେ ଆଖି ବୁଜିଛନ୍ତି ପୀଡ଼ିତା । ଆତ୍ମହତ୍ୟା ଉଦ୍ୟମ କରି ୯୫ ପ୍ରତିଶତ ପୋଡ଼ି ଯାଇଥିଲା ସୌମ୍ୟାଙ୍କ ଶରୀର ।...

ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି

ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି ।ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେ ପ୍ରଥମେ ଏମ୍ସ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଲେ । ସେଠାରୁ...

ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣା; ସହାନୁଭୂତି କମ୍ ରାଜନୀତି ଅଧିକ

ବାରମ୍ବାର ଅଭିଯୋଗ ଏଵଂ ବାରମ୍ବାର ଦରଖାସ୍ତ ଦେବାପରେ ବି ଶୁଣିଲେନି ପ୍ରଶାସନ । ଅଧ୍ୟାପକଙ୍କ ନିର୍ଯାତନା ଏତେ ଅଧିକ ଥିଲା ଯେ ଶେଷରେ ନିଜ ଦେହରେ ନିଜେ ନିଆଁ ଲଗାଇଦେବାକୁ ନିଷ୍ପତ୍ତି ନେଲେ ବାଲେଶ୍ବର ପୀଡ଼ିତା । ଖବର...

ଲଣ୍ଡନ ସାଉଥଏଣ୍ଡ୍ ଏୟରପୋର୍ଟରେ ଆଉ ଏକ ବିମାନ ଦୁର୍ଘଟଣା

ଲଣ୍ଡନ ସାଉଥଏଣ୍ଡ୍ ଏୟରପୋର୍ଟରେ ବିମାନ ଦୁର୍ଘଟଣା । ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍ ଏୟର ବିମାନ ଦୁର୍ଘଟଣା । ଉଡାଣର କିଛି ସମୟ ଭିତରେ ଜଳିଗଲା ଛୋଟ ବିମାନ । ମୃତାହତଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ଆସିପାରି ନାହିଁ । ନେଦରଲ୍ୟାଣ୍ଡକୁ...

ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ

ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା । କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ,...

ସାମ୍ନାକୁ ଆସିଲା ଅହମଦାବାଦ ବିମାନ ଦୁର୍ଘଟଣାର ରିପୋର୍ଟ

ଅହମଦାବାଦ ବିମାନ ଦୁର୍ଘଟଣାରେ ଆସିଲା ପ୍ରାଥମିକ ରିପୋର୍ଟ । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIBର ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ରହିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି...

ଚିରାଗ ପାସୱାନଙ୍କୁ ବୋମା ମାଡ଼ ଧମକ

ଚିରାଗ ପାସୱାନ୍, ରାଜନୀତିରେ ଏକ ସକ୍ରିୟ ଚେହେରା । ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ । କେନ୍ଦ୍ର ମନ୍ତ୍ରୀ । ବିହାର ରାଜନୀତିରେ ବି ଚର୍ଚ୍ଚିତ ଚେହେରା । ଏତେ କ୍ଷମତାରେ ଥିବା ସତ୍ବେବି ତାଙ୍କୁ ହତ୍ୟା ଧମକ ମିଳିଛି...

କଂଗ୍ରେସର ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ ବିଜେପି ପାଇଁ ବିପଦ

ଭୁବନେଶ୍ବର - ଦେଶବ୍ୟାପୀ କଂଗ୍ରେସ ଚଳାଇଥିବା ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ କ୍ରମରେ ରାହୁଲ ଗାନ୍ଧି ଓଡିଶାରେ ସମାବେଶ କରିଛନ୍ତି । ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ସ୍ଲୋଗାନ ଦେଇ କଂଗ୍ରେସ ସାରା ଦେଶରେ ଆନ୍ଦୋଳନ ଜାରି ରଖିଛି । ରାହୁଲ...

ପାକିସ୍ତାନକୁ ଏନଏସଏ ଡୋଭାଲଙ୍କ ଖୋଲା ଚ୍ୟାଲେଞ୍ଜ

ପାକିସ୍ତାନକୁ ଚ୍ୟାଲେଞ୍ଜ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଆଉ ସେହି ଚ୍ୟାଲେଞ୍ଜଟି ମାତ୍ର ଗୋଟିଏ ଫଟୋକୁ ନେଇ । ଡୋଭାଲ ପାକିସ୍ତାନକୁ କହିଛନ୍ତି , ଭାରତରେ ଯଦି ପାକ୍ ବିମାନ ଆସି କ୍ଷୟକ୍ଷତି କରିଛି ତେବେ ଗୋଟିଏ...

ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ।ଦିନ ସାଢେ ୧୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧା ବରମୁଣ୍ଡା ସଭାସ୍ଥଳରେ ପହଞ୍ଚିବେ। ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ ପାଇଁ କର୍ମୀଙ୍କୁ ଦେବେ ଉଦବୋଧନ। ଏଥିପାଇଁ ପ୍ରତି ଜିଲ୍ଲାରୁ ଆସୁଛନ୍ତି ଶହ ଶହ ନେତା...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...