କି ଲାଭ ମିଳିଲା ଯୁଦ୍ଧରୁ ?
ଚାରିଦିନ ଯୁଦ୍ଧ ପୁରା ହେଲାନି । ଅଧାରୁ ଅସ୍ତ୍ର ବିରତି ହୋଇଗଲା । ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ପରେ ଦୁଇଦେଶ ଅସ୍ତ୍ରବିରତି ପାଇଁ ରାଜି ହେଲେ । ଆମେରିକା ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି...
ଭାରତୀୟ ସେନାକୁ ସଲାମ୍
ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ନୀରିହ ପର୍ଯ୍ୟଟକଙ୍କୁ ହତ୍ୟା କରିବାର ଭୟଙ୍କର ପରିଣାମ ଭୋଗ କରିବାକୁ ପଡିଲା ପାକିସ୍ଥାନକୁ । ଧର୍ମ ପଚାରି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଉଦ୍ଦେଶ୍ୟ ଥିଲା, ଭାରତରେ ଦୁଇ ଧର୍ମାବଲମ୍ବୀ ହିନ୍ଦୁ...
ଅପରାହ୍ନ ପାଞ୍ଚଟାରୁ ଯୁଦ୍ଧ ବିରତି
ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ମୁଣ୍ଡ ନୁଆଁଇଛି ପାକିସ୍ଥାନ । ପାକିସ୍ଥାନ ଡିଜିଏମଓ ଭାରତ ପ୍ରତିପକ୍ଷଙ୍କ ସହ ଅପରାହ୍ନ ସାଢେ ତିନିଟାରେ ଆଲୋଚନା କରିବା ପରେ ଦୁଇଦେଶ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି । ଅପରାହ୍ନ ପାଞ୍ଚଟାରୁ ଦୁଇଦେଶ...
ଜଳୁଛି ଲାହୋର, ରାଓ୍ୱଲପିଣ୍ଡି, କରାଚି ..
ଘମାଘୋଟ ଯୁଦ୍ଧ । ସଂଧ୍ୟା ନଇଁବା କ୍ଷଣି ଦୁଇଦେଶ ମଧ୍ୟରେ ତୀବ୍ର ହେଉଛି ଲଢେଇ । ଉଭୟ ଦେଶ ପରସ୍ପର ଉପରକୁ କ୍ଷେପଣାସ୍ତ୍ର ମାଡ କରୁଛନ୍ତି । ଦୁଇଦେଶର ଆକ୍ରମଣକୁ ନେଇ ଫରକ ଏତିକି ଯେ, ପାକିସ୍ଥାନ ସେନାର ଡ୍ରୋନ...
ତୁର୍କୀ ଡ୍ରୋନରେ ଆକ୍ରମଣ କରୁଛି ପାକିସ୍ଥାନ
ଭାରତୀୟ ସେନାର ଆକ୍ରମଣକୁ ପ୍ରତିହତ କରିବାରେ ବିଫଳ ପାକିସ୍ଥାନ ଏବେ ତୁର୍କୀ ପଠାଇଥିବା ଡ୍ରୋନର ସାହାଯ୍ୟ ନେଇଛି । ତୁର୍କୀ ପଠାଇଥିବା ଡ୍ରୋନ ସହାୟତାରେ ପାକିସ୍ଥାନ ପଞ୍ଝାବ, ରାଜସ୍ଥାନ, ଜମ୍ମୁ ଉପରେ ଆକ୍ରମଣ ଜାରି ରଖିଛି । ତେବେ ଭାରତର...
ଆକ୍ରମଣ ନୁହେଁ, ନମୂନା ଦେଖାଉଛି ଭାରତ
ପହଲଗାମ୍ ହତ୍ୟାକାଣ୍ଡର ପ୍ରତିଶୋଧ କେତେ ଭୟଙ୍କର ହୋଇପାରେ, ତାର ନମୂନା ଦେଖାଉଛି ଭାରତ । ମଙ୍ଗଳବାର ରାତିରେ ଅପରେସନ ସିନ୍ଦୁର - ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ଥାନର ନଅଟି ସ୍ଥାନରେ ଆତଙ୍କବାଦୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ ।...
ଯୁଦ୍ଧ ଆରମ୍ଭ
ପହଲଗାମ୍ ହତ୍ୟାକାଣ୍ଡ ପ୍ରତିଶୋଧର ନିଆଁ 'ଅପରେସନ ସିନ୍ଦୁର' । ଚଉଦ ଦିନ ପରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ କରି ପହଲଗାମ ହତ୍ୟାକାଣ୍ଡର ପ୍ରତିଶୋଧ ନେଇଛି । ଭାରତର ଏୟାରଷ୍ଟ୍ରାଇକରେ ନଅଟି ସ୍ଥାନରେ...
ବିହନ ବୁଣିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ପରମ୍ପରାକୁ ପାଳୁଛନ୍ତି ମୁଖ୍ୟମନ୍ତ୍ରୀ । ଅକ୍ଷୟ ତୃତିୟାରେ କ୍ଷେତରେ ହଳ କରି ଧାନ ବୁଣିଛନ୍ତି ମୋହନ ମାଝୀ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ଓୟୁଏଟିର ଶୈକ୍ଷିକ କୃଷି ଫାର୍ମ ଠାରେ ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୁଳ କରିଛନ୍ତି...
ସଂଘର୍ଷର ଅନ୍ୟ ନାଁ ସଫଳତା
ମୋ କ୍ରୀକେଟର ହେବା ସ୍ୱପ୍ନକୁ ପୁରା କରିବା ପାଇଁ ବାପା ଅଧାରୁ କାମ ଛାଡିଦେଇଥିଲେ । ଘର ଚଳିବା ପାଇଁ କଠିନ ପରିସ୍ଥିତି ଦେଇ ଆମେ ଗତିକଲୁ । କିନ୍ତୁ ମୁଁ ମୋ ସ୍ୱପ୍ନକୁ ପୁରା କରିବା ପାଇଁ...
ଜାରି ହେଲା ହାଇ ଆଲର୍ଟ
ଜମ୍ମୁ-କାଶ୍ମୀରରେ ହାଇ ଆଲର୍ଟ ଜାରି । ପହଲଗାମ ଘଟଣାର ୭ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ୪୮ଟି ପର୍ଯ୍ୟଟନସ୍ଥଳୀ । ସୁରକ୍ଷା ଦୃଷ୍ଟିକୋଣରୁ ୪୮ଟି ଟୁରିଷ୍ଟ ସ୍ଥାନକୁ ଯିବାପାଇଁ ପର୍ଯ୍ୟଟନଙ୍କୁ ବାରଣ କରିଛନ୍ତି ଜମ୍ମୁ-କାଶ୍ମୀର ସରକାର ।...



















