27.2 C
Bhubaneswar
Monday, August 3, 2026
-Advertisement-

ଏବେ ବି କାମ କରୁଛି ପାଣ୍ଡିୟାନଙ୍କ ଯାଦୁ

ଭୁବନେଶ୍ବର : ଓଡିଶାର ଚର୍ଚ୍ଚିତ ଓ ବିବାଦୀୟ ଅବସରପ୍ରାପ୍ତ ଆଇଏଏସ ଅଫିସର ଭି.କେ. ପାଣ୍ଡିୟାନଙ୍କ ଯାଦୁ ଏବେ ବି କାମ କରୁଛି । ଯେଉଁଥିପାଇଁ ତାଙ୍କ ଆଇଏଏସ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ଭିଆରଏସକୁ କେନ୍ଦ୍ର ସରକାର ମଂଜୁରୀ ଦେବା ସହ...

ବଢୁଛି ମୃତ୍ୟୁସଂଖ୍ୟା

ମିଆଁମାର ଭୂମିକମ୍ପରେ ୧୦ ହଜାର ଛୁଇଁବ ମୃତକଙ୍କ ସଂଖ୍ୟା । ଏଭଳି ଆଶଙ୍କା କରିଛି ଆମେରିକାର ଜିଓଲୋଜିକାଲ ସର୍ଭେ ସଂସ୍ଥା । ଏଯାଏଁ ୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଭୂମିକମ୍ପରେ ୨ହଜାର ୩ଶହରୁ...

ଦମ୍ ଦେଖାଇଲା କଂଗ୍ରେସ

ବିଧାନସଭାରେ ସଦସ୍ୟ ସଂଖ୍ୟା ମାତ୍ର 14 । ସ୍ଥିତି ଦୃଷ୍ଟିରୁ ରାଜ୍ୟରେ ତିନି ନମ୍ବର ରାଜନୈତିକ ଦଳ ଭାବେ ରହିଥିବା କଂଗ୍ରେସ ବିଧାନସଭାରେ ଓ ବିଧାନସଭା ବାହାରେ ଦମ୍ ଦେଖାଇଛି । ବିଧାନସଭା ଭିତରେ ଘଣ୍ଟ ପିଟି ପ୍ରତିବାଦ କରି...

ବ୍ୟବସ୍ଥା ମଣିଷକୁ ମାଓବାଦୀ କରିଦିଏ – ‘ମୁଁ ବି ମାଓବାଦୀ’ ଓ ‘ଚୁନା ଚୁନା ଫୁଲ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ଆମ ବ୍ୟବସ୍ଥାରୁ ମାଓବାଦୀମାନେ ଜନ୍ମ ହୁଅନ୍ତି । ବ୍ୟବସ୍ଥା ବଦଳିଲେ ଆଉ ମାଓବାଦୀ ସମସ୍ୟା ହୋଇ ରହିବନି । ବରିଷ୍ଠ ସାମ୍ବାଦିକ ଅପୂର୍ବ କୁମାର ମହାନ୍ତିଙ୍କ ଲିଖିତ 'ମୁଁ ବି ମାଓବାଦୀ' ପୁସ୍ତକ ଉନ୍ମୋଚନ ଅବସରରେ ଏହା...

ବିଜେପିକୁ ଅଡୁଆ ଜୟନାରାୟଣଙ୍କ କୋଶଳ ଡ୍ରାମା

ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଦୀର୍ଘବର୍ଷ ଧରି ଶିଥିଳ ହୋଇଯାଇଥିବା କୋଶଳ ରାଜ୍ୟ ଦାବି ପ୍ରସଙ୍ଗ ଏବେ ଜୟନାରାୟଣଙ୍କ ବୟାନ ପରେ ପୁଣି ସତେଜ ହୋଇଛି । ବନ୍ଦୋ ଉତ୍କଳ ଜନନୀକୁ...

ଋଷ ବିରୋଧରେ କଟକଣା ଜାରି କରିବେ ଟ୍ରମ୍ପ

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ତିକ୍ତ କଥାବାର୍ତ୍ତାର ଦିନକ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଋଷ ବିରୋଧରେ କଟକଣା ଜାରି କରିବାକୁ ଚିନ୍ତା କରୁଛନ୍ତି । ଟ୍ରମ୍ପ କହିଛନ୍ତି. ଯୁକ୍ରେନ -ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରତି ଆଣିବା ଓ...

ରାମଲୀଳା ମଇଦାନରେ ଶପଥ ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀ : ନୂଆଦିଲ୍ଲୀ ରାମଲୀଳା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆନୁଷ୍ଠାନିକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, 20ଟି ରାଜ୍ୟର ମୁଖ୍ୟମନ୍ତ୍ରୀ...

ସାମନ୍ତଙ୍କ ମ୍ୟାନେଜମେଣ୍ଟ ଆଗରେ ସମସ୍ତେ ଚୁପ୍ !

କିଟ୍ ବିଶ୍ବବିଦ୍ୟାଳୟ ପାଇଁ ବଦନାମ୍ ହେଲା ଓଡିଶା । କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରବର୍ତ୍ତୀ ଘଟଣାକୁ କିଟ୍ ଅଧିକାରୀମାନେ ଯେପରି ପରିଚାଳନା କଲେ, ତାହା ଓଡିଶାର ସମ୍ମାନକୁ ବିଦେଶରେ ନିନ୍ଦିତ କରାଇଛି । ନେପାଳ ସରକାରଙ୍କ ଉଦବେଗ...

ରାଜ୍ୟପାଳଙ୍କ ଅଭିଭାଷଣରେ ବିକାଶର ନୂଆ ସ୍ବପ୍ନ ଦେଖାଇଲେ ସରକାର

ରାଜ୍ୟପାଳ ଡଃ. ହରିବାବୁ କମ୍ଭମପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ । 2047 ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ଓଡିଶାର ଲକ୍ଷ୍ୟ ହାସଲ ପାଇଁ ସରକାର ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ରାଜ୍ୟପାଳ...

ପ୍ରଭାବଶୂନ୍ୟ ନେତୃତ୍ବ, ଦିଶାହୀନ କଂଗ୍ରେସ

କଂଗ୍ରେସର ନୂଆ ସଭାପତି ହେଲେ ଭକ୍ତ ଦାସ । ଗତ ସାଧାରଣ ନିର୍ବାଚନ ଫଳ ବାହାରିବା ପରେ କେନ୍ଦ୍ରୀୟ ନେତୃତ୍ବ ପ୍ରଦେଶ କମିଟି ଭାଙ୍ଗିଦେଇଥିଲେ । ଛ ମାସ ପରେ ଯେଉଁ ନେତାଙ୍କୁ ସଭାପତି କଲେ, ତାର ଫଳ କଣ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...