ଆମେରିକୀୟମାନଙ୍କୁ ଟାରିଫର ଆଘାତ, ଗ୍ରୋସରୀ ରେ ମାରି ହେଉନି ହାତ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦେଶକୁ ବିଶ୍ୱର ଶୀର୍ଷସ୍ଥାନରେ ନେବାକୁ ପ୍ରୟାସ କରୁଛନ୍ତି। ଏଥି ପାଇଁ ସେ ସାରା ବିଶ୍ୱରେ ଶୁକ୍ଲ ବଢ଼ାଇବାରେ ଲାଗିଛନ୍ତି । ଭାରତ ଓ ବ୍ରାଜିଲ ଉପରେ ସର୍ବାଧିକ 50% ଶୁଳ୍କ ଲାଗିଛି। କେବଳ...
ଅପରେସନ୍ ‘ଗରୁଡ଼’ର ପ୍ରଥମ ସପ୍ତାହରେ ୧୨୯ ଗିରଫ
ରାଜ୍ୟ ପୋଲିସର ‘ଅପରେସନ୍ ଗରୁଡ଼’ ଆରମ୍ଭ ହେବା ପରେ ସଫଳତାର ସହିତ ଆଗକୁ ବଢ଼ୁଛି। ପ୍ରଥମ ସପ୍ତାହରେ ବନ୍ଧୁକ ଚାଲାଣ, ଗଞ୍ଜେଇ ଚାଲାଣ ଓ ନିଶା କାରବାର ମାମଲାରେ ସାରା ରାଜ୍ୟରୁ ୧୨୯ ଜଣକୁ ଗିରଫ କରାଯାଇଛି ବୋଲି ଆଇନ-ଶୃଙ୍ଖଳା...
ଭାରତୀୟ ବାୟୁସେନା ମୁଖ୍ୟଙ୍କ ବୟାନ; ପାକିସ୍ତାନ କହିଲା ମିଛ କହୁଛି ଭାରତ
ଗତ ମେ'ରେ ହୋଇଥିବା ‘ଅପରେସନ ସିନ୍ଦୂର’ ସମୟରେ ଭାରତୀୟ ବାୟୁସେନା, ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଓ ଗୋଟିଏ ପ୍ରାକ୍-ସତର୍କତା ବିମାନକୁ ଧ୍ବଂସ କରିଥିବା ଦାବି କରିଛନ୍ତି ବାୟୁସେନା ର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ। କିନ୍ତୁ...
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରୁ ହଟୁନି ପରଦା
ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡିବା ଘଟଣାକୁ ୪ ଦିନ ହୋଇସାରିଲା, କିନ୍ତୁ ପୁଲିସ ଏପର୍ଯ୍ୟନ୍ତ ସତ୍ୟ କଣ ଖୋଜିପାରିନାହାନ୍ତି । ଆତ୍ମହତ୍ୟା ଉପରେ ସନ୍ଦେହ ରହିଥିବାବେଳେ, ଚାରିପାଖର ପରିସ୍ଥିତି ରହସ୍ୟକୁ ଆହୁରି ଗମ୍ଭୀର କରୁଛି ।
ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଘଟଣା...
ପୁଣି ଜଣେ ଛାତ୍ରୀ ନିର୍ଯାତନା ସହି ନପାରି ହାରିଲେ ଜୀବନ
ନବରଙ୍ଗପୁରରେ ନର୍ସିଂ ଛାତ୍ରୀ ବିଷ ପିଇବା ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହାରିଲେ । ଏମ୍ସରେ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ନେଲେ ଛାତ୍ରୀ । ଶାରୀରିକ ଓ ମାନସିକ ନିର୍ଯାତନାରେ ସହି ନପାରି ବିଷ ପାନ କରିଥିବା...
ଗଙ୍ଗା ଯମୁନା ନଦୀ ର ପ୍ରଳୟ ରୂପ;୭୦ ହଜାର ଲୋକ ବାସହୀନ
ନଦୀ ଯେବେ ରୂଷେ, ତା’ର ପ୍ରକୋପରେ ମାନବ ଜୀବନ ଦୁର୍ବିଷହ ହୋଇପଡ଼େ । ସେହି ଦୃଶ୍ୟ ଏବେ ପ୍ରୟାଗରାଜରେ ଦେଖାଯାଉଛି । ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଜଳର ସମାଧି, ବୁଡ଼ିଛି ରାସ୍ତା, ବଜାର, ସ୍କୁଲ-କଲେଜ, ମନ୍ଦିର-ମସଜିଦ୍ । ବଡ଼...
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ଝିଅକୁ ଦିଆଯାଉଥିଲା ଚେଙ୍କ
ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ମୃତ୍ୟୁ କାଣ୍ଡରେ ପୋଲିସ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଗିରଫ କରିଛି । ପ୍ରମୋଦଙ୍କ ମାଆ ଶାନ୍ତିଲତା ବେହେରା ଅଭିଯୋଗ କରିଛନ୍ତି ଯେ ପୁଅକୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି ଏବଂ ଘଟଣାରେ ସେ...
ପଟ୍ଟାମୁଣ୍ଡାଇ ଯୁବତୀ ପୋଡ଼ି ଘଟଣା; ପୁରୁଷ ବନ୍ଧୁଙ୍କୁ ଧରିଲା ପୋଲିସ
କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁକାଣ୍ଡରେ ନୂଆ ଅପଡେଟ୍ — ଆତ୍ମହୁତି ଦେଇଥିବା ଛାତ୍ରୀ ଙ୍କ ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ଧରି ଆଣିଛି ପୋଲିସ। ଆଶା କରାଯାଉଛି, ଶୀଘ୍ର ହିଁ ମୃତ୍ୟୁର ରହସ୍ୟ ଖୋଲିପଡ଼ିବ। ଗତକାଲି ପଟ୍ଟାମୁଣ୍ଡାଇରେ ଛାତ୍ରୀଙ୍କ ଶେଷକୃତ୍ୟ ହୋଇଥିଲା। ପୋଷ୍ଟମର୍ଟମ...
କେନିଆ ରେ ଭୟଙ୍କର ବିମାନ ଦୁର୍ଘଟଣା
କେନିଆର ରାଜଧାନୀ ନେରୋବୀରେ ଏକ ଭୟଙ୍କର ବିମାନ ଦୁର୍ଘଟଣା । ଏହି ଘଟଣାରେ ୬ ଜଣ ମୃତ, ଯାହାମାନଙ୍କ ମଧ୍ୟରେ ୨ ଡାକ୍ତର, ୨ ନର୍ସ ଓ ୨ ସାଧାରଣ ନାଗରିକ ଅଛନ୍ତି। କେନିଆ ସିଭିଲ୍ ଏଭିଏସନ ଅଥରିଟି...
ଦଶ ବର୍ଗଫୁଟ ଘରେ ଅଶୀଜଣ ଭୋଟର : ରାହୁଲଙ୍କ ବିସ୍ଫୋରକ ତଥ୍ୟ
ଭୋଟର ଜାଲିଆତିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅନୁସନ୍ଧାନରୁ ବାହାରିଛି ବିସ୍ଫୋରକ ତଥ୍ୟ । ମାତ୍ର ଦଶ ବର୍ଗଫୁଟ ଘର ଠିକଣାରେ ଅଶୀଜଣ ଭୋଟରଙ୍କ ନାଁ ପଂଜିକୃତ ହେବା ତଥ୍ୟ ଦେଶରେ ଚାଲିଥିବା ଭୋଟର ଜାଲିଆତିକୁ ସ୍ପଷ୍ଟ...

















