25.1 C
Bhubaneswar
Friday, October 30, 2026
-Advertisement-

ଭିଜିଲାନ୍ସ ଜାଲରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା

ପୁଣି ଥରେ ଭିଜିଲାନ୍ସ ଜାଲରେ ଆଉ ଏକ ବାବୁ MVI ଗୋଲାପ ଚନ୍ଦ୍ର ହାଁସଦା । ଘର ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ୍ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ ।...

ଦିଲ୍ଲୀ AIIMSରୁ ଆଜି ଓଡ଼ିଶା ଆଣାଯିବ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ

AIIMS ହସ୍ପିଟାଲରେ 14 ଦିନର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ AIIMSରୁ ଆଜି ରାତିରେ ଅଣାଯିବ ନାବାଳିକାଙ୍କ ମୃତଦେହ । ରାତି ୯ଟା ରେ ଛାଡ଼ିବ ବିମାନ । ଏପଟେ ଗାଁକୁ...

ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ଶୋକ

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ । ଝିଅଟିର ମୃତ୍ୟ ଖବର ଶୁଣି ଗଭୀର ମର୍ମାହତ । ଡାକ୍ତରୀ ଦଳଙ୍କ ପ୍ରୟାସ ପରେ ବି ଜୀବନ ରକ୍ଷା କରାଯାଇପାରିଲାନି । ସେହିପରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଳଙ୍ଗା ପୀଡ଼ିତାଙ୍କ...

ଶେଷରେ ଆଖି ବୁଜିଲେ ବଳଙ୍ଗା ପୀଡିତା

ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ଆଖି ବୁଜି ଦେଇଛନ୍ତି ବଳଙ୍ଗା ପୀଡିତା । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ରାଜ୍ୟ ସରକାର ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟିଂ କରିଥିଲେ । ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା କରାଯାଉଥିଲା...

ଅପରେସନ୍ ମହାଦେବ ପରେ ଏବେ ଅପରେସନ୍ ଅଖଲ

କୁଲଗାମରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହେବା ସହ ଦୁଇ ଆତଙ୍କୀ ଏବେ ଯବାନଙ୍କ ଟାର୍ଗେଟରେ ଅଛନ୍ତି। ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଜଙ୍ଗଲ ଅଞ୍ଚଳରେ ‘ଅପରେସନ୍‌ ଅଖଲ’ ଅଧୀନରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ...

୨୨୪ ରନ୍ ରେ ଭାରତ ଅଲ୍ଆଉଟ୍

ଭାରତ-ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୫ର ପଞ୍ଚମ ତଥା ଅନ୍ତିମ ମ୍ୟାଚ ଲଣ୍ଡନର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଆଜି ହେଉଛି ଏହି ମ୍ୟାଚର ଦ୍ବିତୀୟ ଦିନ। ଏହି ମ୍ୟାଚର ପ୍ରଥମ ପାରିରେ ଭାରତୀୟ ଟିମ ୨୨୪ ରନରେ ଅଲଆଉଟ...

ଆମେରିକା ଠୁ ଏଫ-୩୫ ଜେଟ୍ କିଣିବ ନାହିଁ ଭାରତ

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିବା ଘୋଷଣା କରିଛନ୍ତି, ଯାହା ପରେ ଦୁଇ ଦେଶର ବାଣିଜ୍ୟ ଓ ରଣନୈତିକ ସମ୍ପର୍କ ରେ ତିକ୍ତତା ଦେଖିବାକୁ ମିଲିଛି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଭାରତ...

ଟ୍ରମ୍ପଙ୍କ ପ୍ରସ୍ତାବିତ ଶୁଳ୍କ ଲାଗୁ , ସପ୍ତାହେ ରହିଲା ସ୍ଥଗିତ

ଟ୍ରମ୍ପଙ୍କ ପ୍ରସ୍ତାବିତ ଶୁଳ୍କ ଲାଗୁ ସପ୍ତାହେ ପାଇଁ ସ୍ଥଗିତ ରହିଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବହୁଚର୍ଚ୍ଚିତ ପ୍ରତିଶୋଧମୂଳକ ଶୁଳ୍କ ଯାହା ଅଗଷ୍ଟ ୧ରୁ ଲାଗୁ ହେବାର ଥିଲା,...

ଆଇନ୍ ମନ୍ତ୍ରୀ କହିଲେ ୨ ଜଣ ଏକ୍ସପର୍ଟଙ୍କ ଦ୍ୱାରା ରତ୍ନଭଣ୍ଡାର ଗଣତି ହେବ

ରତ୍ନଭଣ୍ଡାର ଗଣତିମଣତି ପାଇଁ ୨ ଜଣ ଏକ୍ସପର୍ଟ ଦେବା ପାଇଁ RBIକୁ ଚିଠି ଲେଖିଛନ୍ତି ସରକାର । RBI ୨ ଜଣ ଏକ୍ସପର୍ଟଙ୍କ ନାଁ ମଧ୍ୟ ଦେଇଛନ୍ତି । ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ । କମିଟି...

ପାକିସ୍ତାନ କୁ ଭାରତ ର ଝଟକା

ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ପରେ ଭାରତ ୧୮୫୬ ମେଗାୱାଟ୍‌ର ସାୱାଲକୋଟ୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପ ଆଗେଇଛି । ଜମ୍ମୁ ଓ କାଶ୍ମୀରର ରମ୍ବନ ଓ ଉଧମପୁର ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମାଣ ହେବାକୁ ଥିବା ୧୮୫୬ ମେଗାୱାଟ୍ ସାୱାଲକୋଟ୍‌...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...