112 ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା
112ଟି ବିଧାନସଭା ଆସନ ପାଇଁ ଆଜି ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ପ୍ରାର୍ଥୀ ହୋଇଥିବା ବେଳେ ପାଟଣାଗଡରୁ କନକ ବର୍ଦ୍ଧନ ସିଂହଦେଓ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଭବାନୀପାଟଣାରୁ ପ୍ରଦୀପ୍ତ...
ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତିଲତା ବାରିକଙ୍କ ପରଲୋକ
ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତିଲତା ବାରିକ (ଛୋଟରାୟ)ଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ଅସୁସ୍ଥ ଥିବା ଶାନ୍ତିଲତାଙ୍କର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ଘଟିଛି । ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର...
ମାଗଣା ଖାଇବା ଛାଡିଦିଅ ଭାଇ ..
ମାଗଣା ଖାଇବା ଛାଡିଦିଅ ଭାଇ ..
(ଅପୂର୍ବ କୁମାର ମହାନ୍ତି)
ମାଗଣା ଖାଇବା ଛାଡିଦିଅ ଭାଇ
ଛଡାଅ ଅଳସପଣ
ମାଗଣା ଖୁଆଇ ପଙ୍ଗୁ ଯେ କରୁଛି
(ସିଏ) ସରକାର ନୁହେଁ, ସଇତାନ ।
ମାଗଣା ଚାଉଳ, ମାଗଣା ଗହମ
ମାଗଣା ଛତୁଆ ଗୁଣ୍ଡ
ମାଗଣା ଖାଇକି ହେଣ୍ଡି ମାରୁଥାଅ
ସିଏ ଖାଇଲାଣି...
ଗୁରୁବାର ବିଜେଡି ଛାଡିଥିଲେ, ଶନିବାର ବିଜେପି ଟିକଟ ପାଇଲେ
କଟକ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ 6 ଥର ସାଂସଦ ନିର୍ବାଚିତ ହୋଇଥିଲେ ଭର୍ତ୍ତୃହରି ମହତାବ । ଏଥର ଟିକଟ କଟିବା ଜାଣିବା ପରେ ବିଜେଡି ବିରୋଧରେ ପ୍ରଥମେ ବିଷୋଦଗାର କଲେ । ବର୍ଷ ବର୍ଷ ଧରି ନବୀନ...
ବିଜେଡିରେ ମିଶିଲେ ସୁରେନ୍ଦ୍ର ସିଂ ଭୋଇ
ଟିଟିଲାଗଡର ପୂର୍ବତନ କଂଗ୍ରେସ ବିଧାୟକ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଗତକାଲି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି ।...
ବିଜେପି ଛାଡିଲେ ବିଧାୟକ ସୁକାନ୍ତ ନାୟକ ଓ ପୂର୍ବତନ ବିଧାୟକ ପ୍ରକାଶ ବେହେରା
ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ଦଳ ବଦଳ କାର୍ଯ୍ୟ ସେତେ ତୀବ୍ର ହେବାରେ ଲାଗିଛି । ଆଜି ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେପି ଛାଡିଛନ୍ତି । ଉଭୟ ନେତା ବିଜେପି...
କଟକ, ଢେଙ୍କାନାଳରେ ନୂଆ ମୁହଁ, ପିନାକୀ ଓ ମହେଶ୍ବରଙ୍କ ଟିକଟ କଟିଲା
ପ୍ରଥମ ପର୍ଯ୍ୟାୟରେ 9ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବିଜେଡି ଦ୍ବିତୀୟ ପର୍ଯ୍ୟାୟରେ ଆଉ 6 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି 6ଟି ଆସନ ହେଉଛି, କଟକ, ପୁରୀ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ...
ଅଧିକାଂଶ ଆସନରେ ପ୍ରାର୍ଥୀ ଦୋହରାଇଲା ବିଜେଡି, ପାଟକୁରାରେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପାଇଲେ ଟିକଟ
ଆଜି ବିଜେଡି ଘୋଷଣା କରିଥିବା ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ଗତଥରର ଅଧିକାଂଶ ପ୍ରାର୍ଥୀଙ୍କୁ ଦୋହରାଇଛି । ଆଜି 71ଟି ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଚବିଶବର୍ଷ ତଳେ ଦଳରୁ ବହିଷ୍କୃତ...
ବିଜେଡିର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା, ଭୁବନେଶ୍ବରରୁ ସୁର ରାଉତରାୟଙ୍କ ପୁଅ ମନ୍ମଥ
ବିଜେଡି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତାଲିକାରେ 9 ଟି ଲୋକସଭା ଆଶନ ଏବଂ 71ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । 9ଟି ଲୋକସଭା ଆସନ ମଧ୍ୟରେ ଭୁବନେଶ୍ବର...
ଜେଲ୍ ଭିତରୁ ସରକାର ଚଲାଇଲେ କେଜ୍ରିୱାଲ
ଜେଲ୍ ଭିତରେ ରହି ସରକାର ଚଳାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ମଦ ଦୁର୍ନୀତି ମାମଲାରେ ଇଡି ହାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜେଲ୍ ଭିତରୁ ପ୍ରଥମ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେ ତାଙ୍କ...



















