ନବୀନ ହଟାଓ, ଓଡିଶା ବଞ୍ଚାଅ – ଶକ୍ତି ଦେଖାଇଲା କଂଗ୍ରେସ
ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ବରରେ ନବୀନ ହଟାଓ, ଓଡିଶା ବଞ୍ଚାଅ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ବରେ ଶହ ଶହ ଯୁବ କଂଗ୍ରେସ କର୍ମୀ ଏକାଠି ହୋଇ...
ଭୁବନେଶ୍ବରରେ ନବନିର୍ମିତ ବି.ଆର. ଆମ୍ବେଦକର ବସ୍ ଟର୍ମିନାଲ୍ ଲୋକାର୍ପିତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ବରମୁଣ୍ଡାସ୍ଥିତ ନବନିର୍ମିତ ବସ୍ ଟର୍ମିନାଲ୍ ଲୋକାର୍ପଣ କରିଛନ୍ତି । ବରମୁଣ୍ଡାସ୍ଥିତ ବସଷ୍ଟାଣ୍ଡର ନବନିର୍ମାଣ କରାଯାଇ ଏହାର ନାଁ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ରଖାଯାଇଛି । ମୁଖ୍ୟମନ୍ତ୍ରୀ ଏହି ବସ୍ ଟର୍ମିନାଲକୁ ଲୋକାର୍ପଣ...
ସରକାରୀ ଟଙ୍କାରେ ଦଳୀୟ ପ୍ରଚାର : ରାଜ୍ୟ ସରକାର ଓ ବିଜେଡିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ
ନିର୍ବାଚନ ବିଗୁଲ୍ ବାଜିବା ପୂର୍ବରୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ବିଭିନ୍ନ ସମ୍ବାଦପତ୍ର, ଟିଭି ବିଜ୍ଞାପନ ଓ ହୋର୍ଡିଂ ଲଗାଇ ପ୍ରଚାର ପ୍ରସାର ଜୋରଦାର କରିଥିବା ବେଳେ ସେଥିରେ ଲାଗିଥିବା ଦଳୀୟ ଚିହ୍ନ...
ଚାରିଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି, ମା କିଚକେଶ୍ବରୀଙ୍କୁ କଲେ ଦର୍ଶନ
ଚାରିଦିନିଆ ଓଡିଶା ଗସ୍ତରେ ଆସି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମୟୁରଭଞ୍ଜର ପ୍ରତ୍ୟକ୍ଷ ଠାକୁରାଣୀ ମା କିଚକେଶ୍ବରୀଙ୍କୁ ଦର୍ଶନ କରିଛନ୍ତି । ନୂଆଦିଲ୍ଲୀରୁ ଝାଡଖଣ୍ଡ ରାଞ୍ଚିରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୁରଭଞ୍ଜର ଖିଚିଂରେ ଥିବା...
ଆଉ ପାଞ୍ଚଲକ୍ଷ ନୁହେଁ, ବିନା ସୁଧରେ ସ୍ବଂୟସହାୟିକା ଗୋଷ୍ଠୀର ମହିଳାଙ୍କୁ ମିଳିବ 10 ଲକ୍ଷ ଟଙ୍କା
ନିର୍ବାଚନ ଯେତିକି ପାଖଉଛି, ନବୀନ ପଟ୍ଟନାୟକଙ୍କ ସରକାର ସେତିକି ନୂଆ ଯୋଜନାରେ ରାଜ୍ୟବାସୀଙ୍କୁ ଚମକାଇବାରେ ଲାଗିଛି । ରାଜ୍ୟରେ ଥିବା 70 ଲକ୍ଷ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବିନା ସୁଧରେ 10 ଲକ୍ଷ ଟଙ୍କାର ଋମ ସହାୟତା ଦେବାକୁ...
ଲୋକସଭା ନିର୍ବାଚନ ପାଇଁ 100 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି
ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପୂର୍ବରୁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି । ବିଜେପି ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଗୁରୁବାର ଦିନ ଶହେଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ଏହି...
ମଣିପୁର ହିଂସାକୁ ନେଇ ଗତବର୍ଷ ଦେଇଥିବା ରାୟ ବଦଳାଇଲେ ହାଇକୋର୍ଟ
ଗତବର୍ଷ ମାର୍ଚ୍ଚ 27 ତାରିଖରେ ମଣିପୁର ହାଇକୋର୍ଟ ମେତେଇ ସଂପ୍ରଦାୟକୁ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ରାୟ ଦେଇଥିଲେ । ମାତ୍ର ସେତେବେଳେ କୋର୍ଟଙ୍କ ଏହି ରାୟ ପରେ ମଣିପୁରରେ ଆରମ୍ଭ ହୋଇଯାଇଥିଲା ଦଙ୍ଗା, ଗୋଷ୍ଠୀ ସଂଘର୍ଷ । ହାଇକୋର୍ଟ...
ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ
ଶେଷରେ ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତି ତାଙ୍କୁ ଆନୁଷ୍ଠାନିକ ଭାବେ ଦଳକୁ ସ୍ବାଗତ କରିଛନ୍ତି । ଆସନ୍ତାକାଲି...
ମହିଳାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ନବୀନ ନିବାସ ଘେରାଉ
ଭାରତବର୍ଷରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର କ୍ଷେତ୍ରରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ଅନ୍ୟରାଜ୍ୟ ତୁଳନାରେ ଓଡିଶାରୁ ଅଧିକ ମାନବ ଚାଲାଣ ହୋଇଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ ପଚାଶ ଭାଗ ହେଉଛନ୍ତି ମହିଳା । ପ୍ରତିଦିନ ରାଜ୍ୟରେ ସାତଜଣ...
ଲିଭ୍ ଇନ୍ ରିଲେସନସିପରେ ବିଜେଡି-ବିଜେପି !
ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବା ପରେ ଦୁଇ ଦଳର ସଂପର୍କକୁ ନେଇ କଟାକ୍ଷ କରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡି-ବିଜେପି ଲିଭ୍-ଇନ୍-ରିଲେସନସିପରେ ଅଛନ୍ତି । ସେମାନଙ୍କ ବୈବାହିକ ସଂପର୍କ...















