ଇରାନକୁ ଖୋଲା ଧମକ୍ ଦେଲା ଇସ୍ରାଏଲ
ଇସ୍ରାଏଲ ଇରାନକୁ ଦେଲା ଖୋଲା ଧମକ । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ବୁଧବାର ଚେତାବନୀ ଜାରି କରିଛନ୍ତି , ସେ କହିଛନ୍ତି,ଇରାନର ନୂଆ ଲିଡର ଆମର ଟାର୍ଗେଟରେ ରହିବ । ଆମେ ତାଙ୍କୁ ମଧ୍ୟ ସମାପ୍ତ...
ଇସ୍ରାଏଲ-ଇରାନ ଯୁଦ୍ଧରେ ମଧ୍ୟପ୍ରାଚ୍ୟ ବଜାର ପ୍ରଭାବିତ
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଅସ୍ଥିର ହୋଇଛି ମଧ୍ୟପ୍ରାଚ୍ୟ ବଜାର । ଯୁଦ୍ଧର ପ୍ରଭାବରେ ଅଶୋଧିତ ତୈଳ, ସେୟାର ବଜାର , ତରଳୀକୃତ ପ୍ରାକୃତିକ ଗ୍ୟାସର ମୂଲ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ଯଦି...
ଆମେରିକା-ଇସ୍ରାଏଲ ଆଟାକରେ ଇରାନରେ ୭୮୭ ମୃତ୍ୟୁ
ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣରେ ଇରାନର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଇରାନର ରେଡ କ୍ରିସେଣ୍ଟ ସୋସାଇଟି କହିଛି ଯେ ଶନିବାର ପରଠାରୁ ସାରା ଦେଶରେ ୭୮୭ ଜଣଙ୍କର ମୃତ୍ୟୁ ହୋଇଛି। ରେଡ କ୍ରିସେଣ୍ଟ ଅନୁଯାୟୀ,...
ମନମୋହନ ଓ ସୁଜିତ ହେଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ
ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ଦଳ ବିଜେପି ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସାଂସଦ ସୁଜିତ କୁମାରଙ୍କ ନାମରେ ବିଜେପି ମୋହର ମାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ...
ମଧ୍ୟପ୍ରାଚ୍ୟ ଯୁଦ୍ଧ: ଓଡ଼ିଆଙ୍କ ପାଇଁ ହେଲ୍ସ ଲାଇନ୍ ନମ୍ବର ଜାରି
ମଧ୍ୟପ୍ରାଚ୍ୟରେ ଲାଗିରହିଛି ଯୁଦ୍ଧ । ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟପ୍ରାଚ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ସହଯୋଗ କରିବାକୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।ଏହି ସୂଚନା ଦେଇଛନ୍ତି, ଉଚ୍ଚ ଶିକ୍ଷା ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ...
ଟେକ୍ସାସରେ ଗୁଳିକାଣ୍ଡ: ଆମେରିକାରେ ଭାରତୀୟ ଛାତ୍ରୀ ମୃତ
ଆମେରିକାର ଟେକ୍ସାସର ଅଷ୍ଟିନରେ ଏକ ବାର୍ ବାହାରେ ଗୁଳିକାଣ୍ଡରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଜଣେ ୨୧ ବର୍ଷୀୟ ଭାରତୀୟ-ଆମେରିକୀୟ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।ରବିବାର ଜଣେ ବନ୍ଧୁକଧାରୀ ଗୁଳି ଚଳାଇ ଅଷ୍ଟିନର ଭାରତୀୟ-ଆମେରିକୀୟ ଛାତ୍ରୀ ସବିତା...
ହର୍ମୁଜ୍ ପ୍ରଣାଳୀ ବନ୍ଦ୍ କଲା ଇରାନ; ଆକାଶ ଛୁଆଁ ହେବ ତୈଳ ଦର
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରିଥିବା ମଧ୍ୟରେ ଇରାନର ରିଭଲ୍ୟୁସନରୀ ଗାର୍ଡ ସୋମବାର ଏକ ବଡ଼ ଘୋଷଣା କରିଛି ଓ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀକୁ ଜାହାଜ ପାଇଁ ବନ୍ଦ କରିଦିଆଯାଇଛି। ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏହି ଷ୍ଟ୍ରେଟ୍...
୮ଟି ପାକିସ୍ତାନୀ ପୋଷ୍ଟ ଅକ୍ତିଆର କଲା ଆଫଗାନ ସେନା
ଆଫଗାନସ୍ତାନ ଓ ପାକିସ୍ତାନ ସୀମାରେ ସଂଘର୍ଷ ଆରମ୍ଭ ହେବା ପରେ, ଆଫଗାନର ତାଲିବାନ ବାହିନୀ ସୀମା ପାର କରି ପାକିସ୍ତାନରେ ପ୍ରବେଶ କରି ଅନେକ ସାମରିକ ପୋଷ୍ଟ କବଜା କରିଛନ୍ତି। ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଫଗାନ ସେନା...
ଆୟତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶରେ ଶୋକଯାତ୍ରା
ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଖବର ପାଇବା ପରେ ଉତ୍ତର ପ୍ରଦେଶର ସହାରାନପୁର ସହରର ଲୋକମାନେ କରିଛନ୍ତି ଶୋକଯାତ୍ରା । ଆୟତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ସଂଖ୍ୟକ ଲୋକ...
ଆମେରିକା ଦୂତାବାସ ଉପରେ ଡ୍ରୋନ ଆକ୍ରମଣ
ବୃଦ୍ଧି ପାଇବାରେ ଲାଗିଛି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ । ସୂଚନା ଅନୁଯାୟୀ ରିୟାଦରେ ଆମେରିକୀୟ ଦୂତାବାସ ଉପରେ ଡ୍ରୋନ ଆକ୍ରମଣ ହୋଇଛି । ସାଉଦି ଆରବ କହିଛି ଯେ ଏହା ଚାରୋଟି ପ୍ରୋଜେକ୍ଟାଇଲକୁ ଖସାଇ ଦେଇଛି।...



















