ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ CBI
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ଆଜି କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ଏହି ମାମଲାରେ FIR ରୁଜୁ କରି ଗଭୀର ଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଶାଙ୍କ...
କୌଶମ୍ବୀର ବାଣ କାରଖାନାରେ ଭୟାବହ ବିସ୍ଫୋରଣ; ୧୧ ମୃତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୌଶମ୍ବୀ ଜିଲ୍ଲାସ୍ଥିତ ମନୋରୀ ଗ୍ରାମରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୧୧ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣରୁ ଅଧିକ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ...
ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେଲେ ମେସି
ନୂଆଦିଲ୍ଲୀ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲରୁ ସବୁଦିନ ପାଇଁ ଅବସର ଗ୍ରହଣ କରିଛନ୍ତି। ବିଶ୍ୱକପ ଫାଇନାଲରେ ସ୍ପେନ ଠାରୁ ମିଳିଥିବା ପରାଜୟ ଏବଂ ନିଜ ପିତାଙ୍କୁ ହରାଇବାର ଗଭୀର ଦୁଃଖ ପରେ...
ନବ ଗଠିତ ୨୮ଟି NAC ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ସୋମବାର ଦିନ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବଗଠିତ ୨୮ଟି NAC ରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୫୬୦...
ବ୍ରହ୍ମପୁର ପୀତବାସ ହତ୍ୟାକାଣ୍ଡ: ବିକ୍ରମ ପଣ୍ଡାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଆଜି ହାଇକୋର୍ଟ ବିକ୍ରମ ପଣ୍ଡାକୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଗତ ଜୁଲାଇ ୩୧ ତାରିଖରେ...
FIH ପୁରୁଷ ହକି ବିଶ୍ୱକପ୍ ୨୦୨୬ ଟାଇଟଲ୍ ହାସଲ କଲା ଜର୍ମାନୀ
ନୂଆଦିଲ୍ଲୀ:FIH ପୁରୁଷ ହକି ବିଶ୍ୱକପ୍ ୨୦୨୬ରେ ଜର୍ମାନୀ ସ୍ପେନ୍କୁ ୧-୦ ଗୋଲ୍ରେ ପରାସ୍ତ କରି ଲଗାତାର ଦ୍ୱିତୀୟଥର ପାଇଁ ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି। ବେଲଜିୟମର ୱାଭ୍ରେସ୍ଥିତ ବେଲଫିୟସ୍ ହକି ଆରେନାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଜର୍ମାନୀ...
MMDRକୁ ନେଇ ନବୀନଙ୍କ ଚିଠିର ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର:MMDR ସଂଶୋଧନ ଅଧିନିୟମ 2026କୁ ନେଇ ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ପ୍ରତ୍ୟୁତ୍ତର ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗଣତନ୍ତ୍ରରେ ରାଜନୈତିକ ଆଲୋଚନା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ...
ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ନ ଦେବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ଵାମୀ
ଢେଙ୍କାନାଳ:ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ନ ଦେବାରୁ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ସହ ମୃତଦେହକୁ ଘର ପାଖ ପାଇଖାନା ଟାଙ୍କି ଭିତରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏହି ଲୋମଟାଙ୍କୁରା...
MMDR ବିଲ୍ ସଂଶୋଧନ ପ୍ରତ୍ୟାହାର ନେଇ ବିଜେପି ସାଂସଦଙ୍କୁ ନବୀନ ଲେଖିଲେ ଚିଠି :ଚିଠିର କଡ଼ା ଜବାବ ଦେଲେ...
ଭୁବନେଶ୍ୱର:MMDR ୨୦୨୬ସଂଶୋଧନ ବିଲ୍କୁ ବିରୋଧ କରି ନବୀନ ପଟ୍ଟନାୟକ ଓଡ଼ିଶାର ସମସ୍ତ ବିଜେପି ସାଂସଦଙ୍କୁ ଏକ ଚିଠି ଲେଖିଛନ୍ତି। ନବୀନ ସାଂସଦମାନଙ୍କୁ ଦଳୀୟ ଆଭିମୁଖ୍ୟରୁ ଉପରକୁ ଉଠି ଓଡ଼ିଶାର ସ୍ୱାର୍ଥ ଓ ଅଧିକାର ରକ୍ଷା ପାଇଁ...
ବେଆଇନ ଟ୍ୟାକ୍ସ ରିହାତି ନେବା ଅଭିଯୋଗରେ ଓସିଏକୁ ନୋଟିସ୍ ଜାରି
ଭୁବନେଶ୍ୱର:ବେଆଇନ ଭାବେ ବ୍ୟକ୍ତିଗତ ବିମାନ ଯାତ୍ରା, ହୋଟେଲ ବିଲ୍ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ‘ବ୍ୟବସାୟିକ ଖର୍ଚ୍ଚ’ ଦର୍ଶାଇ ଲକ୍ଷାଧିକ ଟଙ୍କାର ଟିକସ ଛାଡ଼ ବା ‘ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍’ ନେଇଥିବା ଅଭିଯୋଗରେ ଓସିଏକୁ ରାଜ୍ୟ ବାଣିଜ୍ୟକର ଓ...
















