29.2 C
Bhubaneswar
Tuesday, August 4, 2026
-Advertisement-

ସମଲିଙ୍ଗୀ ବିବାହ ନିଷ୍ପତ୍ତି ସରକାର ନେବେ

ସମଲିଙ୍ଗୀ ବିବାହକୁ ଆଇନଗତ ଓ ସାମାଜିକ ମାନ୍ୟତା ଦେବା ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ନୁହେଁ । ଏହି ନିଷ୍ପତ୍ତି ସରକାର ନେଇପାରିବେ । ସମଲିଙ୍ଗୀ ବିବାହ ମୌଳିକ ଅଧିକାରଭୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଇନରେ ପରିବର୍ତ୍ତନ କରିବାର କ୍ଷମତା...

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପାଇଁ କଂଗ୍ରେସ ଦେଲା ଡେଡ୍ ଲାଇନ୍

କୋଭିଡ୍ ପରଠୁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲା ଯାଉନାହିଁ । ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଚାରିଦ୍ବାର ବନ୍ଦ ରଖିଥିବାରୁ ଏଙାକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଆଜି କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପାଇଁ...

ଗାଜାରେ ଭୟଙ୍କର ସ୍ଥିତି, ବୁଧବାର ଇସଲାମ ରାଷ୍ଟ୍ର ସମ୍ମିଳନୀ

ଦିନକୁ ଦିନ ଗାଜାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଇସ୍ରାଏଲ ବୋମା ମାଡରେ ଗାଜାରେ ବିଧ୍ବଂସର ଦୃଶ୍ୟ । ହମାସ ଆତଙ୍କବାଦୀଙଅକୁ ନିପାତ କରିବା ପାଇଁ ଇସ୍ରାଏଲର ଅଭିଯାନରେ ବଳି ପଡି ଯାଉଛନ୍ତି ସାଧାରଣ ନାଗରିକ, ନୀରିହ...

31 ଓଭରରେ ଖେଳ ଶେଷ, 7 ଉଇକେଟରେ ମ୍ୟାଚ୍ ଜିତିଲା ଭାରତ

ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଭରପୁର ଉତ୍କଣ୍ଠା ଲାଗି ରହିଥିଲା । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଲକ୍ଷାଧିକ କ୍ରିକେଟ ପ୍ରେମୀଙ୍କ ଭିଡ ଜମିଥିଲା । ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚରେ ବିଜ୍ଞାପନ ଭାଉ ବି ରେକର୍ଡ ଭାଙ୍ଗିଥିଲା । ହେଲେ...

ଭାରତୀୟ ବୋଲରଙ୍କ ସାମନାରେ 50 ଓଭର ଖେଳି ପାରିଲାନି ପାକିସ୍ତାନ

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍କଣ୍ଠା ଲାଗି ରହିଥିବା ବେଳେ ଆରମ୍ଭରୁ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଦୁଇ ଓପନର ଇମାମ ଉଲ ହକ ଓ...

ଇସ୍ରାଏଲ ପାଇଁ ବଡ ଚ୍ୟାଲେଞ୍ଜ ହମାସଙ୍କ ଲମ୍ବା ଟନେଲ୍

ଗାଜା ଉପରେ ଲଗାତର ବୋମାମାଡ ଜାରି ରଖିଥିଲେ ବି ଗାଜା ଦଖଲ ଇସ୍ରାଏଲ ପାଇଁ ଏତେ ସହଜ ନୁହେଁ । ପାଲେଷ୍ଟାଇନ ହମାସ ଗାଜା ସୀମାନ୍ତରେ ଯେଉଁ ଟନେଲ ନିର୍ମାଣ କରିଛନ୍ତି, ତାହା ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ।...

ଶ୍ରୀମନ୍ଦିର ପାଇଁ ପୋଷାକ ଗାଇଡଲାଇନ୍

ଶ୍ରୀମନ୍ଦିର ଭିତରକୁ ଯିବା ପାଇଂ ପୋଷାକ ଗାଇଡ୍ ଲାଇନ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ତଥା ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରୁ ଯାତ୍ରୀମାନଙ୍କୁ ପରାମର୍ଶ...

ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ ଚିନ୍ତିତ ଘରୋଇ ବସ୍ ମାଲିକ

ପ୍ରତି ପଞ୍ଚାୟତରୁ ରାଜଧାନୀକୁ ଗଡିବ ଲକ୍ଷ୍ମୀ । ସାଧାରଣ ଲୋକେ ପଞ୍ଚାୟତରୁ ବଲ୍କ ମୁଖ୍ୟାଳୟ, ଜିଲ୍ଲା ହେଡକ୍ବାର୍ଟର ଏବଂ ରଜାଧାନୀକୁ ଅତି ସ୍ବଳ୍ପ ମୂଲ୍ୟରେ ଆରାମଦାୟକ ବସ୍ ସେବା ପାଇପାରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରୁ ଏହି...

ଲେବାନନ ପଟରୁ ଇସ୍ରାଏଲ ଉପରେ ଆକ୍ରମଣ

ଇସ୍ରାଏଲ ଓ ଗାଜା ଯୁଦ୍ଧ ଲାଗି ରହିଥିବା ବେଳେ ଲେବାନନ ପଟରୁ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ ହୋଇଥିବା ଇସ୍ରାଏଲ ସେନା କହିଛି । ପାଲେଷ୍ଟାଇନ ହମାସ ବିରୋଧରେ ଇସ୍ରାଏଲ ଯୁଦ୍ଧ ଜାରି ରଖିଥିବା ବେଳେ ଏବେ ପାଲେଷ୍ଟାଇନକୁ ଲେବାନନର...

ନଭେମ୍ବର 7 ରୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ

ନଭେମ୍ବର 7 ରୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ପାଞ୍ଚଟିଯାକ ରାଜ୍ୟରେ ନିର୍ବାଚନୀ ପ୍ରକ୍ରିୟା ନଭେମ୍ବର...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...