ବାତ୍ୟା ନୁହେଁ, ବର୍ଷା ହେବ
ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସଅଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଗଣ୍ଟାରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡିଶା ଏବଂ ତ୍ତଉତ୍ତର ଆନ୍ଧ୍ର ଉପକୂଳ ହେବାର ସମ୍ଭାବନା...
ପୁଣି ରେଡ୍ ଜୋନରେ ଖୋର୍ଦ୍ଧା
କଡ ଲେଉଟାଇଲାଣି କି କରୋନା । ଦୀର୍ଘଦିନ ପରେ ପୁଣି ଥରେ ରେଡ୍ ଜୋନକୁ ଫେରିଛି ଖୋର୍ଦ୍ଧା ଜିଲ୍ଲା । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୩୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଆକ୍ଟିଭ୍ କେସ ରହିଛି ୨୫୩୨୫କୁ...
ମନିଷ ମୃତ୍ୟୁ: ୨ ଜଣଙ୍କ ଆତ୍ମସମର୍ପଣ
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ଘଟଣାରେ କନ୍ଧମାଳରୁ ଦୁଇ ଜଣ ଆତ୍ମସମର୍ପଣ କରିଥିବା ଜଣାପଡିଛି । ପୋଲିସ ନିକଟରେ ଉଭୟେ ଆତ୍ମସର୍ମପଣ କରିଛନ୍ତି । ଆତ୍ମସର୍ମପଣ କରିଥିବା ଦୁଇ ଯୁବକଙ୍କୁ ଏବେ ପଚରାଉଚରା କରାଯାଉଛି ।...
ଖୋଲୁଛି ମନୀଷଙ୍କ ମୃତ୍ୟୁ ରହସ୍ୟ
ଭୁବନେଶ୍ୱର ମନୀଷ ମୃତ୍ୟୁ ମାମଲା । ସାମ୍ନାକୁ ଆସିଲା ପୋଷ୍ଟମର୍ଟମର ପ୍ରାଥମିକ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପୋଲିସ ତଦନ୍ତ ଚାଲିଥିବାବେଳେ ସେ ବ୍ୟବହାର କରିଥିବା କାରର ସନ୍ଧାନ ମିଳିଛି ।...
ପିଲାଙ୍କୁ ଟିକା ଦେବାକୁ ଡିସିଜିଆଇ ଅନୁମତି
ଦୁଇରୁ ଅଠର ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା
ଅଠର ବର୍ଷରୁ କମ ବୟସର ଶିଶୁ ଓ କିଶୋରଙ୍କୁ କୋଭାକ୍ସିନ ଟିକା ଦେବାକୁ ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିଶ କରିଛି । ଏଥିପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଛି ।...
ଶାରଳା ପୀଠରେ ୧୪୪ ଧାରା
ଜଗତସିଂହପୁରର ମା ଶାରଳାଙ୍କ ପୀଠରେ ୧୪୪ ଧାରା । ଆଜିଠୁ ୧୪ ତାରିଖ ଯାଏଁ ପୀଠରେ ୧୪୪ ଧାରା ଜାରି କରାଯାଇଛି । କୋଭିଡ ସଙ୍କ୍ରମଣକୁ ଦୃଷ୍ଟିରେ ରଖି ଶାରଳାଙ୍କ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ମହାଷ୍ଟମୀ...
ଠିକା କର୍ମଚାରୀଙ୍କୁ ପୂଜା ଭେଟି
ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି । ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା...
ପୁଅକୁ ସାଙ୍ଗମାନେ ମାରିଥିବା ଅଭିଯୋଗ ଆଣିଲେ ବାପା
ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟୁନି ପରଦା । କେମିତି ହେଲା ମୃତ୍ୟୁ? ପାଣିରେ ବୁଡିକି ମୃତ୍ୟୁ ହୋଇଛି ନା ହତ୍ୟା କରାଯାଇ ପାଣିରେ ପକାଯାଇଛି । ସେନେଇ ତଦନ୍ତ କରୁଛି...
୧୫ରେ ଉପକୂଳ ଛୁଇଁବ
ଘୂର୍ଣ୍ଣି ବଳୟ ପ୍ରଭାବରେ ୧୩ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୩ ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା । ଲଘୁଚାପ ସୃଷ୍ଟି ପରେ କ୍ରମେ ପଶ୍ଚିମ ଉତ୍ତର ଦିଗକୁ ଅଗସର ହେବ । ପଶ୍ଚିମ-ଉତ୍ତର...
କେମିତି ହେଲା ମୃତ୍ୟୁ ?
ଶନିବାର ମନୀଷ ବାହାଘର ଡ୍ରେସ୍ କିଣିବା ପାଇଁ ବଜାରକୁ ଯାଇଥିଲେ । ସଂଧ୍ୟା ସୁଦ୍ଧା ଘରକୁ ଫେରିଆସିବା କଥା । କିନ୍ତୁ ଘରକୁ ଫେରିନଥିଲେ ମନୀଷ । ରାତି ୧୧ଟାରେ ଘରକୁ ଫୋନ କରି କହିଥିଲେ , ସେ ଫେରିବାରେ...

















