ବନ୍ଦ ହେଲା ଇସ୍କନର ଅଦିନିଆ ରଥଯାତ୍ରା
ଶେଷରେ ଓଡିଆ ଭାବାବେଗକୁ ଦୃଷ୍ଟିରେ ରଖି ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରାକୁ ବନ୍ଦ ରହିଛନ୍ତି । ଆସନ୍ତା 9 ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯାୟରେ ପହଞ୍ଚିଥିଲା । ତେବେ ଅଦିନିଆ ରଥଯାତ୍ରାକୁ ଦୃଷ୍ଟିରେ...
ସହରାଞ୍ଚଳ ନକ୍ସଲଙ୍କ ପ୍ରତି ସାବଧାନ ! ବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ
ବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ । ଜାତୀୟ ଏକତା ପ୍ରତି ବିପଦ ସୃଷ୍ଟି କରୁଥିବା ସହରାଞ୍ଚଳ ନକ୍ସଲ ମେଣ୍ଟ ପ୍ରତି ସାବଧାନ ରହିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ...
ବାତ୍ୟା ମୁକାବିଲାରେ ଆମେ ସଫଳ : ମୁଖ୍ୟମନ୍ତ୍ରୀ
ବାତ୍ୟା ଦାନା ମୁକାବିଲାରେ ଆମେ ସଫଳ ହୋଇଛୁ । ଆମ ଲକ୍ଷ୍ୟ ଥିଲା ଜିରୋ କାଜୁଆଲଟି । ଲକ୍ଷ୍ୟ ହାସଲ ପାଇଁଆମେ ଦଳଗତ ଭାବେ କାମ କରିବା ଯୋଗୁ ସଫଳ ହୋଇପାରିଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।...
ଭିତରକନିକାରୁ ଧାମରା : ବାତ୍ୟା ମୁକାବିଲା ପାଇଁ ପୁରା ସଜାଗ
ବାତ୍ୟା ଦାନା ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ଦୃଢ ହୋଇଥିବାରୁ ବାତ୍ୟା ମୁକାବିଲା ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଘଣ୍ଟାକୁ 12 କିଲୋମିଟର ବେଗରେ ଦାନା ଉପକୂଳ ମୁହାଁ ହୋଇଥିବାରୁ 24 ତାରିଖ...
୨୪ ରାତିରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ସ୍ଥଳ ଭାଗ ଛୁଇଁବ ଦାନା
ଭୁବନେଶ୍ୱର, ଅକ୍ଟୋବର ୨୨: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଘୂର୍ଣ୍ଣିଝଡ଼ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।...
ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଦାନା’, ତିନିଦିନ ସ୍କୁଲ ଛୁଟି
ବାତ୍ୟା 'ଦାନା' ଆସନ୍ତା 24 ଓ 25 ତାରିଖ ସୁଦ୍ଧା ପୁରୀ ଓ ପଶ୍ଚିମ ବଙ୍ଗର ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମଡି ସ୍ପଷ୍ଟ କରିଛି । ଗତକାଲି...
23ରେ ବାତ୍ୟା, 24ରେ ଲ୍ୟାଣ୍ଡଫଲ୍
ଭାରତୀୟ ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ନେଇ ସତର୍କ ସୂଚନା ଜାରି କରିଛି । ଆଇଏମଡି ପକ୍ଷରୁ ପ୍ରକାଶିତ ସର୍କୁଲାର ଅନୁଯାୟୀ, ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ଚବିଶଘଣ୍ଟା ଭିତରେ ଲଘୁଚାପରେ ପରିଣତ ହେବ । 22 ତାରିଖ...
ଆଜି ମେଲାଣି ନେବେ ମା… ଅପରାହ୍ନ ତିନିଟାରୁ ଭସାଣି ପାଇଁ ଟ୍ରାଫିକ କଟକଣା
ଆଜି ମେଲାଣି ନେବେ ମା ଦୁର୍ଗା । ବିଭିନ୍ନ ପୂଜାମଣ୍ଡପରେ ଗତ ଚାରିଦିନ ଧରି ପୂଜା ପାଉଥିବା ଜଗତଜନନୀ ଦେବୀ ଦୁର୍ଗାଙ୍କୁ ବିଦାୟ ଦେବେ ଭକ୍ତ । ଗତକାଲି ଦଶହରାର ଅନ୍ତିମ ଦିନରେ ବିଭିନ୍ନ ପୂଜାମଣ୍ଡପରେ ରାବଣ ପୋଡି ଅନୁଷ୍ଠିତ...
ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ବଡ ବିଜୟ
ଟି-20ରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ବଡ ବିଜୟ । ବିଜୟ ପାଇଁ 298 ରନକୁ ପିଚ୍ଛା କରି ବ୍ୟାଟିଂ ଆରମ୍ଭ କରିଥିଲା ବାଂଲାଦେଶ । ମାତ୍ର 7 ଓ୍ବିକେଟରେ 167 ରନ୍ କରିବାକୁ ସମର୍ଥ ହୋଇଥିଲା ବାଂଲାଦେଶ ।...
ଗରିବକୁ ବାପୁ ଭରଷା
ସମସ୍ତେ ଦଶହରା ମନାଉଛନ୍ତି I ସମସ୍ତେ ଖୁସିରେ ମସଗୁଲ I ହେଲେ ପୂଜା ମଣ୍ଡପ ଆଗରେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛନ୍ତି ବାପୁ I କାହାରି ନଜର ତାଙ୍କ ଉପରେ ପଡୁନି I ଯାହାର ପଡୁଛି ଟିକେ ଅନେଇଦେଇ...