ବିଧାନସଭା ସାମନାରେ ପୁଣି ଆତ୍ମହତ୍ୟା ଉଦ୍ୟମ
ପୋଲିସ ଯାହା ଡରୁଥିଲା, ସେଇୟା ହେଲା । ବିଧାନସଭା ଚତୁଃପାର୍ଶ୍ବରେ ବାରିକେଡ୍, ଅନ୍ୟ ଗାଡି ଚଳାଚଳ ଉପରେ କଟକଣା ଆତ୍ମହତ୍ୟା ଉଦ୍ୟମକୁ ରୋକି ପାରିଲାନି । ସବୁ ସୁରକ୍ଷା ଭିତରେ ବି ବିଧାନସଭା ରାସ୍ତା ନିକଟ ଜୟଦେବ ଭବନ ପାଖରେ...
ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ
ରାଜ୍ୟପାଳଙ୍କ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ରାଜ୍ୟପାଳ ଗଣେଷୀ ଲାଲଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଚଳିତ...
ପଶ୍ଚିମବଙ୍ଗ ବାଲି, ଛତିଶଗଡ ପାଣି, ଆନ୍ଧ୍ର ଗାଁ ନେଇ ଯାଉଛି..
ପଡୋଶୀ ରାଜ୍ୟଗୁଡିକ ସହ ଓଡିଶାର ସୀମା ବିବାଦ କିଛି ନୁୂଆକଥା ନୁହେଁ । ମାତ୍ର ପଡୋଶୀ ରାଜ୍ୟ ସହ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଆମେ ଆମର ସ୍ଥିତିକୁ ଦୁର୍ବଳ କରିବାରେ ଲାଗିଛୁ । ଯେମିତି ଆମ ସୀମାନ୍ତ ଭିତରେ...
ବିଧାନସଭା ଅଧିବେସନ ପାଇଁ ଟାଇମ୍ ଟେବୁଲ୍
ବିଧାନସଭା ବଜେଟ ଅଧିବେସନ ପାଇଁ ପ୍ରସ୍ତୁତି । ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବିଧାନସଭା ପ୍ରତିଦିନ ସାଢେ ଦଶଟାରୁ ସାଢେ ଗୋଟାଏ ଏବଂ ଅପରାହ୍ନ ଚାରିଟାରୁ...
ସେଞ୍ଚୁରୀ ମାରିବ ପେଟ୍ରୋଲ
ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଲଗାତର ତୈଳଦର ବୃଦ୍ଧି ଫଳରେ ଖୁବଶୀଘ୍ର ପେଟ୍ରୋଲ, ଡିଜେଲ ଲିଟର ପିଚ୍ଛା ଶହେଟଙ୍କା ଅତିକ୍ରମ କରିବା ଭଳି ସ୍ଥିତି ସୃଷ୍ଟି ହୋଇଛି । ପ୍ରତିଦିନ କିଛି ନା...
‘ରାଉରକେଲା ମାଟି, ପାଣି, ପବନରେ ହକିର ଆତ୍ମା’
ରାଉରକେଲାରେ ଅନ୍ତର୍ଜାତୀୟ ହକି ଷ୍ଟାଡିଅମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏହି ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରାଯାଇଛି । ହକି ଷ୍ଟାଡିଅମର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଉରକେଲାର...
ଇଂଲଣ୍ଡକୁ 317 ରନରେ ହରାଇଲା ଭାରତ
ଚେନ୍ନାଇରେ ଆୟୋଜିତ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡକୁ 317 ରନରେ ହରାଇଛି ଭାରତ । ପ୍ରଥମ ଟେଷ୍ଟ ମ୍ୟାଚରେ ହାରିଥିବା ଭାରତ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡକୁ ଠିକଣା ଜବାବ ଦେଇଛି । ରୋହିତ ଶର୍ମା ଓ ଅଶ୍ବିନୀଙ୍କ ଶତକ ଭାରତକୁ ମ୍ୟାଚ...
ଛ’ ଘଣ୍ଟିଆ ଓଡିଶା ବନ୍ଦ, ଜୀବନଯାତ୍ରା ଠପ୍
ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଛ ଘଣ୍ଟିଆ ଓଡିଶା ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି I ବନ୍ଦ ଡାକରା ପ୍ରଭାବରେ ରାଜ୍ୟରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା I ଯ଼ାନବାହନ ଚଳାଚଳ ବନ୍ଦ ରହିଥିଲା I ଅଧିକାଂଶ...
କାଲି କଂଗ୍ରେସର ବନ୍ଦ ଡାକରା
କୋଟିଆ ସୀମା ସୁରକ୍ଷାରେ ରାଜ୍ୟ ସରକାରଙ୍କ ବିଫଳତା, ପେଟ୍ରୋଲ ଦର ବୃଦ୍ଧି, ଶିଶୁ ଅପହରଣ, ନିର୍ଯାତନା ଓ ହିଂସାକାଣ୍ଡ ବୃଦ୍ଧି ଏବଂ ଚାଷୀଙ୍କୁ ଦୁଇ ହଜାର ବଦଳରେ 5 ହଜାର ଟଙ୍କା ଲେଖାଁ ଦେବାକୁ ଦାବିରେ କଂଗ୍ରେସ ଆସନ୍ତାକାଲି ଓଡିଶା...
ନେଡି ଗୁଡ କହୁଣୀକୁ ବୋହିଯିବା ପୂର୍ବରୁ ସରକାର ପଦକ୍ଷେପ ନିଅନ୍ତୁ
ଓଡିଶାର ବୌଗୋଳିକ ସୀମାରେ ପ୍ରବେଶ କରି ଆନ୍ଧ୍ରପ୍ରଦେଶ ସରକାର କୋଟିଆ ପଞ୍ଚାୟତରେ ନିର୍ବାଚନ କରିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ୍ କରି ଧର୍ମେନ୍ଦ୍ର କହିଛନ୍ତି, ନେଡିଗୁଡ କହୁଣୀକୁ ବୋହିଯିବା...














