32.1 C
Bhubaneswar
Sunday, April 27, 2025
-Advertisement-

କର୍ଣ୍ଣାଟକ କଳି, ଦ୍ବନ୍ଦ୍ବରେ ହାଇକମାଣ୍ଡ

କର୍ଣ୍ଠାଟକରେ କଂଗ୍ରେସ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି କସରତ । କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ପ୍ରଦେଶ କଂଗ୍ରେସ ସଭାପତି ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ...

ଅସହ୍ୟ ତାତିରେ କଲବଲ ଓଡିଶା

ଅସହ୍ୟ ତାତିରେ କଲବଲ ଓଡିଶା । ପଶ୍ଚିମ ଓଡିଶାର ଅଧିକାଁଶ ଅଞ୍ଚଳରେ ତାପମାତ୍ରା 44 ଡିଗ୍ରୀ ଡେଇଁଥିବା ବେଳେ ଉପକୂଳ ଓଡିଶାରେ ଗୁଳୁଗୁଳି ଅସହ୍ୟ ହୋଇଛି । ଆଜି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ସକାଳ ସାଢେ 8ଟା ସୁଦ୍ଧା...

ଭୁବନେଶ୍ବରରୁ ଦୁବାଇକୁ ଉଡିଲା ବିମାନ

ଭୁବନେଶ୍ବରରୁ ଦୁବାଇକୁ ଉଡିଲା ବିମାନ । ଦୁବାଇକୁ ଯାଉଥିବା ଯାତ୍ରୀ ପୂର୍ବରୁ ଅନ୍ୟ ସହର ଦେଇ ଦୁବାଇ ଯାଉଥିଲେ, ଯେଉଁଥିରେ ପାଖାପାଖି 24 ଘଣ୍ଟା ସମୟ ଲାଗୁଥିଲା । ତେବେ ଭୁବନେଶ୍ବରରୁ ସିଧାସଲଖ ବିମାନ ଉଡାଣ ଫଳରେ ମାତ୍ର ଚାରି...

ଲିଫ୍ଟ ମାଗି ବାଇକରେ ସୁଟିଂ ସେଟକୁ ଗଲେ ବିଗ୍ ବି

ଲିଫ୍ଟ ମାଗି ବାଇକରେ ସୁଟିଂ ସେଟକୁ ଗଲେ ବିଗ୍ ବି - ଅମିତାଭ ବଚ୍ଚନ । ମୁମ୍ବାଇରେ ଟ୍ରାଫିକ ଜାମରେ ଫସିଯିବା ପରେ ଜଣେ ଅପରିଚିତ ବାଇକ ଚାଳକଙ୍କୁ ଲିଫ୍ଟ ମାଗିଥିଲେ ଅମିତାଭ । ବାଇକ ଆରୋହୀ ଅମିତାଭଙ୍କୁ ସୁଟିଂସେଟରେ...

ପ୍ରକାଶ ପାଇଲା ଆଇସିଏସଇ, ଆଇଏସସି ଦଶମ, ଦ୍ବାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ଆଇସିଏସଇ, ଆଇଏସସି ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ବୋର୍ଡ ଓ୍ବେବସାଇଟରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଦଶମରେ ପାସହାର 98.94 ପ୍ରତିଶତ ରହିଥିବା ବେଳେ ଦ୍ବାଦଶରେ 96.98 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।...

ଘରେ ପଶିଗଲା କାର୍, ମହିଳା ମୃତ

ଘର ଭିତରେ ମହିଳା ଶୋଇଥିଲେ । କିଏ ଜାଣିଥିଲା, ଏମିତି ତାଙ୍କର ମୃତ୍ୟୁ ହେବ । ଗତକାଲି ବିଳମ୍ବିତ ରାତିରେ ଅଚାନକ ଘର ଭିତରକୁ ପଶି ଆସିଥିଲା ଏକ କାର୍ । ଘର ଭିତରେ ଶୋଇଥିଲେ ମହିଳା ପାଣେଶ୍ବରୀ ଧଳ...

କଂଗ୍ରେସର କର୍ଣ୍ଣାଟକ ଜୟ : ମୋଦି ଫେଲ୍

ବହୁ ଘାତ ପ୍ରତିଘାତ ପରାଜୟ ଭିତରେ କଂଗ୍ରେସ ନେତା, କର୍ମୀଙ୍କ ମନରେ ଆଶା ସଞ୍ଚାର ହୋଇଛି । କର୍ଣ୍ଣାଟକରେ କଂଗ୍ରେସ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛି । 224 ଆସନରୁ କଂଗ୍ରେସ 136 ଆସନରେ ବିଜୟ ଲାଭ...

ବିପୁଳ ଭୋଟରେ ଜିତିଲେ ଦିପାଳୀ

ଝାରସୁଗୁଡାରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ବିଜୟ । ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ଦିପାଳୀ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ 48 ହଜାର 619 ଖଣ୍ଡ ଭୋଟ...

ଦୁଇ ମନ୍ତ୍ରୀଙ୍କ ସହ ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ

ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ । ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ଆରୁଖ । ସେ କହିଛନ୍ତି ଯେ, ଉପବାଚସ୍ପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛି । ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ମୁଁ...

ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ

ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି । ଦ୍ବାଦଶ ପରୀକ୍ଷାରେ ଚଳିତବର୍ଷ 87.33 ପ୍ରତିଶତ ପାସ୍ ହାର ଥିବା ବେଳେ ଗତବର୍ଷ ତୁଳନାରେ ଏହା କମ୍ ରହିଛି । ଛାତ୍ରୀଙ୍କ ପାସ୍ ହାର 90.68 ପ୍ରତିଶତ ଥିବା...
- Advertisement -

Latest article

ମାଲକାନଗିରିରେ ପହଲଗାମ ପ୍ରତିବାଦ

ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼...

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...