26.1 C
Bhubaneswar
Tuesday, July 28, 2026
-Advertisement-

ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟରେ ଚକ ପାଇଁ ୪୨ଟି ତୁମ୍ୱ ନିର୍ମାଣ କାର୍ଯ୍ୟ ହେବ। ପବିତ୍ର ଅକ୍ଷୟ ତୃତୀୟାରେ ତିନି ରଥର ନିର୍ମାଣ କାର୍ଯ୍ୟ ପାଇଁ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ...

ପହଲଗାମ ହମଲାକୁ ବର୍ଷେ ପୂରିବା ପୂର୍ବରୁ ପାକିସ୍ତାନକୁ ଦୃଢ ସନ୍ଦେଶ ଦେଲେ ସେନା

ପହଲଗାମ ଆତଙ୍କୀ ହମଲାକୁ ଆସନ୍ତାକାଲି ବର୍ଷେ ପୂରିବ । ବର୍ଷେ ପୂରିବାର ଗୋଟଏ ଦିନ ପୂର୍ବରୁ ଭାରତୀୟ ସେନା ଟୁଇଟ୍ କରି ବଡ ବୟାନ ଦେଇଛନ୍ତି । ଭାରତୀୟ ସେନା କହିଛି, ଯେବେ ମଣିଷତ୍ୱର ସୀମା ଉଲ୍ଲଂଘନ ହୁଏ ତେବେ...

ରାଉରକେଲାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ରାଉରକେଲାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ଝାରସୁଗୁଡ଼ା ଏୟାରପୋର୍ଟରେ ଓହ୍ଲାଇବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଏହାପରେ ସେଠାରୁ ସିଧା ସ୍ୱତନ୍ତ୍ର ହେଲିକପ୍ଟରରେ...

ପାକିସ୍ତାନରେ ଇରାନ ସହିତ ଆଲୋଚନାକୁ ନେଇ ଟ୍ରମ୍ପଙ୍କ ଦାବି

ଆଜି ଏକ ଆମେରିକୀୟ ପ୍ରତିନିଧି ଦଳ ଇରାନ ସହିତ ନୂତନ ପର୍ଯ୍ୟାୟ ସିଧାସଳଖ ଆଲୋଚନା ପାଇଁ ପାକିସ୍ତାନ ଯାତ୍ରା କରିବ ବୋଲି କୁହାଯାଉଛି । ତେହେରାନ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ ଯେ ଅଂଶଗ୍ରହଣ କରିବ କି ନାହିଁ। ଏହି ଆଲୋଚନା...

ରୁଷରେ ୪୦ ଜଣ ଇସ୍ରାଏଲୀ ନାଗରିକଙ୍କୁ ଅଟକ

ଇରାନ ଏବଂ ରୁଷ ମଧ୍ୟରେ ସଂପର୍କ ବହୁତ ଭଲ ରହିଛି। ରୁଷର ରାଜଧାନୀ ମସ୍କୋର ଡୋମୋଡେଡୋଭୋ ବିମାନବନ୍ଦରରେ କିଛି ଇସ୍ରାଏଲୀକୁ ଅଟକ ରଖାଯାଇ ପଚରାଉଚରା କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ପ୍ରାୟ ୪୦ ଜଣ ଇସ୍ରାଏଲୀ ନାଗରିକଙ୍କୁ ଅଟକ ରଖାଯାଇଥିଲା।...

ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ରାଉରକେଲା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଷ୍ଟ୍ରପତିଙ୍କ ଦିନିକିଆ ଗସ୍ତକୁ ନଜରରେ ରଖି କଟକଣା ଜାରି କରିଛନ୍ତି ଜିଲ୍ଲାପାଳ। ବିମାନବନ୍ଦର ଅଞ୍ଚଳ ଟ୍ରାଇବାଲ ମ୍ୟୁଜିୟମ, ସର୍କିଟ...

ଜାପାନରେ ବହୁତ୍ ବଡ ଭୂକମ୍ପ;ଜାରି ହେଲା ସୁନାମୀ ଆଲର୍ଟ

ଜାପାନରେ ସୋମବାର ଦିନ ଭୂକମ୍ପର ବହୁତ୍ ବଡ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ସାନରିକୁର ସମୁଦ୍ରତଟରୁ ପ୍ରାୟ ୧୦୦ କିମି ଦୂର ପାଣି ଭିତରେ ରହିଛି...

ବାଣିଜ୍ୟିକ ଚୁକ୍ତିନାମାକୁ ନେଇ ଆଲୋଚନା କରିବେ ଭାରତ ଓ ଆମେରିକା

ଇରାନ-ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ପ୍ରୟାସ ମଧ୍ୟରେ ଭାରତ ଓ ଆମେରିକା ଏପ୍ରିଲ ୨୦ରୁ ଏପ୍ରିଲ ୨୨ ମଧ୍ୟରେ ୱାଶିଂଟନରେ ବାଣିଜ୍ୟିକ ଚୁକ୍ତିନାମାକୁ ନେଇ ନୂଆ କରି ଆଲୋଚନା କରିବାକୁ ଯାଉଛନ୍ତି । ମୁଖ୍ୟ ବାର୍ତ୍ତାକାର ଦର୍ପଣ ଜୈନଙ୍କ ନେତୃତ୍ୱରେ...

ଭାରତରୁ ଫେରାର ହେଲା ପାକିସ୍ତାନ ଆତଙ୍କବାଦୀ

ଭାରତରୁ ପଳାୟନ କରିଛି ଲସ୍କର-ଏ-ତୈବା ଆତଙ୍କବାଦୀ ଉମର ହାରିସ । ସେ ‘ଖରଗୋସ’ ସଜ୍ଜାଦ ନାମରେ ନକଲି ପାସପୋର୍ଟ ବ୍ୟବହାର କରି ପଳାୟନ କରିଛି । ଭାରତ ଛାଡିବା ପରେ ସେ ସାଉଦି ଆରବରେ ଲୁଚି ରହିଥିବା କୁହାଯାଉଛି। ସଜ୍ଜାଦ...

ଇରାନକୁ ଧମକ୍ ଦେଲେ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ୍ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ ଏକ ପୋଷ୍ଟ ସେୟାର କରି ଇରାନକୁ ଧମକ ଦେଇଛନ୍ତି। ଇରାନକୁ ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରି ଟ୍ରମ୍ପ୍ କହିଛନ୍ତି,...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com