29.1 C
Bhubaneswar
Sunday, April 20, 2025
-Advertisement-

ନୂଆଁଖାଇ ଜୁହାର : ଦୁଲୁକୁଛି ପଶ୍ଚିମ ଓଡିଶା

ଆଜି ନୂଆଁଖାଇ । ନୂଆଁଖାଇ ଜୁହାରରେ ଦୁଲୁକୁଛି ସାରା ପଶ୍ଚିମ ଓଡିଶା । ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ ମା ସମଲେଇଙ୍କ ଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ସକାଳ 9 ଟା 12ରୁ 9ଟା 27 ମଧ୍ୟରେ ନବାନ୍ନ ଲାଗି...

ପୋକରା ଛତୁଆର ତଦନ୍ତ ହେବ

ବର୍ଷ ବର୍ଷ ଧରି ରାଜ୍ୟ ସରକାର ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଛତୁଆ ଯୋଗାଇ ଆସୁଛନ୍ତି । ଶିଶୁ ଓ ମହିଳାଙ୍କୁ ପୁଷ୍ଟିକର ଛତୁଆ ଯୋଗାଇ ଦେବା ପାଇଁ ସରକାରଙ୍କ ଏ ବ୍ୟବସ୍ଥା କିନ୍ତୁ ଅବ୍ୟବସ୍ଥାରେ ପରିଣତ ହୋଇଛି ।...

କେନ୍ଦ୍ର ସରକାରଙ୍କ ନୂଆ ପେନସନ ସ୍କିମ ୟୁପିଏସ୍

କେନ୍ଦ୍ର କ୍ୟାବିନେଟ ଆଜି ନୂଆ ପେନସନ ସ୍କିମ୍ ୟୁନିଅନ ପେନସନ ସ୍କିମକୁ ମଂଜୁରୀ ଦେଇଛି । ନୂଆ ପେନସନ ସ୍କିମ ଦ୍ବାରା ପ୍ରାୟ 23 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ ବୋଲି କୁହାଯାଇଛି । ପୂର୍ବରୁ ପ୍ରଚଳିତ ନ୍ୟାସନାଲ...

ଆସିଲା ସୁଭଦ୍ରା ଯୋଜନା ଗାଇଡଲାଇନ୍, କେମିତି ଆବେଦନ କରିବେ ?

ସୁଭଦ୍ରା ଯୋଜନାର ଗାଇଡଲାଇନକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେବା ପରେ ଏହି ଯୋଜନାରେ କେଉଁବର୍ଗର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ ତାହା ସ୍ପଷ୍ଟ ହୋଇଛି । ନିର୍ବାଚନ ବେଳେ ରାଜ୍ୟ ବିଜେପି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ସହାୟତା ଦେବାକୁ...

ଭୁଷୁଡୁଛି ବିଜେଡି ଦୁର୍ଗ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦ ହାତେଇଲା ବିଜେପି

ଆଜି ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ କୁମାରୀ ଦାସ ନିର୍ବାଚନ ଜିତିଛନ୍ତି । ପୂର୍ବତନ ବିଜେଡି ବିଧାୟକ ସୂର୍ଯ୍ୟମଣୀ ବୈଦ୍ୟଙ୍କ ସ୍ବାମୀ ଦୈତାରୀ ବେହେରାଙ୍କୁ ସେ ପରାସ୍ତ କରିଛନ୍ତି । ମୋଟ...

ପାଞ୍ଚବର୍ଷରେ 500 ଆଦିବାସୀ ଗାଁର ବିକାଶ କରିବୁ

ଆସନ୍ତା ପାଞ୍ଚବର୍ଷରେ 500 ଆଦିବାସୀ ଗାଁକୁ ବିକଶିତ କରିବୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମହାତ୍ମାଗାନ୍ଧି ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବରେ ଯୋଗ ଦେଇ ଏହା ଘୋଷଣା କରିଛନ୍ତି ।

ପାଣ୍ଡୁଙ୍କ ନୂଆ ଫଣ୍ଡା : ବବି ବାଦ୍, ଦେବୀ ମିଶ୍ରଙ୍କୁ ଦାୟିତ୍ବ

ଭୁବନେଶ୍ବର : ବିଜେଡି ଗଢିଲା ନୂଆ କମିଟି । ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ 15 ଜଣ ସଦସ୍ୟ ରହିଛନ୍ତି । ଏହି କମିଟି ବିଜୁ ଜନତା ଦଳର ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ସଞ୍ଚାଳନ କ୍ଷେତ୍ରରେ ସମନ୍ବୟ...

ଅଷ୍ଟ୍ରେଲିଆକୁ ହରାଇବା ପାଇଁ ଭାରତକୁ 52 ବର୍ଷ ଲାଗିଲା

ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇବା ପାଇଁ ଭାରତୀୟ ହକି ଟିମକୁ 52 ବର୍ଷ ଲାଗିଗଲା । ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ହକି ଟିମ୍ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଛି । 1972 ଅଲିମ୍ପିକ୍ସରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା...

ନେତା ବିଜେଡି ଛାଡିବା ପାଇଁ ତୟାର୍

ସମୟ ଥିଲା, ବିଜେଡିରେ ମିଶିବା ପାଇଁ ନେତାମାନେ ବାଟ ଖୋଜୁଥିଲେ । ବିଜେଡି ଟିକଟ ପାଇବାକୁ ବ୍ୟାକୁଳ ହେଉଥିଲେ । ବିଜେଡିରେ ଯୋଗଦେଇ ରାଜନୈତିକ ଭବିଷ୍ୟତ ତିଆରି କରିବାକୁ, କ୍ଷମତା ଓ ପଦପଦବୀ ହାତେଇବାକୁ ଲବି କରୁଥିଲେ । କ୍ଷମତାରୁ...

କାହିଁକି ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । କୁଡୁମି ସଂପ୍ରଦାୟର ମମତାଙ୍କୁ ବିଜେଡି 2020ରେ ରାଜ୍ୟସଭାକୁ ପଠାଇଥିଲା । 2026 ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଥିବା ବେଳେ ଆଜି ସେ ସାଂସଦ ପଦରୁ ଇସ୍ତଫା...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...