ଭାରତ ଓ ମରିସସ ସମ୍ପର୍କ ରେ ନୁଆ ଅଧ୍ୟାୟ
କାଶୀରେ ମରିସସ୍ ପ୍ରଧାନମନ୍ତ୍ରୀ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି। ଏହା ସମୟରେ ଭାରତ ୨୧୫ ମିଲିୟନ୍ ଡଲାରର ସହାୟତା ଘୋଷଣା କରିଛି। ମୋଦି ସ୍ପଷ୍ଟ କରିଛନ୍ତି ଯେ, ଏହା କେବଳ ସହାୟତା ନୁହେଁ,...
ଶପଥ ନେଲେ ସିପି ରାଧାକ୍ରିଷ୍ଣନ୍
ଶୁକ୍ରବାର ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ସିପି ରାଧାକ୍ରିଷ୍ଣନ୍ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳ ୧୦.୧୦ ମିନିଟରେ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଜଣେ...
ସିକ୍କିମ୍ରେ ଭୟଙ୍କର ଭୂସ୍ଖଳନ
ସିକିମରେ ଭୟଙ୍କର ଭୂସ୍ଖଳନ ହେତୁ ଚାରିଜଣ ମୃତ୍ୟୁ ବରଣ କରିଛନ୍ତି। ତିନିଜଣ ଲୋକ ଏବେବି ନିଖୋଜ ଅଛନ୍ତି। ପୋଲିସ, ଏସଏସବି ଏବଂ ସ୍ଥାନୀୟ ଲୋକମାନେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇ, ଦୁଇଜଣ ମହିଳାଙ୍କୁ ବାହାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ...
ନେପାଳ ରୁ ସୁରକ୍ଷିତ ଭାବେ ଫେରିଲେ ୨୩ ଓଡ଼ିଆ ଯାତ୍ରୀ
ନେପାଳ ରେ ଫସିଛନ୍ତି ଶତାଧିକ ଓଡ଼ିଆ । କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଏକାଧିକ ପ୍ରବାସୀ ନେପାଳରେ ଫସି ରହିଛନ୍ତି । ସେଠାରେ ହିଂସା ବ୍ୟାପକ ହେଉଥିବା ବେଳେ ପରିବାର ପୋଷିବାକୁ ଯାଇଥିବା ମୁରବୀଙ୍କୁ ନେଇ ଚିନ୍ତାରେ ଘର ଲୋକ ।...
ଏନକାଉଣ୍ଟରରେ ଟଳିଲେ ୧୦ ମାଓବାଦୀ
ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କୁ ନିହତ କରିଛନ୍ତି। ନିହତ ନକ୍ସଲଙ୍କ ମଧ୍ୟରେ ଭୟଙ୍କର ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ ବାଲକୃଷ୍ଣ ମଧ୍ୟ ଅଛନ୍ତି। କୁହାଯାଉଛି ଯେ ନକ୍ସଲ କମାଣ୍ଡର ମନୋଜ...
ଇସ୍ତଫା ଦେଲେ ବିଜେଡ଼ି ଯୁବ ନେତା ହରିଶଙ୍କର
ବିଜୁ ଯୁବ ସଭାପତି ଚୟନ ପ୍ରତି ଅସନ୍ତୁଷ୍ଟ ହୋଇ ହରିଶଙ୍କର ରାଉତ ଇସ୍ତଫା ଦେଇଛନ୍ତି । ସେ କିଛି ଦିନ ପୂର୍ବରୁ ମଧ୍ୟ କହିଥିଲେ ଯେ, ଦଳ ତାଙ୍କୁ ପ୍ରତିଶ୍ରୁତି ଦେଇ ଧୋକା ଦେଇଛି । ଇସ୍ତଫା...
ନେପାଳ ଜେଲରୁ ଫେରାର କଏଦୀଙ୍କୁ ଧରିଲା ଏସଏସବି
ନେପାଳରେ ହୋଇଥିବା ହିଂସା ଓ ଅସ୍ଥିରତାର ସୁଯୋଗ ନେଇ କଏଦୀମାନେ ଜେଲରୁ ଫେରାର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କୁ ଭାରତ-ନେପାଳ ସୀମାରେ ଏସଏସବି ଧରିବାରେ ସଫଳ ହୋଇଛି । ୨୨ କଏଦୀ ଉତ୍ତର ପ୍ରଦେଶରେ, ୧୦ ବିହାରରେ...
କ୍ୟାବିନେଟ୍ ବୈଠକରେ ନିଆଗଲା ୫ ବଡ଼ ନିଷ୍ପତ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ୨୬ତମ କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବ ଉପରେ ମୋହର ବାଜିଛି । ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ମୋଟର ଭେଇକିଲ୍ ଆକ୍ଟ ସଂଶୋଧନ ପ୍ରସ୍ତାବ...
ବିଜେଡି ନେତାଙ୍କ ବିସ୍ଫୋରକ ବୟାନ
ବିଜେଡି ପରିଚାଳନାକୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସିଧା କଥା କହିଛନ୍ତି। ବିଜେଡିକୁ ଏମିତି ଚେତାବନୀ ଦେଇଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ । ଠିକ୍ ଢଙ୍ଗରେ ନ ଚାଲିଲେ ଦଳ ଠାରୁ ଦୂରେଇବି । ଦେବାଶିଷ ସାମନ୍ତରାୟ,...
ଆସନ୍ତା କାଲି ଶପଥ ନେବେ ଉପରାଷ୍ଟ୍ରପତି
ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରି NDA ପ୍ରାର୍ଥୀ ରାଧାକ୍ରିଷ୍ଣନ୍ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ୪୫୨ ଭୋଟ୍ ମିଳିଥିବା ବେଳେ ବିରୋଧୀ ପ୍ରାର୍ଥୀ ଏବଂ...


















