27.8 C
Bhubaneswar
Friday, July 31, 2026
-Advertisement-

ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ

ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରୁଛନ୍ତି. ଏ ନେଇ ଗଜପତି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି. ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର...

ରାଉରକେଲାରେ ରାହୁଲଙ୍କ ଗ୍ୟାରେଣ୍ଟି କାର୍ଡ

ଭୁବନେଶ୍ୱର ଓ ଭବାନୀପାଟଣାରେ ପ୍ରତିଶ୍ରୁତି ପରେ ରାଉରକେଲା ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରିଛନ୍ତି । ଜଙ୍ଗଲ, ଜମି, ଜଳର ସୁରକ୍ଷା, କୃଷକଙ୍କୁ ଋଣଛାଡ, ଧାନର ଏମଏସପି ୨୬ ଶହକୁ ବୃଦ୍ଧି, ରୋଜଗାର, ଫୁଡ୍...

ପାରାଦୀପରେ 11 ହଜାର କୋଟିର ପ୍ରକଳ୍ପ

ଆଗାମୀ ଭବିଷ୍ୟତରେ ପାରାଦ୍ୱୀପ ପୋର୍ଟରେ ୧ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଯୋଜନା ରହିଛି ଯେଉଁଥିରେ ୫୦ ହଜାର ଯୁବକଙ୍କକୁ ନିଯୁକ୍ତି ମିଳିବ । ଆଗାମୀ ଦିନରେ ପାରାଦ୍ୱୀପ ପୋର୍ଟ ଦେଶର ଏକ ନମ୍ବର ମାନ୍ୟତା ପାଇବ ।...
video

ନବୀନ ଓଡିଶାର ବିକାଶ ପୁରୁଷ

ବିଜେଡ଼ିରେ ଯୋଗଦେଲେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ । ରାହୁଲଙ୍କ ଭବାନୀପାଟଣା ଓ ରାଉରକେଲା ଗସ୍ତ ବେଳେ ସୁନ୍ଦରଗଡର ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ଶଙ୍ଖ ଫୁଙ୍କିଛନ୍ତି । ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କର...

କଂଗ୍ରେସ କ୍ଷମତାକୁ ଆସୁ ତା ପରେ…

ଭାରତର ଆତ୍ମାକୁ କଂଗ୍ରେସ ହିଁ ଜାଣିଛି । ଗରିବଙ୍କ ବିକାଶ ପାଇଁ କଂଗ୍ରେସ ଯୋଜନା କରୁଛି । କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ଼ ହେବ,ଧାନର ଏମ୍‌ଏସ୍‌ପି ବଢ଼ିବ ଓ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଇଦିଆଯିବ । ଛତିଶଗଡରେ କଂଗ୍ରେସ...
video

71 ବର୍ଷ ବୟସରେ ପରଲୋକ

ପରଲୋକରେ ଆସ୍କା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଲଡୁ କିଶୋର ସ୍ୱାଇଁ. ବୁଧବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ମୃତ୍ୟୁବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା. ଲଡୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ...

ଜାତୀୟ ନେତାଙ୍କ ଘନଘନ ଗସ୍ତ

ଫୋକସରେ ଓଡିଶା । ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ଓଡିଶାକୁ ଜାତୀୟ ଦଳର ରାଜନେତାମାନେ ଘନ ଘନ ଗସ୍ତ କରୁଛନ୍ତି । ଦୀର୍ଘ ୧୯ ବର୍ଷ ଧରି କ୍ଷମତାରେ ଥିବା ନବୀନ ସରକାରଙ୍କୁ  ଘେରିବା ପାଇଁ ସମସ୍ତେ ପ୍ରୟାସ...
video

ଦିଦି ମିଛ କହିଲେ

ପଶ୍ଚିମବଙ୍ଗରେ ସିବିଆଇକୁ ନେଇ ଚାଲିଥିବା ଝାମେଲାରେ ତାଙ୍କ ସହ ଟିଏମସିର କେହି ଯୋଗାଯୋଗ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ପଷ୍ଟ କରିଛନ୍ତି. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ....
video

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ମମତା କହିଲେ ନୈତିକତାର ବିଜୟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିବିଆଇ ମଧ୍ୟରେ ଚାଲିଥିବା ଲଢେଇକୁ ନେଇ ସୁପ୍ରିମକୋର୍ଟ ଆଜି ଶୁଣାଣୀ କରିଛନ୍ତି. କୋଲକାତା ସିଟି ପୋଲିସ କମିଶନର ରାଜୀବ କୁମାର, ଶାରଦା ଚିଟଫଣ୍ଡ ମାମଲାର ତଦନ୍ତରେ ସିବିଆଇକୁ ସହଯୋଗ କରିବାକୁ କୋର୍ଟ କହିଛନ୍ତି....
video

ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଓ ନବରଙ୍ଗପୁର ଗସ୍ତ

ମଙ୍ଗଳବାର କୋରାପୁଟ ନବରଙ୍ଗପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବରଙ୍ଗପୁରରେ ୧୦୯୭ କୋଟି ଟଙ୍କା ବ୍ୟୟରେ ୧୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।ଉମରକୋଟରେ ଆୟୋଜିତ ସମାବେଶରେ ଉଦବୋଧନ ଦେଇ କେନ୍ଦ୍ର ଉପରେ ଖୁବ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...