28.9 C
Bhubaneswar
Wednesday, July 29, 2026
-Advertisement-

ଟିଏମସିକୁ ଝଟକା,କଂଗ୍ରେସରେ ମିଶିଲେ ସାଂସଦ ମୌସମ ନୂର

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସିକୁ ମିଳିଛି ବଡ ଝଟକା । ଟିଏମସିର ରାଜ୍ୟସଭା ସାଂସଦ ବେନଜୀର ନୁର ଶନିବାର କଂଗ୍ରେସରେ ସାମିଲ ହୋଇଛନ୍ତି । ସୁଚନା ଅନୁଯାୟୀ ମୌସମ ନୂର କଂଗ୍ରେସରୁ...

ଅଟୋ ଚାଳକଙ୍କ ଜୀବନ ନେଲା ଆମ ବସ

ଆଜି ଆଉ ଏକ ଜୀବନ ନେଲା ଆମ ବସ୍। ରାଜଧାନୀର ରୂପାଲି ଛକରେ ହୋଇଛି ଭୟଙ୍କର ଦୁର୍ଘଟଣା। ଅଟୋଟି ରାସ୍ତାରେ ଯାଉଥିବା ବେଳେ ପଛପଟରୁ ଧକ୍କା ଦେଇଥିଲା ଆମ ବସ୍, ଏହା ଫଳରେ ଅଟୋଟି ମାଡ ହୋଇ...

ବାଂଲାଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରି ବିବାଦରେ ଫସିଲେ ଶାହରୁଖ ଖାନ

କେକେଆର(କୋଲକାତା ନାଇଟ୍ ରାଇଡର୍ସ)ର ମାଲିକ ଶାହରୁଖ ଖାନ ଜଣେ ବାଂଲାଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରିବା ନେଇ ବିବାଦରେ ଫସିଛନ୍ତି । ଏବେ ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ହଟାଇବା ପାଇଁ ତାଙ୍କ ଉପରେ ଚାପ ବଢ଼ୁଛି।ଆଧ୍ୟାତ୍ମିକ...

ସାଉଦି ଆରବ ଏବଂ ୟୁଏଇ ମଧ୍ୟରେ ଭୟଙ୍କର ଯୁଦ୍ଧରେ ୨୦ ଜଣଙ୍କ ମୃତ୍ୟୁ

ପୁଣି ଥରେ ହିଂସାତ୍ମକ ମୋଡ଼ ନେଇଛି ୟେମେନରେ ଦୀର୍ଘ ସମୟ ଧରି ଚାଲିଥିବା ସଂଘର୍ଷ । ଶୁକ୍ରବାର ସାଉଦି ନେତୃତ୍ୱାଧୀନ ଏକ ସାମରିକ ମେଣ୍ଟ ବିମାନ ଆକ୍ରମଣ ସହିତ ୟୁଏଇ-ସମର୍ଥିତ ଦକ୍ଷିଣ ଟ୍ରାଞ୍ଜିସନାଲ କାଉନସିଲ ଘାଟିକୁ ଟାର୍ଗେଟ...

ମନମୋହନଙ୍କ ମନ ବୁଝୁନି

ଭୁବନେଶ୍ବର : ଦଳ କ୍ଷମତାରେ । ଦଳକୁ କ୍ଷମତାକୁ ଆଣିବା ପାଇଁ  ରାଜ୍ୟ ସଭାପତି ମନମୋହନ ସାମଲ କିଛି କମ୍ ପରିଶ୍ରମ କରି ନ ଥିଲେ । ଏମିତିକି ବିଜେଡି ସହ ମେଣ୍ଟ ନ କରି ଏକାକୀ...

ଭିଜିଲାନ୍ସ ଜାଲରେ ପଡ଼ିଲେ ତହସିଲଦାର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଗିରଫ କଲା ଭିଜିଲାନ୍ସ। ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍। ଚଢାଉ ବେଳେ...

ଟ୍ରମ୍ପଙ୍କୁ ଲାଗିଲା ଶକ୍ତ ଝଟକା: ଜାନୁଆରୀରୁ ଜିରୋ ଟାରିଫ୍

ଆମେରିକାକୁ ଲାଗିଛି ଶକ୍ତ ଝଟ୍‌କା । ଏବେ ଫେଲ୍ ହେଲା ଟ୍ରମ୍ପଙ୍କ ଟାରିଫ୍ ନୀତି । ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇଛି , କିନ୍ତୁ ତାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ...

ପ୍ରବାସୀ ଶ୍ରମିକଙ୍କ ହତ୍ୟାକୁ ନେଇ ଦୃଢ ନିନ୍ଦା କଲେ ମମତା

ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ତିନି ଜଣ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି ଉପରେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ...

ପ୍ରଧାନମନ୍ତ୍ରୀଙ୍କ ୨୦୨୫ ‘ମନ୍ କୀ ବାତ୍’: ୨୦୨୬ରେ ନୂଆ ଆଶା-ନୂଆ ସଂକଳ୍ପ

ଚଳିତ ବର୍ଷର ଶେଷ ‘ମନ୍ କୀ ବାତ୍’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କ୍ରୀଡ଼ାଠୁ ଆରମ୍ଭ କରି ମହାକାଶ ଯାତ୍ରା ପର୍ଯ୍ୟନ୍ତ ୨୦୨୫ ଅନେକ ସଫଳତା ଦେଇଥିବାବେଳେ ୨୦୨୬ରେ ଦେଶ ନୂଆ ଆଶା ଏବଂ ନୂଆ...

ଡେରାଡୁନରେ ତ୍ରିପୁରାର ଆଦିବାସୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା

ଉତ୍ତରାଖଣ୍ଡ ଡେରାଡୁନରେ ଜାତିଆଣ ଆକ୍ଷେପକୁ ନେଇ ଜଣେ ପଢ଼ୁଥିବା ଆଦିବାସୀ ଡାକ୍ତର ଛାତ୍ରଙ୍କୁ ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଛି । ମୃତ ଛାତ୍ର ହେଲେ ତ୍ରିପୁରାର ଆଞ୍ଜେଲ୍ ଚକମା । ଆଞ୍ଜେଲ୍ ଡେରାଡୁନରେ ଜିଜ୍ଞାସା ବିଶ୍ୱବିଦ୍ୟାଳୟ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...