31.1 C
Bhubaneswar
Thursday, May 9, 2024
-Advertisement-

ଚାକିରୀରୁ ବିଦା ହେଲେ 450 କର୍ମଚାରୀ

ଖରାପ ପରଫର୍ମାନ୍ସ ପାଇଁ ଓ୍ବିପ୍ରୋ କଂପାନୀ 450 ଜଣ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛି । ବିଦା ହୋଇଥିବା କର୍ମଚାରୀଙ୍କୁ ନୂଆ ନିଯୁକ୍ତି ଦେଇଥିଲା ଓ୍ବିପ୍ରୋ । ତେବେ ନିଯୁକ୍ତି ପରେ କଂପାନୀ ସେମାନଙ୍କୁ ତାଲିମ ଦେଇଥିଲା ଏବଂ ତାଲିମ...

ମୂଲ୍ୟ ରହିଛି ୩୫ ହଜାର

ପେଟ୍ରୋଲ ଦାମ୍ ରୁ ରକ୍ଷା ପାଇବା ପାଇଁ ଏବେ ଲୋକମାନେ ବାଛୁଛନ୍ତି ନିଜ ପ୍ରିୟ କମ୍ପାନୀର ବିଦ୍ୟୁତଚାଳିତ ଗାଡି । କେଉଁ ବିଦ୍ୟୁତ୍‌ଚାଳିତ ଗାଡିର ଦାମ କେତେ , ଫିଚର କାହାର କଣ ରହିଛି ସେ ସବୁକୁ ଦେଖି ଗାଡି...

ଅପେକ୍ଷାର ଅନ୍ତ, ଲଞ୍ଚ ହେଲା ମାରୁତିର ନୂଆ ଏସୟୁଭି-ଭିଟାରା

ଭାରତୀୟ ବଜାରରେ ଲଞ୍ଚ ହେଲା ମାରୁତି ସୁଜିକିର ନୂଆ ଏସୟୁଭି-ଭିଟାରା । ଫେଷ୍ଟିବ୍ ସିଜିନ ପୂର୍ବରୁ ଏହି କାରକୁ ଲଞ୍ଚ କରିଛି କମ୍ପାନୀ । ମାରୁତିର ଏହି ବହୁପ୍ରତିକ୍ଷିତ ଏସୟୁଭିର ବୁକିଂ ଆରମ୍ଭ ହୋଇଯାଇଛି । ୫୫ ହଜାରରୁ...

ଦୁନିଆର ସବୁଠୁ ମହଙ୍ଗା ସେୟାର

ସେୟାର ବଜାରରେ ଗୋଟିଏ ସେୟାରର ମୂଲ୍ୟ ସର୍ବାଧିକ କେତେ ହେବ ? ଶହ, ହଜାର, ଲକ୍ଷ ନା କୋଟିରେ ଦେଖିବାକୁ ଚାହୁଁଛନ୍ତି ? ସବୁବେଳେ ସେୟାର ବଜାରରେ ନିରାପଦ ନିବେଶ ପାଇଁ ଅଳ୍ପ ଅର୍ଥ ବିନିଯୋଗ କରିବାକୁ ପରାମର୍ଶ...

କ୍ୟାରିୟର ଗାଇଡ୍ ଉନ୍ମୋଚିତ

ଭୁବନେଶ୍ୱରର ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍୨୦୨୧’ ଏଠାରେ ଉନ୍ମୋଚିତ ହୋଇଛି । ଆଇଆରସି ଭିଲେଜସ୍ଥିତ ‘ୟୁସିସିଆଇ’ ପରିସରରେ ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ମାନି ଆନୁଷ୍ଠାନିକ ସଭା କିମ୍ବା ଅଭିଭାଷଣ ବିନା ଅନୁଷ୍ଠିତ ହୋଇଥିବା...

ଭୁବନେଶ୍ବରରେ ଫେସନ୍ ଡିଜାଇନିଂର ନୂଆ ସୋରୁମ୍ ‘ମ୍ରିଗିକା’

ଭୁବନେଶ୍ବର ରବିଟକିଜ ଛକ ନିକଟରେ ଫେସନ ଡିଜାଇନିଂର ନୂଆ ସୋରୁମ୍ ମ୍ରିଗିକାର ଗ୍ରାଣ୍ଡ୍ ଓପନିଂ । ଯୁବ ଫେସନ ଡିଜାଇନର ଗୁଡଲିଙ୍କ ନିଜସ୍ବ ବ୍ରାଣ୍ଡ୍ ମ୍ରିଗିକାର ଏହି ସୋରୁମକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।...

ରୋଷେଇ ଘରେ ମହଙ୍ଗା ମାଡ, ବଢିଲା ଏଲପିଜି ଗ୍ୟାସ ଦର

ଦେଶରେ ପେଟ୍ରୋଲ , ଡିଜେଲ ଦର ରେକର୍ଡ ଭାଙ୍ଗିଥିବାବେଳେ ଏବେ ଏଲପିଜି ଦର ବୃଦ୍ଧି ଖାଉଟିଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବ । ଆଜିଠୁ ବଢିଲା ଘରୋଇ ଏଲପିଜି ସିଲିଣ୍ଡର ଦର । ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା...

ଜିଓର ନୂଆ ପ୍ଲାନ, ବର୍ଷେ ପାଇଁ ଫ୍ରି କଲ୍ ସହ ପାଇବେ ୩ଜିବି ଡାଟା

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଏକ ନୂଆ ପ୍ରିପେଡ ପ୍ଲାନ୍ । ଯାହାର ନାଁ ରହିଛି ସାଇଲେଣ୍ଟଲି ଲଙ୍ଗ୍ ଭ୍ୟାଲିଡିଟି । ଜିଓର ଏହି ପ୍ଲାନର ମୂଲ୍ୟ ରହିଛି ୩,୪୯୯ ଟଙ୍କା । ୩ଜିବି ଡାଟା ସହ...

ମହଙ୍ଗା ହେଲା ଏଟିଏମରୁ ଟଙ୍କା ଉଠାଣ

ଏଟିଏମରୁ କ୍ୟାସ୍ ଉଠାଣ ନିମୟରେ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ଗତ ଗୁରୁବାର ଏଟିଏମ୍ ଟ୍ରାନଜାକ୍ସନ ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରିବାକୁ ଅନୁମତି ଦିଆଯାଇଛି । ଏବେ ଜାନୁୟାରୀ ୨୦୨୨ରୁ ନିର୍ଦ୍ଧାରିତ ଲିମିଟରୁ ଅଧିକ...

କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ କରିବ ମିତ୍ତଲ

କେନ୍ଦ୍ରାପଡାରେ ଇସ୍ପାତ କାରଖାନା କରିବ ଆର୍ସେଲର ମିତ୍ତଲ । ଆର୍ସେଲର ମିତ୍ତଲ କଂପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ପରେ ରାଜ୍ୟ ସରକାର ଓ ଆର୍ସଲର ମିତ୍ତଲ କଂପାନୀ ମଧ୍ୟରେ...
- Advertisement -

Latest article

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...

ଓଡିଶା ୱମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ

ଭୁବନେଶ୍ୱର: ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍) ଏବଂ...