ସୁସ୍ଥ ହୋଇ ଫେରିଲେ ପପୁ ପମପମ୍
ଦୀର୍ଘ ଦିନ ହେବ ଦିଲ୍ଲୀ ଏମ୍ସ୍ ରେ ଚିକିତ୍ସାଧୀନ ଥିଲେ ଓଡିଆ କମେଡି କିଙ୍ଗ୍ ତତ୍ତ୍ୱପ୍ରକାଶ ଶତପଥୀ. ବର୍ତ୍ତମାନ ସୁସ୍ଥ ଥିବା କଥା ଟ୍ୱିଟର ମାଧ୍ୟମରେ ନିଜର ଅଗଣିତ ଫ୍ୟାନମାନଙ୍କୁ ଜଣାଇଛନ୍ତି ନିଜେ ପପୁ.ସେ କହିଛନ୍ତି ଯେ ଓଡିଶାବାସୀଙ୍କ ଭଲପାଇବା...








