ଦୀର୍ଘ ଦିନ  ହେବ ଦିଲ୍ଲୀ ଏମ୍ସ୍ ରେ ଚିକିତ୍ସାଧୀନ ଥିଲେ ଓଡିଆ କମେଡି କିଙ୍ଗ୍ ତତ୍ତ୍ୱପ୍ରକାଶ ଶତପଥୀ. ବର୍ତ୍ତମାନ ସୁସ୍ଥ ଥିବା କଥା ଟ୍ୱିଟର ମାଧ୍ୟମରେ  ନିଜର ଅଗଣିତ ଫ୍ୟାନମାନଙ୍କୁ ଜଣାଇଛନ୍ତି ନିଜେ ପପୁ.ସେ କହିଛନ୍ତି ଯେ ଓଡିଶାବାସୀଙ୍କ ଭଲପାଇବା ଓ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆଜି ସେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି.ଏବେ ପପୁ ଭଲ ଥିବା କଥା କହିଛନ୍ତି.

LEAVE A REPLY

Please enter your comment!
Please enter your name here