ଗିରଫ ହେଲେ ମିକା ସିଂ
ଗିରଫ ହୋଇଛନ୍ତି ପୁପୁଲାର ବଲିଉଡ ସିଙ୍ଗର ମିକା ସିଂହ । ଦୁବାଇରୁ ପୋଲିସ ତାଙ୍କୁ ଗିରଫ କରିଛି । ବ୍ରାଜିଲର ଜଣେ ୧୭ ବର୍ଷୀୟା ମଡେଲଙ୍କୁ ଅଶ୍ଲୀଳ ଫଟୋ ପଠାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି ।
ସୁଚନାଅନୁସାରେ, ସିଙ୍ଗର...
କାହିଁକି ଆଉ ଅଭିନୟ କରିବେନି କମଲ୍ ?
ଆଜ୍ଞା ହଁ, ଆପଣ ଠିକ୍ ପଢିଲେ. ଆଉ ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଥିବ. ତେବେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହି ଖବର ସତ୍ୟ ଅଟେ. ଏଣିକି ଆଉ ଅଭିନୟ କରିବେନି ଏହି ଅଭିନେତା ଜଣକ. ଉଭୟ ସାଉଥ୍...
‘ସିମ୍ବା’ର ଟ୍ରେଲର ରିଲିଜ
ରଣବୀର ସିଂ ଓ ସାରା ଅଲ୍ଲୀ ଖାନ୍ ଅଭିନୀତ ଫିଲ୍ମ ‘ସିମ୍ବା’ର ଟ୍ରେଲର ରିଲିଜ ହୋଇଛି. ଯେଉଁଥିରେ ରଣବୀର ଓ ସାରାଙ୍କୁ ଲିଡ୍ ରେ ଦେଖିବାକୁ ମିଳିଛି. ତେବେ ଫିଲ୍ମଟି ବକ୍ସ ଅଫିସ୍ ରେ ଭଲ ପ୍ରଦର୍ଶନ କରିବ ବୋଲି...
ବିଦେଶୀ ବୋହୂ ସାଜିଲେ ଦେଶୀ ଗାର୍ଲ
ବଲିଉଡ୍ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ଅଭିନେତା ତଥା ଗାୟକ ନିକ୍ ଜୋନ୍ସ ରବିବାରଦିନ ରାଜସ୍ଥାନର ଯୋଧପୁରସ୍ଥିତ ଉମେଦ ଭବନ ପ୍ୟାଲେସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି. ଏହି ପ୍ରେମୀଯୁଗଳ ଶନିବାରଦିନ ଖ୍ରୀଷ୍ଟିୟାନ ପରମ୍ପରା ଅନୁସାରେ ବିବାହ...
ବିବାହ କରିବେ ହଟ୍ ଗାର୍ଲ ରାକ୍ଷୀ ସାୱନ୍ତ
ଦୀପିକା-ରଣବୀର ଏବଂ ପ୍ରିୟଙ୍କା-ନିକଙ୍କ ପରେ ଏବେ ଆଉ ଜଣେ ବଡ଼ ସେଲିବ୍ରିଟିଙ୍କ ବିବାହ ଖବର ସାମ୍ନାକୁ ଆସିଛି। ଏହି ସେଲିବ୍ରିଟି ଜଣକ ଆଉ କେହି ନୁହଁନ୍ତି ହଟ ଗାର୍ଲ ରାକ୍ଷୀ ସାୱନ୍ତ । ରାକ୍ଷୀ ସାୱନ୍ତ ତାଙ୍କ ପାଇଁ ବର...
ବିବାହ ପାଇଁ ଯୋଧପୁର ଗଲେ ନିକ୍-ପ୍ରିୟଙ୍କା
ବଲିଉଡରେ ବର୍ତ୍ତମାନ ଚାଲିଛି ୱେଡିଂ ସିଜିନ୍. ଜଣକ ପରେ ଜଣଙ୍କର ବାଜୁଛି ସାହାନାଇ. ଗତ କିଛିଦିନ ପୂର୍ବରୁ ଦୀପିକା-ରଣବୀରଙ୍କର ଇଟାଲୀରେ ବିବାହ ସମ୍ପନ୍ନ ହୋଇଥିବା ବେଳେ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ହଲିଉଡ୍ ଅଭିନେତା ତଥା କଣ୍ଠଶିଳ୍ପୀ...
ପରଦାରେ ‘2.0’
ସବୁଠାରୁ ହାଇବଜେଟ୍ ଫିଲ୍ମ କୁହାଯାଉଥିବା ‘2.0’ ବହୁ ପ୍ରତୀକ୍ଷା ଓ ବାଦ ବିବାଦର ଅନ୍ତ ଘଟାଇ ଶେଷରେ ବଡପରଦାରେ ମୁକ୍ତିଲାଭ କରିବାକୁ ଯାଉଛି. ଏହି ଫିଲ୍ମଟି ରିଲିଜ୍ ପୂର୍ବରୁ ଦର୍ଶକଙ୍କ ମନରେ ବେଶ୍ ରୋମାଞ୍ଚ ସୃଷ୍ଟି କରିଛି. ଯାହାକୁ ନେଇ...
ରିଲିଜ୍ ପୂର୍ବରୁ ବିବାଦରେ ‘2.0’
ସବୁଠୁ ହାଇବଜେଟ ଫିଲ୍ମ କୁହାଯାଉଥିବା ଫିଲ୍ମ '2.0' ରିଲିଜ୍ ର ଗୋଟିଏ ଦିନ ପୂର୍ବରୁ ପୁଣି ବିବାଦରେ ଛନ୍ଦି ହୋଇଛି. ସୂଚନା ଅନୁସାରେ, ସିଓଏଆଇ Cellular Operators Association of India (COAI) '2.0' ର ଫିଲ୍ମ ମେକରଙ୍କ ନାମରେ...
ଶିଶୁ କନ୍ୟାର ଜନନୀ ହେଲେ ନେହା ଧୁପିଆ
ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଗତ ରବିବାର ଦିନ ମୁମ୍ବାଇର ଓମେନ୍ସ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି. ଏହି ଖବର ନେହାଙ୍କର ଜଣେ ଘନିଷ୍ଠ ବନ୍ଧୁ ତଥା ମଡେଲ ସୋଫି ଚୌଧୁରୀ ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରକାଶ...
ଗଣ ମାଧ୍ୟମଙ୍କୁ ଶାହରୁଖ ପୁଅଙ୍କ ତାଗିଦ : କହିଲେ “ନୋ ପିକଚର୍ସ”
ବଲିଉଡ୍ ବାଦଶାହା ଶାହରୁଖଙ୍କ ପୁଅ ଅବ୍ରାମ. ଆବ୍ରାମ ହେଉଛନ୍ତି ସେଲିବ୍ରିଟି କିଡଙ୍କ ମଧ୍ୟରୁ ଜଣେ ଯାହାର ନଟଖଟ ଅନ୍ଦାଜ ସୋସିଆଲ ମିଡିଆରେ ପ୍ରାୟତଃ ଦେଖିବାକୁ ମିଳିଥାଏ. ନିକଟରେ ହୋଇଥିବା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଜନ୍ମଦିନ ପାର୍ଟିରେ ଆବ୍ରାମଙ୍କୁ ଦେଖିବାକୁ...












