ମୋଦିଙ୍କ ଭୂମିକା ନିଭାଇବେ ଏହି ଆକ୍ଟର
ବର୍ତ୍ତମାନ ବଲିଉଡରେ ଚାଲିଛି ବାୟୋପିକ୍ ସିଜିନ୍ . ବାୟୋପିକ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ବିଜିନେସ କରୁଛି . ଏହି ପରିପ୍ରେକ୍ଷୀରେ ଖବର ମିଳିଛି ଯେ ବର୍ତ୍ତମାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି,...
ଶାଢୀ ସହ ଟାଏରେ ଅଭିନେତ୍ରୀ ତାପସୀ ପନ୍ନୁ..
କୋର୍ଟରୁମ୍ ଡ୍ରାମାରେ ବେଷ୍ଚ ଫିଲ୍ମ ମୁଲ୍କ୍ କୁ ସିନେପ୍ରେମୀଙ୍କ ବହୁମାତ୍ରାରେ ପ୍ରଶଂସା ମିଳିଛି .ବକ୍ସ ଅଫିସ୍ ରେ ଏହି ସିନେମାଟି ଭଲ ବ୍ୟବସାୟ କରିଥିବାରୁ ଏହି ଟିମ୍ ଏକ ବଡ ପାର୍ଟିର ଆୟୋଜନ କରିଥିଲେ .ଏହି ପାର୍ଟିରେ ଅଭିନେତ୍ରୀ ତାପସୀଙ୍କୁ...
ରିଲିଜ ହେଲା ଫିଲ୍ମ ‘ଟୁମ୍ବାଡ୍’ ର ଟିଜର, ଅକ୍ଟୋବରରେ ହେବ ଫିଲ୍ମ ରିଲିଜ୍
ରିଲିଜ ହୋଇଛି ସୋହମ ଶାହଙ୍କ ଭୟ ଓ ରହସ୍ୟମୟ ଫିଲ୍ମ ‘ଟୁମ୍ବାଡ୍’ ର ଟିଜର. ଟିଜର ରିଲିଜ ହେବା ପରେ ଏହାର ବେଶ ପ୍ରଶଂସା କରିଛନ୍ତି ବଲିଓଡ୍ ର ନାମିଦାମୀ ନିର୍ଦ୍ଦେଶକମାନେ । ‘ସିପ୍ ଅଫ୍ ଥିସିୟସ୍’ ରୁ ବେଶ...
ପରଲୋକରେ ଫିଲ୍ମ ପ୍ରଯୋଜକ କେଶବ ରାଉତ
ଆଉ ନାହାଁନ୍ତି ଲୋକପ୍ରିୟ ଫିଲ୍ମ ପ୍ରଯୋଜକ କେଶବ ରାଉତ । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କଟକ ଶଙ୍କରପୁରସ୍ଥିତ ବାସଭବନରେ ତାଙ୍କର ହୃଦ୍ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ‘ସୁନା...
ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷ ନୁହେଁ
ଚର୍ଚ୍ଚା ଲାଗି ରହୁଥିଲା କି ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷ ହୋଇଥିବ । ଅର୍ଥାତ ବିଷ ଦ୍ୱାରା ସୁଶାନ୍ତ ସିଂଙ୍କୁ ହତ୍ୟା କରାଯାଇଛି । ଏହି କଥାରେ ଆଜି ପୂର୍ଣ୍ଣଛେଦ ପଡିଛି । ସୁଶାନ୍ତ ସିଂ ରାଜପୁତ ମାମଲାରେ...
ସ୍ବାମୀ କଣ କରୁଥିଲେ. କିଛି ଜାଣିନି
ସ୍ବାମୀ କଣ କରୁଥିଲେ, ମୁଁ କିଛି ଜାଣିନି । ମୁମ୍ବାଇ ପୋଲିସକୁ ଏମିତି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଅଶ୍ଳୀଳ ଓ ନଗ୍ନ ଚଳଚ୍ଚିତ୍ର ନିର୍ମାଣ କରି ମୋବାଇଲ ଆପରେ ଛାଡୁଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟବସାୟୀ...
ବଡ ପରଦାରେ ‘ଟୋଟାଲ ଧମାଲ’
ଫିଲ୍ମ ଫ୍ରାଇଡେରେ ବଡ ପରଦାରେ ମୁକ୍ତିଲାଭ କରିଛି ଫିଲ୍ମ ‘ଟୋଟାଲ ଧମାଲ’. ‘ଧମାଲ’ ସିରିଜର ଏହା ହେଉଛି ଆଉ ଏକ ଫିଲ୍ମ. ଏହି ଫିଲ୍ମରେ 90 ଦଶକର ସୁପରହିଟ ଯୋଡି କୁହାଯାଉଥିବା ମାଧୁରୀ ଦୀକ୍ଷିତ ଓ ଅନିଲ କପୁରଙ୍କ ଜବରଦସ୍ତ...
୧୦୦ କୋଟି ବ୍ୟାଙ୍କ୍ ଠକେଇ ମାମଲାରେ ଫସିଲେ ଅଲ୍ଲୁ ଅର୍ଜୁନଙ୍କ ବାପା
ପାନ୍ ଇଣ୍ଡିଆ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ବାପା ଓ ତେଲୁଗୁ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ପ୍ରଯୋଜକ ଅଲ୍ଲୁ ଅରବିନ୍ଦ ମନି ଲଣ୍ଡ୍ରିଂ ଓ ବ୍ୟାଙ୍କ୍ ଠକେଇ ମାମଲାରେ ଇଡିରେ ହାଜର ହୋଇଛନ୍ତି । ଇଡି ଗତ ଶୁକ୍ରବାର ହାଇଦ୍ରାବାଦରେ ତାଙ୍କୁ ୩...
ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ
ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଫୁସ୍ଫୁସ୍ ସଂକ୍ରମଣଜନିତ ସମସ୍ୟା ନେଇ ଭର୍ତ୍ତି, ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ବୁଦ୍ଧାଦିତ୍ୟ ମହାନ୍ତି, ଏକ ଅଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ; ଦେହ ଖରାପ...
କେମିତି ଭୁଲିବି ତୁମକୁ
‘ଆଇ ଲଭ୍ ୟୁ, ଆଇ ମିସ୍ ୟୁ’। ତମ ବିନା ମୋ ହୃଦୟ ଯେମିତି ଭାଙ୍ଗି ପଡିଛି । ମୋତେ ଭଲପାଇବା, ସୁରକ୍ଷା ଦେବା, ମୋର ପ୍ରତି କଥାରେ ଧ୍ୟାନ ରଖିଥିବା ପାଇଁ ଥ୍ୟାଙ୍କ୍ ୟୁ। ତୁମେ ଜୀବନରେ ମୋତେ...











