ଗଣତନ୍ତ୍ର ଦିବସରେ ସାମିଲ ହେବେ ୟୁରୋପର ଦୁଇ ନେତା
୨୦୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ୟୁରୋପୀୟ ସଙ୍ଘର ଦୁଇ ଜଣ ଶୀର୍ଷ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି।ଏବେ ଗଣତନ୍ତ୍ର ଦିବସରେ ଏହି ଦୁଇ ନେତାଙ୍କ ଆଗମନ ଏହା ଦର୍ଶାଉଛି ଯେ, ଏବେ ୟୁରୋପୀୟ ସଙ୍ଘ...
ପହଲଗାମ ଆକ୍ରମଣ: ଚାର୍ଜସିଟ୍ ଦାଖଲ କଲା NIA
ଚଳିତ ବର୍ଷ ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା(NIA) ଜାମ୍ମୁ ସ୍ୱତନ୍ତ୍ର ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ୮ ମାସ ପରେ ଚାର୍ଜସିଟ୍ ଦାଖଲ...
ଟ୍ରମ୍ପଙ୍କ ବିରୋଧରେ କୋର୍ଟରେ ପହଞ୍ଚିଲେ ଆମେରିକାର ୧୯ଟି ରାଜ୍ୟ
ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଜାନୁଆରୀରେ ଆରମ୍ଭ ହେବା ପରଠାରୁ ତାଙ୍କ ପ୍ରଶାସନର ନୀତି ଉପରେ ଡେମୋକ୍ରାଟିକ୍ ରାଜ୍ୟଗୁଡ଼ିକ ସହିତ ବିବାଦ ଜାରି ରହିଛି। ଟ୍ରମ୍ପ ପ୍ରଶାସନର ପ୍ରମୁଖ ନୀତି, H-1B ଭିସାରେ ୧...
ଷ୍ଟାଡିୟମ୍ ପାଲଟିଲା ରଣକ୍ଷେତ୍ର
କୋଲକାତା ସ୍ଥିତ ସଲ୍ଟ ଲେକ୍ ବିବେକାନନ୍ଦ ଯୁବଭାରତୀ ଷ୍ଟାଡିୟମ ଏବେ ରଣକ୍ଷେତ୍ର ପାଲଟିଛି । ଫୁଟବଲ୍ ଖେଳାଳୀ ଲିୟୋନେଲ୍ ମେସିଙ୍କୁ ଦେଖି ନପାରି ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶଂସକମାନେ ଚେୟାର...
ଜନଗଣନା ପାଇଁ ୧୧ ହାଜର ୭୧୮ କୋଟିର ବଜେଟ୍ ମଞ୍ଜୁର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ,୨୦୨୭ ଜନଗଣନା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ...
ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡିସେମ୍ବର ୧୫ ରୁ୧୮ ପର୍ଯ୍ୟନ୍ତ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରିବେ। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୧୫-୧୬ରେ ଜୋର୍ଡାନ ଗସ୍ତ କରିବେ।...
ଇଣ୍ଡିଗୋ ଉପରେ ଡିଜିସିଏର ଆକ୍ସନ
ଡିଜିସିଏ ଶୁକ୍ରବାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦେଶର ବିମାନ ବ୍ୟବସ୍ଥାରେ ଜାରି ଅବ୍ୟବସ୍ଥା ପାଇଁ ଡିଜିସିଏ ଚାରି ଫ୍ଲାଇଟ୍ ଅପରେସନ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛି । ଏହି ଅଧିକାରୀ ଏୟାରଲାଇନର ସୁରକ୍ଷା ଓ...
ଟ୍ରମ୍ପଙ୍କୁ ଚିଠି ଲେଖିଲେ ବିଲୁଚିସ୍ତାନ ନେତା
ପାକିସ୍ତାନକୁ ଆମେରିକୀୟ ସାମରିକ ସହାୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ବାଲୁଚିସ୍ତାନର ବିଚ୍ଛିନ୍ନତାବାଦୀ ନେତା ମୀର ୟାର ବାଲୁଚି । ମୀର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅସୀମ ମୁନିରଙ୍କ ନେତୃତ୍ୱାଧୀନ ସେନା...
ଭାରତର ଷଡଯନ୍ତ୍ର,ଖଣ୍ଡ ଖଣ୍ଡ ହେବ ପାକିସ୍ତାନ
ପାକିସ୍ତାନ ଏବେ ତାର ଚାରିଟି ପ୍ରଦେଶକୁ ୧୨ଟି ଛୋଟ ପ୍ରଦେଶରେ ଭାଗ କରିବାକୁ ଯୋଜନା କରୁଛି। ସୂଚନା ମନ୍ତ୍ରୀ ଅବଦୁଲ ଅଲିମ ଖାନ କହିଛନ୍ତି ଯେ ଏହି ଛୋଟ ପ୍ରଦେଶ ସୃଷ୍ଟି ନିଶ୍ଚିତ ଭାବେ ହେବ।ପାକିସ୍ତାନ ସରକାର...
ଯାତ୍ରୀଙ୍କୁ ୧୦,୦୦୦ ଟଙ୍କା କ୍ଷତିପୂରଣ ଦେବ ଇଣ୍ଡିଗୋ
ଇଣ୍ଡିଗୋ ବିମାନ ବାତିଲ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥିବା ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ ରାଶି । ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ମଧ୍ୟ ଇଣ୍ଡିଗୋ ଘୋଷଣା କରିଛି । ଡିଜିସିଏର ନିର୍ଦ୍ଦେଶ ପରେ ଡିସେମ୍ବର ୩,...



















