ରେକର୍ଡ କଲା ଆରସିବି:୨୯୦୦ କୋଟି ଟଙ୍କା ହେଲା ଦଳର ବ୍ରାଣ୍ଡ ଭାଲ୍ୟୁ
ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ରାଣ୍ଡ୍ ଭାଲ୍ୟୁ ୩୦୦ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨୯୭୯ କୋଟି ଟଙ୍କା ଅତିକ୍ରମ କରିଛି। ହୁଲିହାନ ଲୋକି (Houlihan Lokey) ର ୨୦୨୬ ଆଇପିଏଲ୍ ବ୍ରାଣ୍ଡ୍ ଭାଲ୍ୟୁ ରିପୋର୍ଟ ଅନୁଯାୟୀ ଆଇପିଏଲ୍ର ମୋଟ...
କୋଇଲା ଆବଣ୍ଟନ ମାମଲା: ମନମୋହନ ସିଂହଙ୍କ ବିରୋଧରେ ବିଚାର ପ୍ରକ୍ରିୟା ବନ୍ଦ
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ବହୁ ଚର୍ଚ୍ଚିତ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଅନ୍ୟ ଅଭିଯୁକ୍ତଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି । ମାମଲାକୁ ବନ୍ଦ କରିବାକୁ ସିବିଆଇ ଦ୍ୱାରା ଦାଖଲ...
କମନୱେଲଥ ଗେମ୍ସ ୨୦୨୬: ଗୁଲଭୀର ଓ ହରଜିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର: ଆଥଲେଟ୍ ଗୁଲଭୀର ସିଂହ ଓ ଭାରୋତ୍ତୋଳିକା ହରଜିନ୍ଦର କୌରଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସ (X)ରେ ପୋଷ୍ଟ କରିଛନ୍ତି ଯେ, କମନୱେଲଥ ଗେମ୍ସ ୨୦୨୬ରେ ଭାରତ ପାଇଁ ୧୦,୦୦୦ ମିଟର ଦୌଡ଼ରେ...
ପିଓକେ ରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା: ୨୦ଜଣଙ୍କ ମୃତ୍ୟୁ ସୂଚନା
ନୂଆଦିଲ୍ଲୀ: ଗତକାଲି ପିଓକେ ରେ ପ୍ରଦର୍ଶନକାରୀଙ୍କ ଏକ ଦଳ ମୋଟରସାଇକେଲରେ ମୁଜାଫରାବାଦ ଅଭିମୁଖେ ଶୋଭାଯାତ୍ରା କରିବାକୁ ଯାତ୍ରା କରୁଥିଲେ l ପ୍ରତିବାଦକାରୀମାନେ ମିରପୁର ବଜାର ନିକଟରେ ପହଞ୍ଚିବା ମାତ୍ରେ ପାକିସ୍ତାନୀ ରେଞ୍ଜର୍ସମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ ଗୁଳିମାଡ଼ରେ...
ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି
ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହା ବ୍ୟତୀତ ୭ଟି ଅଞ୍ଚଳ...
ଫେସବୁକରୁ ମୋଦିଙ୍କ ପୋଷ୍ଟ ହଟାଇବା ଘଟଣାରେ କ୍ଷମା ମାଗିଲା ମେଟା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓକୁ ଫେସବୁକରେ ଭାରତ ଭିତରେ ବ୍ଲକ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ଶେଷରେ ମେଟା କମ୍ପାନୀ ନିଜ ଭୁଲ୍ ସ୍ୱୀକାର କରିଛି। ସୂଚନା ଥାଉ...
ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସଦରେ ଏନଡିଏର ସ୍ବାଗତ
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୌସୁମୀ ଅଧିବେଶନରେ ଯୋଗଦେବାକୁ ସଂସଦ ଭବନରେ ପହଞ୍ଚିଥିଲେ । ଏନଡିଏ ସଂସଦମାନଙ୍କ ପକ୍ଷରୁ ତାଙ୍କୁ ଜୋରଦାର ଭାବେ ସ୍ବାଗତ କରାଯାଇଥିଲା । ଏହା ପରେ ତାଙ୍କୁ ପଗଡ଼ି ପିନ୍ଧାଇ ସସମ୍ମାନ ସହିତ...
ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୬ ବିଜେତା
ଭୁବନେଶ୍ବର: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୬’ର ବିଜେତା ହୋଇଛନ୍ତି ଓଡ଼ିଶାର ୨୪ ବର୍ଷୀୟା ଗାୟିକା ଜ୍ୟୋତିର୍ମୟୀ ନାୟକ। ଏହି ପ୍ରସିଦ୍ଧ ଟାଇଟଲ୍ ଜିତିବାରେ ସେ ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ...
ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ରୌପ୍ୟ ପଦକ
ନୂଆଦିଲ୍ଲୀ:ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ।୬୦ କେଜି ପୁରୁଷ ବର୍ଗରେ ମଣିପୁରର ଋଷିକାନ୍ତ ସିଂହ ଚନମ୍ବମଙ୍କୁ ମିଳିଛି ଏହି ସଫଳତା। ସେ ମୋଟ୍ ୨୬୪ କେଜି ର ଓଜନ ଉଠାଇ ରୌପ୍ୟ...
ଆଜି ହେଉଛି କାର୍ଗିଲ ବିଜୟ ଦିବସ:ବୀରତ୍ୱ ଓ ବଳିଦାନକୁ ମନେ ପକାଇଛି ସାରା ଦେଶ
ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାରଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ ପାଳନ କରାଯାଏ।ବୀର ସହିଦମାନଙ୍କ ଅସୀମ ସାହସ...
















