32.1 C
Bhubaneswar
Friday, March 13, 2026
-Advertisement-

ସୁଧହାର କମାଇଲା ଆରବିଆଇ 

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସାଧାରଣ ଜନତା ଏବଂ କମ୍ପାନୀଙ୍କୁ ଏକ ବଡ ଉପହାର ପ୍ରଦାନ କରିଛି  । ଆରବିଆଇ ସୁଧ ଦର ହ୍ରାସ କରିଛି । ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ ପାଇ ୫.୭୫ ପ୍ରତିଶତରେ ପହଁଚିଛି...

ନଳୀନ ଖଣ୍ଡେଲୱାଲ ନିଟ୍ ଟପ୍ପର

ପ୍ରକାଶ ପାଇଛି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟର ପରୀକ୍ଷା ଫଳ । ଏହି ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟ ପରୀକ୍ଷାରେ ଚଳିତ ବର୍ଷ ମୋଟ ୧୫,୧୯,୩୭୫ ଜଣ ଛାତ୍ରଛାତ୍ରୀ ନାଁ ପଜିଂକରଣ କରିଥିବା ବେଳେ ୧୪,୧୦,୭୫୫ ଜଣ ପରିକ୍ଷାର୍ଥୀ ପରୀକ୍ଷା...

ବାପାହେଲେ ୬ମାସ ଛୁଟି ସାଙ୍ଗକୁ ମିଳିବ ୭୦ ହଜାର ଟଙ୍କା

ଖାଦ୍ୟର ହୋମ ଡେଲିଭରି କରୁଥିବା କମ୍ପାନୀ ଜମାଟୋ ତାର କର୍ମଚାରୀ ମାନଙ୍କ ପାଇଁ ଆଣିଛି ଏକ ଖୁସି ଖବର । ଏଣିକି କେବଳ ସନ୍ତାନ ଜନ୍ମ ପରେ ମହିଳାଙ୍କୁ ନୁହେଁ ବାପା ହେବା ପରେ ପୁରୁଷଙ୍କୁ ମଧ୍ୟ ମିଳିବ ଛୁଟି...
video

ଆଜିଠୁ କାମ ଆରମ୍ଭ

ସାଂସଦ ପ୍ରତାପ ଷଢଙ୍ଗୀ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ବା ଏମଏସଏମଇ ଉଦ୍ୟୋଗର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଭାବେ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ...

ମାୟାବତୀ ଓ ଅଖିଳେଶଙ୍କ ମେଣ୍ଟରେ ଫାଟ

ନିର୍ବାଚନ ପୂର୍ବରୁ ଉତରପ୍ରଦେଶରେ ପରସ୍ପର ହାତ ଧରି ନିର୍ବାଚନକୁ ଓହ୍ଲାଇଥିବା ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ଓ ଅଖିଳେଶଙ୍କ ସମାଜବାଦୀ ପାର୍ଟିରେ ଫାଟ । ଲୋକସଭା ନିର୍ବାଚନ ପୂର୍ବରୁ ଉସôାହର ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଆଗେଇ ଆସିଥିଲେ...

ଏଏନ-୩୨ର ମିଳୁନି ପତ୍ତା

ଭାରତୀୟ ବାୟୁସେନାର ଗତକାଲିଠାରୁ ନିଖୋଜ ଏଏନ-୩୨ ବିମାନର ମିଳୁନି ପତା । ବିମାନକୁ ଖୋଜିବା ପାଇଁ ବାୟୁସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନା ଉପମୁଖ୍ୟ ରାକେଶ ସିଂଙ୍କ...

ଜାତୀୟ ପତ୍ରିକାରେ ଚନ୍ଦ୍ରାଣୀ

ଇଂରାଜ ପତ୍ରିକା ଇଣ୍ଡିଆ ଟୁଡେ ପକ୍ଷରୁ ସଦ୍ୟ ପ୍ରକାଶ ପାଇବାକୁ ଥିବା ସଂସ୍କରଣର କଭର ପେଜରେ ସ୍ଥାନ ପାଇଛି କେନ୍ଦୁଝରର ନବ ନିର୍ବାଚିତ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫଟୋ । ବିଜୁ ଜନତା ଦଳରୁ ପାର୍ଥୀ ହୋଇ ନିର୍ବାଚନ ମଇଦାନକୁ...

ଜୟ ଶ୍ରୀରାମ ଶୁଣି ଚିଇଁକି ଉଠିଲେ ଦିଦି

ଜୟ ଶ୍ରୀରାମ ନାରା ଶୁଣି ରାଗିପାଚି ପୁରା ଲାଲ ଦିଦି । ଖାଲି ରାଗୁନାହଁନ୍ତି ବରଂ ନାରା ଲଗାଉଥିବା ଲୋକଙ୍କୁ ବାଡେଇ ଚମଡା ଉତ୍ତାରି ଦେବି ବୋଲି ଧମକ ବି ଦେଉଛନ୍ତି । ମିଳିଥିବା ସୂଚନା ଅନୁଯାଇ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

ତମାଖୁ ସେବନରେ ଚୀନ ଆଗରେ

ପ୍ରତିବର୍ଷ ମେ ୩୧କୁ ବିଶ୍ୱ ତମାଖୁ ମୁକ୍ତ ଦିବସ ଭାବେ ପାଳନ କରାଯାଉଛି । ସର୍ବପ୍ରଥମେ ୧୯୮୭ ମସିହାରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳନ କରାଯାଇଥିଲା । ସିଗାରେଟ୍ ମାଧ୍ୟମରେ ଲୋକେ ସବୁଠାରୁ ଅଧିକ ତମାଖୁ ସେବନ କରିଥାନ୍ତି...

ଭାରତୀୟ ନୌସେନା ମୁଖ୍ୟଭାବେ ଦାୟିତ୍ୱ ନେଲେ

ଭାରତୀୟ ନୌସେନା ମୁଖ୍ୟଭାବେ ଦାୟିତ୍ୱ ନେଲେ ପୂର୍ବାଞ୍ଚଳ ନୌସେନା କମାଣ୍ଡ ଫ୍ଲାଗ ଅଫିସର କମାଣ୍ଡିଂ-ଇନ-ଚିଫ ଏଡ୍‌ମିରାଲ କରମବୀର ସିଂ । ପୂର୍ବତନ ନୌସେନା ପ୍ରମୁଖ ଏଡ଼୍‌ମିରାଲ ସୁନୀଲ ଲାନ୍‌ବା ଏଡ଼୍‌ମିରାଲ ସିଂହଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପ୍ରଥମ ହେଲିକପ୍ଟର୍‌...
- Advertisement -

Latest article

Exploring Dexscreener: The Ultimate DEX Scanner for Traders

Exploring Dexscreener: The Ultimate DEX Scanner for Traders Содержание The Importance of Dexscreener in Crypto Trading Key Features of Dexscreener Benefits of Using a Dex Scanner How to Get...

Boost Your Crypto Journey with Sushiswap DEX

Boost Your Crypto Journey with Sushiswap DEX Table of Contents Understanding Sushiswap and Its Benefits Key Features of Sushiswap DEX How to Get Started with Sushiswap Common Strategies for...

Dexscreener Guide: Best Dex Scanner Practices 2026

Dexscreener Guide: Best Dex Scanner Practices 2026 Содержание Dexscreener as a Practical Dex Scanner dex screener download: what to expect Why Choose Dexscreener for DEX Trading dexscreener review: charts,...