ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସାଧାରଣ ଜନତା ଏବଂ କମ୍ପାନୀଙ୍କୁ ଏକ ବଡ ଉପହାର ପ୍ରଦାନ କରିଛି  । ଆରବିଆଇ ସୁଧ ଦର ହ୍ରାସ କରିଛି । ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ ପାଇ ୫.୭୫ ପ୍ରତିଶତରେ ପହଁଚିଛି । ଏହା ଲଗାତାର ତୃତୀୟ ଥର ପାଇଁ ହୋଇଛି । ଯେଉଁଥିରେ ସୁଧଦର ହ୍ରାସ ପାଇଛି । ଗତ ଦୁଇଟି ବୈଠକରେ ଏମପିସି ରେପୋ ରେଟରେ ହ୍ରାସ ଘଟିଥିଲା । ଅର୍ଥଶାସ୍ତ୍ରୀଙ୍କ କହିବାନୁସାରେ, ୨୦୧୮-୧୯ର ଚତୁର୍ଥ ତ୍ରୈମାସିକରେ ଆର୍ଥିକ ବୃଦ୍ଧି ରେଟ୍ ୫ବର୍ଷରେ ସବୁଠାରୁ କମ ରହିଛି । ଯାହାକୁ ନଜରରେ ରଖି ଆରବିଆଇ ସୁଧ ଦର ହ୍ରାସ କରିବା ନେଇ ଆଶା କରାଯାଉଥିଲା ।

LEAVE A REPLY

Please enter your comment!
Please enter your name here