ଆଫଗନିସ୍ତାନ ସୀମାରେ ପାକିସ୍ତାନର ଏୟାରଷ୍ଟ୍ରାଇକ
ଆଫଗାନିସ୍ତାନ ସୀମାରେ ପାକିସ୍ତାନ ରବିବାର କରିଛି ଏୟାରଷ୍ଟ୍ରାଇକ । ପାକିସ୍ତାନ ସେନା ତେହରିକ ଏ ତାଲିବାନ ପାକିସ୍ତାନର ଆଡ୍ଡା ଉପରେ ହମଲା କରିଛି । ଏହି ଏୟାର ଷ୍ଟ୍ରାଇକରେ ୧୨ ଆତଙ୍କୀ ନିପାତ ହୋଇଛନ୍ତି । ପାକିସ୍ତାନ...
ପଞ୍ଜାବ ଓ କାଶ୍ମୀରରୁ ମିଳିଲା ବିସ୍ଫୋରକ
ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଥିବାବେଳେ ଦୁଇ ପଡ଼ୋଶୀ ରାଜ୍ୟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ପଞ୍ଜାବ ଏବଂ ଜାମୁ କଶ୍ମୀର ଭିନ୍ନ ଭିନ୍ନ ସ୍ଥାନରୁ ଆଇଇଡି ବିସ୍ଫୋରକ ଜବତ ହୋଇଛି । ପଞ୍ଜାବର ଅମୃତସରର ରେୟା ପୋଲିସ...
ହାଇଆଲର୍ଟରେ ଦିଲ୍ଲୀ;ଆତଙ୍କବାଦୀ ଆକ୍ରମଣ ସମ୍ଭାବନା
ବର୍ତ୍ତମାନ ହାଇଆଲର୍ଟରେ ନୂଆ ଦିଲ୍ଲୀ । ଆତଙ୍କବାଦୀ ହମଲା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଦିଲ୍ଲୀର ସମସ୍ତ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷକରି ଜନଗହଣଳି ପୂର୍ଣ୍ଣ ସ୍ଥାନ ଏବଂ ଧାର୍ମିକ...
ଏଆଇ ସମ୍ମିଳନୀରେ ଅର୍ଦ୍ଧନଗ୍ନ ବିରୋଧ ପ୍ରଦର୍ଶନ କଲା କଂଗ୍ରେସ୍
ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳ ଭାରତକୁ ଲଜ୍ଜିତ କରିଛି । ଶୁକ୍ରବାର ଏଆଇ-ଇମ୍ପ୍ୟାକ୍ଟ ମଞ୍ଚରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ସେହି ମଞ୍ଚ ଉପରେ କପଡ଼ା ଖୋଲି ବିରୋଧ ପ୍ରଦର୍ଶନ କରିଲେ ଯୁବ କଂଗ୍ରେସ କର୍ମକର୍ତ୍ତା...
ପାକିସ୍ତାନରେ ବଡ ବିସ୍ଫୋରଣ;୧୬ ମୃତ
ଗୁରୁବାର ପାକିସ୍ତାନର କରାଚିରେ ଏକ ଆପାର୍ଟମେଣ୍ଟରେ ଗ୍ୟାସ ଲିକରୁ ହୋଇଛି ବଡ ବିସ୍ଫୋରଣ । ବିସ୍ଫୋରଣ ଫଳରେ କୋଠା ଭୁଶୁଡିବାରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ମଧ୍ୟ ହୋଇଛନ୍ତି । ସ୍ଥାନୀୟ ପୋଲିସ...
ବିହାରର ୪୨ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ
ପାଟନା ହାଇକୋର୍ଟ ବିଧାନସଭାର ଶାସକ ଏବଂ ବିରୋଧୀ ଦଳର ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ନିର୍ବାଚନବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିବା ମାମଲାରେ ହାଇକୋର୍ଟରୁ ନୋଟିସ୍ ଆସିଛି । ନିର୍ବାଚନୀ ସମୟରେ ମିଥ୍ୟା ସୂଚନା...
ପାକିସ୍ତାନରେ ବୋମା ବିସ୍ଫୋରଣ; ୧୨ ମୃତ
ପାକିସ୍ତାନ ଭୟଙ୍କର ବିସ୍ଫୋରଣରେ ୧୧ ଜଣ ପୋଲିସ କର୍ମଚାରୀଙ୍କ ସହିତ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୭ ଜଣ ଗୁରୁତର ହୋଇଛନ୍ତି । ଉତ୍ତର-ପଶ୍ଚିମରେ ବାଜୌରରେ ଏକ ଚେକ୍ ପୋଷ୍ଟ ନିକରେ ଆତଙ୍କାବାଦୀ ଆକ୍ରମଣ ହୋଇଥିବା ପାକିସ୍ତାନୀ ସେନା...
ପରମାଣୁ ଆଡ୍ଡା ତିଆରି କରୁଛି ଚୀନ୍
ଚୀନର ସିଚୁଆନରେ ଦେଖା ଦେଇଛି କିଛି ଉପଗ୍ରହ ଚିତ୍ର । ଉପଗ୍ରହ ଚିତ୍ରର ଅଧ୍ୟୟନରୁ ଜଣା ପଡିଛି ଯେ, ଚୀନ ସିଚୁଆନରେ ଗୁପ୍ତ ଭାବେ ଆଣବିକ ଅସ୍ତ୍ରଶସ୍ତ୍ରର ଘାଟି ତିଆରି କରି ସାରିଛି । ଏମିତି ଚାଞ୍ଚଲ୍ୟକର ତଥ୍ୟ ନ୍ୟୁୟର୍କ...
ଇଣ୍ଡିଗୋ ବିମାନକୁ ବୋମା ଧମକ
ଶନିବାର ସକାଳୁ ସିଲଂ ଯାଉଥିବା ଇଣ୍ଡିଗୋ ବିମାନକୁ ମିଳିଛି ବୋମା ଧମକ । ବୋମା ଧମକ ମିଳିବା ପରେ ବିମାନରେ ଯାଞ୍ଚ ଚାଲିଛି ।ସୁଚନା ଅନୁଯାୟୀ, ଆଜି ସକାଳ ୯ଟା ୧୫ ମିନିଟ୍ ରେ ଇଣ୍ଡିଗୋ ବିମାନ କୋଲକାତାରୁ...
ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା ହୋଇଛି ପରିବର୍ତ୍ତନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନର ଶୁଭ ଉଦଘାଟନ କରିଛନ୍ତି । ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ସହିତ କ୍ୟାବିନେଟ...



















