21.1 C
Bhubaneswar
Monday, November 16, 2026
-Advertisement-

ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗୁ ହେଲା ଗ୍ରାପ୍‌-୨ କଟକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା କମାଇବା ପାଇଁ କମିସନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍‌) ପକ୍ଷରୁ ଦିଲ୍ଲୀ ଓ ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ ୨ କଟକଣା ଲାଗୁ କରାଯାଇଛି। ସୋମବାର...

ବିଜେପିରେ ସାମିଲ ହେଲେ ତିନି ଆପ୍‌ ବିଧାୟକ: ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା

ନୂଆଦିଲ୍ଲୀ: ଆଗାମୀ ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) କୁ ଏକ ବଡ଼ ଏବଂ ଗୁରୁତର ରାଜନୈତିକ ଝଟକା ଲାଗିଛି। ଦଳର କ୍ଷମତା ଏବଂ ନୀତି...

ଫ୍ଲୋରିଡାରେ ବିମାନ ଦୁର୍ଘଟଣା: ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣ ଫ୍ଲୋରିଡା ଅଞ୍ଚଳରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଯାଇଛି। ଆକାଶରେ ଉଡ଼ୁଥିବା ଅବସ୍ଥାରେ ଏକ ବିମାନ ହଠାତ୍ ଅନ୍ତରୀକ୍ଷରୁ ଖସିଆସି ଏକ ଜନବହୁଳ ରାସ୍ତା ଉପରେ ମାଡ଼ ହୋଇଥିଲା, ଯାହାଫଳରେ ନିମିଷକ ମଧ୍ୟରେ...

କୁଶୀନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୭ ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ରହିଛନ୍ତି । ସେପଟେ...

ଉଜ୍ଜୟିନୀରେ ବିଷାକ୍ତ ଗ୍ୟାସ୍‌ ନେଲା ୪ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୟିନୀ-ଦେୱାସ ରୋଡ୍‌ସ୍ଥିତ ଏକ ହୋଟେଲରେ ବିଳମ୍ବିତ ରାତିରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ସେଠାରେ ଥିବା ମିଠା ଓ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ ୟୁନିଟ୍‌ର ଅବର୍ଜନା ପ୍ରକୋଷ୍ଠ ସଫା କରୁଥିବା ସମୟରେ ବିଷାକ୍ତ ଗ୍ୟାସ୍‌...

ଭୁବନେଶ୍ୱରରେ ଭୟଙ୍କର ହିଟ୍-ଏଣ୍ଡ-ରନ୍: ବସ୍ ଧକ୍କାରେ ୨ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ-ସିଆରପି ରାସ୍ତାରେ ହିଟ୍-ଏଣ୍ଡ-ରନ୍ ଘଟଣାରେ ଏକ ଦ୍ରୁତଗାମୀ ବସ୍ ଏକ କାରକୁ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇ ବସ୍‌...

ଚ୍ଛାୟା ସଂସଦ ମାଧ୍ୟମରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡିଆ ବ୍ଲକର ମହାଭିଯୋଗ ପ୍ରସ୍ତାବ ଆଗତ

ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ବ୍ଲକ ଶନିବାର ଦିନ ଚ୍ଛାୟା ସଂସଦ ମାଧ୍ୟମରେ ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛି।କଂଗ୍ରେସ ସମେତ ଇଣ୍ଡିଆ ବ୍ଲକ ପକ୍ଷରୁ ଏହି ଚ୍ଛାୟା ସଂସଦରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଖଲ ହୋଇଛି...

ବେଙ୍ଗାଲୁରୁର ୫ ଷ୍ଟାର ହୋଟେଲରେ ଅଘଟଣ, ସୁଇମିଂ ପୁଲ୍‌ରେ ବିଦ୍ୟୁତ ଝଟକାରେ ୨ ବିଦେଶୀ ମୃତ

ବେଙ୍ଗାଲୁର: ବେଙ୍ଗାଲୁରୁରେ ଥିବା କୋନରାଡ ହୋଟେଲରେ ଶୁକ୍ରବାର ଏକ ବଡ ଅଘଟଣ ଘଟିଯାଇଛି | ମିଳିଥିବା ଖବର ଅନୁଯାୟୀ, ଏହି ପଞ୍ଚତାରକା ହୋଟେଲରେ ସାଧାରଣତଃ ବଡ଼ ବଡ଼ ଲୋକ ରୁହନ୍ତି। ହୋଟେଲଟି ୫ଷ୍ଟାର ମାନ୍ୟତା ପାଇବା ସତ୍ତ୍ୱେ...

ନୂଆଦିଲ୍ଲୀର ଜୋତା କାରଖାନାରେ ଅଗ୍ନିକାଣ୍ଡ; ୪ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ମଙ୍ଗୋଲପୁରୀ ଶିଳ୍ପାଞ୍ଚଳରେ ଥିବା ଏକ ଜୋତା କାରଖାନାରେ ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଚାରି ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିତ...

ଆସନ୍ତା ଜାନୁଆରୀ ୨୫ରୁ ହେବ ସମଗ୍ର ଭାରତରେ ଜନଗଣନା

ନୂଆଦିଲ୍ଲୀ: ଶୁକ୍ରବାର ଜନଗଣନା କମିଶନର ଘୋଷଣା କରିଛନ୍ତି ଯେ, ନିର୍ବାଚନ ହେବାକୁ ଥିବା ଅଞ୍ଚଳ ଏବଂ ବରଫାବୃତ ଅଞ୍ଚଳଗୁଡ଼ିକୁ ବାଦ୍ ଦେଲେ, ସମଗ୍ର ଭାରତରେ ୨୦୨୭ ମସିହା ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...