ଇଂଲଣ୍ଡରେ ଇତିହାସ ରଚିଲେ କ୍ୟାପଟେନ ଶୁଭମନ ଗିଲ
ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଚମକିଲେ ଶୁଭମନ ଗିଲ୍। ଶୁଭମନ ଗିଲ ଶେଷରେ ପ୍ରତ୍ୟେକ ଭାରତୀୟ ପ୍ରଶଂସକ ତାଙ୍କଠାରୁ ଯାହା ଆଶା କରିଥିଲେ ତାହା କରିଛନ୍ତି। ଗିଲ ଇଂଲଣ୍ଡରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଏଜବାଷ୍ଟନ ଟେଷ୍ଟରେ ଦ୍ୱିଶତକ ହାସଲ...
ଆଜିଠୁ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଆଜିଠୁ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯିବେ। ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବା ସହିତ ଆଜିଠାରୁ ଜୁଲାଇ ୯ ମଧ୍ୟରେ ୫ଟି ରାଷ୍ଟ୍ର ଗସ୍ତ କରିବେ ମୋଦି । ପିଏମ ମୋଦି ଘାନା, ତ୍ରିନିଦାଦ ଓ ତବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ...
ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ପାକିସ୍ତାନ
ପାକିସ୍ତାନ ଆଜି ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିର୍ବାଚିତ ହୋଇଛି । ଏହିବର୍ଷ ଜାନୁଆରିରେ ହିଁ ପାକିସ୍ତାନ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇଥିଲା । ସୁରକ୍ଷା ପରିଷଦରେ ୧୫ ଜଣ ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରେ ଜଣକ...
୧୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତା ୧୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୪ରେ ଭୁବନେଶ୍ଵରAIIMSର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ୧୫ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜବାହରଲାଲ ନେହରୁ ଇନ୍ଡୋର ହଲ୍ରେ ଅୟୋଜିତ...
ଡୋନାଲ୍ଡ ଟ୍ରମ୍ପଙ୍କ କହିଲେ, ଇରାନ ଉପରେ ପୁଣି ହୋଇପାରେ ଆକ୍ରମଣ
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଘୋଷଣା ହୋଇଥିବା ଅସ୍ତ୍ରବିରତି ପରେ ଶାନ୍ତି ଫେରିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କହିଛନ୍ତି ଆକାଶ ମାର୍ଗରୁ ଆକ୍ରମଣ ଦ୍ବାରା ଇରାନର ପରାମାଣୁ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଧ୍ବଂସ...
ପହଲଗାମ ଆକ୍ରମଣ ଘଟଣାରେ ଦୁଇ ଆତଙ୍କି ଗିରଫ
ଜମ୍ମୁ-କାଶ୍ମୀର ପହଲଗାମ ଆକ୍ରମଣକୁ ୨ ମାସ ପୁରିଲା । ତେବେ ଏହାରି ଭିତରେ ଆତଙ୍କୀ ଆକ୍ରମଣ ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ୍ ଏଜେନ୍ସି (NIA)କୁ ବଡ଼ ସଫଳତା ହାସଲ ହୋଇଛି । ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ୨ ଜଣଙ୍କୁ NIA ର...
ଭୁଷୁଡିଲା ଇନ୍ଦ୍ରାଣୀ ବ୍ରିଜ୍, ଭାସିଗଲେ 20 ପର୍ଯ୍ୟଟକ
ମହାରାଷ୍ଟ୍ରର ଇନ୍ଦ୍ରାଣୀ ନଦୀ ଉପରେ ନିର୍ମିତ ବ୍ରିଜ ଭୁଷୁଡିପଡିବାରୁ କୋଡିଏ ଜଣ ପର୍ଯ୍ୟଟକ ଭାସି ଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଛି ।
କୁନ୍ଦମାଳା ପର୍ଯ୍ୟଟନ ସ୍ଥଳରେ ନିର୍ମିତ ଏହି ବ୍ରିଜ ଉପରେ ପର୍ଯ୍ୟଟକମାନେ ଜଳପ୍ରବାହ...
ରହସ୍ୟ ଘେରରେ ସିଟ୍ ନମ୍ବର 11 A
ଏୟାର ଇଣ୍ଡିଆ ଡ୍ରିମ ଲାଇନରର ସିଟ ନମ୍ବର 11ଏକୁ ନେଇ ଏବେ ଚର୍ଚ୍ଚା । ଦୁର୍ଘଟଣାଗ୍ରସ୍ତ ଏୟାରଇଣ୍ଡିଆ ବିମାନ କ୍ରାସ ହେବା ପରେ ଯେଉଁ ଜଣେ ଯାତ୍ରୀ ଜୀବନ ବଞ୍ଚେଇ ଆସିପାରିଲେ, ସେ ଏହି ସିଟରେ ବସିଥିଲେ । ବିଜିନେସ୍...
ମିଳିଲା ବ୍ଲାକବକ୍ସ, ଜଣାପଡିବ ବିମାନ ଦୁର୍ଘଟଣାର କାରଣ
ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପଛରେ କି କାରଣ ରହିଛି ? କେଉଁ କାରଣ ପାଇଁ ବିମାନଟି ଉଡାଣ ଭରିବାର ମାତ୍ର ପାଞ୍ଚ ମିନିଟ ଭିତରେ କ୍ରାସ୍ ହୋଇଗଲା ? ବିମାନଟି ସଂପୂର୍ଣ୍ଣ ଜଳି ଖଣ୍ଡ ବିଖଣ୍ଡିତ ଭାବେ...
ପାଉଁଶ ହୋଇଗଲା ସ୍ବପ୍ନ
ଲଣ୍ଡନରେ ରହିବା ପାଇଁ ସ୍ବପ୍ନ ଦେଖିଥିଲେ । ପିଲାଙ୍କ ପାଠପଢା, କ୍ୟାରିୟର ସବୁ ଲଣ୍ଡନରେ କରିବା ପାଇଁ ଯୋଜନା କରିଥିଲେ । ବହୁ କଷ୍ଟରେ ଡାକ୍ତର ପତ୍ନୀଙ୍କୁ ବି ମନାଇଥିଲେ । ହେଲେ ନିୟତିର ନିଷ୍ପତ୍ତି କିଛି ଭିନ୍ନ ଥିଲା...

















